Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ’ଣ ସତରେ ବିଷ୍ଣୋଇ ସମାଜର ମହିଳାମାନେ କୃଷ୍ଣସାର ମୃଗକୁ ପିଆନ୍ତି ନିଜ କ୍ଷୀର ….

ନୂଆଦିଲ୍ଲୀ: ଥର ଥର କରି ଏହାରି ଭିତରେ ଅନେକ ଥର ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇ ଚାଲିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ l ଏହାରି ଭିତରେ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ଏକ ବିବୃତ୍ତି ଜାରି କରି ସଲମାନ କ’ଣ ପାଇଁ କ୍ଷମା ମାଗିବେ ବୋଲି ଯୁକ୍ତି କରିଛନ୍ତି l…

ଅକ୍ଟେବାର ୨୨: ଚନ୍ଦ୍ରକୁ ପଢିବାକୁ ପ୍ରଥମ ଥର ପାଇଁ ଅଣ୍ଟା ଭିଡିଥିଲା ଭାରତ

ନୂଆଦିଲ୍ଲୀ: ଆଜିର ଦିନରେ ହିଁ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ପଢିବାକୁ ଯାତ୍ରା ଆରମ୍ଭ କରିଥିଲା ଭାରତ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ ଚନ୍ଦ୍ର ଅଭିମୁଖେ ଉଡାଣ ଭରିଥିଲା । ଆଜି ସେହି ସଫାଳତାକୁ ୧୬ ବର୍ଷ ପୂରିଛି । ଏହି ସଫଳ ପ୍ରୟାସ…

ବିଷ ବଳୟରେ ଦିଲ୍ଲୀ-ଏନସିଆର ବାୟୁ, ଲାଗୁ ହେଲା ଜିଆରଏପି-୨

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ଦାପାବଳି ବେଳକୁ ଦିଲ୍ଲୀର ବାୟୁ ସ୍ଥିତି ଅଧିକ ଖରାପ ହେବ। ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ବାୟୁ…

ବାଘ ପାଇଁ ସମସ୍ତ ସ୍କୁଲ ଛୁଟି, ପରୀକ୍ଷା ବାତିଲ: ଗଲାଣି ୩ ଛୁଆଙ୍କ ଜୀବନ

ଡେହରାଡୁନ୍: ଉତ୍ତରାଖଣ୍ଡ ନ୍ୟୁଟିହରି ଅଞ୍ଚଳରେ ବାଘର ଆତଙ୍କ ଖେଳିଯାଇଛି। ବାଘଟି ଛୁଆଙ୍କୁ ମାରିଦେବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ବାଘଟିକୁ ଖୋଜିବାକୁ ପ୍ରୟାସ କରାଯାଉଛି। ତେଣୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯିବା ସହ ପରୀକ୍ଷାକୁ ବି…

ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ବ୍ରିକ୍ସ ସମିଟ୍‌ରେ ହେବେ ସାମିଲ

ନୂଆଦିଲ୍ଲୀ: ଋଷ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରିଛନ୍ତି। କାଜାନରେ ୨୨ରୁ ୨୪ ଯାଏ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାରତ, ରୁଷ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର…

ଭୟଙ୍କର ଦୁର୍ଘଟଣା, ଗ୍ୟାସ୍‌ ସିଲିଣ୍ଡର ଫାଟି ଚାଲିଗଲା ପରିବାରର ୬ ଜଣଙ୍କ ଜୀବନ

ଲକ୍ଷ୍ନୌ: ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ମୃତ, ୯ ଗୁରୁତର । ଉତ୍ତର ପ୍ରଦେଶ ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ଘଟିଛି ଏହି ଅଘଟଣ । ଦୁର୍ଘଟଣାରେ ପରିବାରର ୩ ମହିଳା ଓ ୩ ପୁରୁଷ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରର ମୋଟ ୧୫ ଜଣ ସଦସ୍ୟ ଥିଲେ । ବାକି ୯ ଗୁରୁତରଙ୍କୁ…

ଏନକାଉଣ୍ଟରରେ ୫ ନକ୍ସଲ ନିହତ

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ଗଡ଼ଚିରୋଲି ଭାମରାଗଡ ତହସିଲ ଅନ୍ତର୍ଗତ କୋପରଶୀରେ  ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୫  ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ C60 କମାଣ୍ଡୋ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।…

ସମୟ ପୂର୍ବରୁ ନିର୍ବାଚନ କରାଯିବା ବିଜେପିର ଷଡଯନ୍ତ୍ର !

ରାଞ୍ଚି: ଝଡଖଣ୍ଡରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ସୋମବାର ଏକ ବଡ ଅଭିଯୋଗ କରିଛନ୍ତି।  ରାଜ୍ୟରେ ବିଧାନସଭା ନିର୍ବାଚନ ସମୟ ପୂର୍ବରୁ କରାଯିବା ବିଜେପିର  ଷଡଯନ୍ତ୍ରବୋଲି…

ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଭାରତ ଧର୍ମନିରପେକ୍ଷ ହେଉ ଆପଣ ଚାହୁଁ ନାହାନ୍ତି କି ?

ନୂଆଦିଲ୍ଲୀ:  ସମ୍ବିଧାନର ପ୍ରସ୍ତାବନାରୁ ସମାଜବାଦ ତଥା ଧର୍ମନିରପେକ୍ଷ ଭଳି ଶବ୍ଦ ହଟାଇବାକୁ ନେଇ ହୋଇଥିବା ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଥିଲା। ଏହି ଦୁଇଟି ଶବ୍ଦ ସମ୍ବିଧାନର ଗଠନର ଏକ ମୌଳିକ ଅଂଶ ବୋଲି ଶୁଣାଣି ସମୟରେ କୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା…

ମହାରାଷ୍ଟ୍ରରେ ଯୋଗେନ୍ଦ୍ର ଯାଦବଙ୍କ ସଭାରେ ଭିବିଏର ବିଶୃଙ୍ଖଳା

ମୁମ୍ବାଇ: ସ୍ୱରାଜ ଇଣ୍ଡିଆ ପାର୍ଟିର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ଏକ ରାଜନୈତିକ ରାଲିରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ସେ ଅଧରୁ ବନ୍ଦ କରିଦେଇଥିଲେ ତାଙ୍କ ସଭା। ମହାରାଷ୍ଟ୍ରର ଅକୋଲାରେ ଆୟୋଜିତ ଏହି ସଭାରେ ଏହିପରି ଘଟଣା ଦେଖିବାକୁ ମିଳିଛି। ସୂଚନା…