Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୱକଫ୍ ବିଲ୍‌କୁ ନେଇ ଜେପିସି ବୈଠକ: ବିଜେପି-ଟିଏମ୍‌ସି ମୁହାଁମୁହିଁ, ଟିଏମସି ସାଂସଦ ଆହତ

କୋଲକାତା: ୱକଫ ସଂଶୋଧନ ବିଲ୍ ଉପରେ ଜେପିସି ବୈଠକରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବିଜେପିର ଅଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା। ବୈଠକରେ ଉଭୟ ନେତା ମୁହାଁମୁହିଁ ହୋଇଥିଲେ। ଟିଏମସି ସାଂସଦ କଲ୍ୟାଣ…

ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଚେୟାରମ୍ୟାନ ମାଧବୀ ପୁରୀ

ନୂଆଦିଲ୍ଳୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ସରକାର ତାଙ୍କୁ ନିର୍ଦୋଷ ପ୍ରମାଣିତ କରିଛନ୍ତି। ଏହା ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ୨୦୨୫ ମସିହା ଫେବ୍ରୁଆରୀରେ ତାଙ୍କ…

ସମଗ୍ର ଦେଶରେ ସିଆରପିଏଫ୍ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଦେଶରେ CRPF ଦ୍ୱାରା ପରିଚାଳିତ ଅନେକ ବିଦ୍ୟାଳୟକୁ ବୋମା ଧମକ ମିଳିଛି। ଧମକ ପାଇବା ପରେ ପୋଲିସ ଫୋର୍ସ ସଜାଗ ରହିଛି । ଧମକ ପାଇଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଦୁଇଟି ଦିଲ୍ଲୀ ଏବଂ ଗୋଟିଏ ହାଇଦ୍ରାବାଦରେ ଅଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଦିଲ୍ଲୀର ୨ ଟି…

ନିର୍ବାଚନ ଲଢିବ ଲରେନ୍ସ ବିଷ୍ଣୋଇ!, ଜାଣନ୍ତୁ କେଉଁ ଦଳ ଦେଇଛି ପ୍ରସ୍ତାବ…

ନୂଆଦିଲ୍ଲୀ: ଅପରାଧ ଜଗତର ବାଦଶାହ କୁହାଯାଉଥିବା ଲରେନ୍ସ ବିଷ୍ଣୋଇ ଏବେ ରାଜନୀତିରେ ପାଦ ଥାପିବ । ନିର୍ବାଚନ ଲଢିବ ଲରେନ୍ସ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ଏଥିପାଇଁ ଲରେନ୍ସ ବିଷ୍ଣୋଇକୁ ମହାରାଷ୍ଟ୍ରର ଏକ ଦଳ ପ୍ରସ୍ତାବ ଦେଇଛି । ଯଦି ଲରେନ୍ସ ଚାହିଁବ ତାହାଲେ ସେ ତାଙ୍କ ଦଳରେ ଯୋଗ…

ରୁଷ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ଵାଗତ

ନୂଆଦିଲ୍ଳୀ:  ରୁଷ୍‌ର କାଜାନରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୬ତମ ବ୍ରିକ୍ସ ସମ୍ମିଳନୀ‌ରେ ଯୋଗ‌ ଦେବା ଉଦ୍ଦେଶ୍ୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ…

ବ୍ରିଜ ଭୂଷଣଙ୍କୁ ହଟାଇବା ପାଇଁ ବବିତା ଫୋଗଟ କରିଥିଲେ ଷଡଯନ୍ତ୍ର: ସାକ୍ଷୀ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ ପୂର୍ବତନ କ୍ରୀଡାବିତ୍ ତଥା ଭାରତୀୟ ଜନତା ପାର୍ଟି ନେତା ବବିତା ଫୋଗଟଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର କୁସ୍ତି ଖେଳାଳିଙ୍କୁ ନେଇ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି…

ଗୋଳା ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ୧୦ ଗୁରୁତର

ନୂଆଦିଲ୍ଲୀ: ଅର୍ଡିନାନ୍ସ ଫ୍ୟାକ୍ଟ୍ରି ତଥା ଗୋଳା ବାରୁଦ ଫ୍ୟାକ୍ଟ୍ରିରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ଦୁଇ କର୍ମଚାରୀଙ୍କ ଜୀବନ। ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏହି ଦୁର୍ଘଟଣା। ଜବଲପୁରରେ ଥିବା ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଖାମରିଆର ଫିଲିଂ ସେକ୍ସନ-୬ରେ ଭୟଙ୍କର ବିସ୍ଫୋରଣ ହୋଇଛି।…

ମନ୍ତ୍ରୀଙ୍କ ଚେତାବନୀକୁ ବେଖାତିର, ପୁଣି ୩୦ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ଦେଶର ସମସ୍ତ ଏୟାରଲାଇନ୍ସକୁ କ୍ରମାଗତ ଭାବେ ବୋମାରେ ଉଡାଇଦେବାକୁ ଧମକ ମିଳିବାରେ ଲାଗିଛି। ସୋମବାର ରାତିରେ ୩୦ରୁ ଅଧିକ ବିମାନ କମ୍ପାନୀକୁ ବୋମା ଧମକ ମିଳିଛି। ଏଥିରେ ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ ରହିଛି। ଗତ ୮…

‘ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ଉଡେଇ ଦିଅ, ୧ କୋଟିରୁ ଅଧିକ ପୁରସ୍କାର ଦେବୁ’

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଲରେନ୍ସ ବିଷ୍ଣୋଇ ଗାଙ୍ଗର ପାଦ୍ରୁଭାବ । ପକେଟ ମାର୍, ଚୋରି ତସ୍କରିରୁ ନିଜର କଳାବଜାରୀ ଆରମ୍ଭ କରିଥିବା କରିଥିବା ଲରେନ୍ସ ଅଣ୍ଡର ଓ୍ବାର୍ଲ୍ଡର ଏକ ବଡ ନାମ ପାଟଲିଲାଣି । ବିଭିନ୍ନ ହାଇପ୍ରୋଫାଇଲ ମର୍ଡରରେ ନିଜକୁ ଖୁଲମ ଖୁଲା ଦାୟୀ କରୁଛି…

ମିଳିଲା ହିଜବୁଲ୍ଲା ବଙ୍କର; ରହିଛି ୫୦୦ ନିୟୁତ ଡ଼ଲାରରୁ ଅଧିକ ସୁନା ଓ ଟଙ୍କା

ନୂଆଦିଲ୍ଲୀ: ହିଜବୁଲ୍ଲା ବଙ୍କର ଠାବ। ହିଜବୁଲକୁ ନେଇ ଏକ ବଡ଼ ଖୁଲାସା କରିଛି ଇସ୍ରାଏଲ। ଇସ୍ରାଏଲ ସେନା (ଆଇଡ଼ିଏଫ)ର ମୁଖ୍ୟ ମୁଖପାତ୍ର ରିୟର ଏଡ଼ମିରଲ ଡ଼େନିୟଲ ହାଗରୀ ଦାବି କରିଛନ୍ତି ଯେ, ହିଜବୁଲ ମୁଖ୍ୟ ହସନ ନସରଲ୍ଲାହଙ୍କୁ ଯେଉଁ ବଙ୍କରରେ ହତ୍ୟା କରାଯାଇଥିଲା ସେଠାରେ ବହୁ ମୂଲ୍ୟବାନ ଜିନିଷ…