Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଇଭ ରିପୋର୍ଟିଂ ଛାଡି ପାଣିକୁ ଡେଇଁଲେ, ବଞ୍ଚାଇଲେ ମହିଳାଙ୍କ ଜୀବନ

ଆଟଲାଣ୍ଟା: ଫକ୍ସ ୱେର୍ଡ ପାଣିପାଗ ବିଜ୍ଞାନୀ ବବ ୱାନ ଡିଲେନ ଆଟଲାଣ୍ଟା ବନ୍ୟା ସ୍ଥିତିକୁ ନେଇ ଏକ ଲାଇଭ ରିପୋର୍ଟ ସମୟରେ ଘଟିଯାଇଛି ଏଭଳି ଘଟଣା। ହରିକେନ ଯୋଗୁଁ ସୃଷ୍ଟି ହୋଇଥିବା ପାଣିରେ ଜଣେ ମହିଳା କାର ମଧ୍ୟରେ ଫସି ରହିଥିବା ବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ଲାଇଭ ରିପୋର୍ଟିଂ…

କର୍ମଫଳ ଭୋଗୁଛି ପାକିସ୍ତାନ; ଜାତିସଂଘରେ ବର୍ଷିଲେ ଜୟଶଙ୍କର

ନୂଆଦିଲ୍ଲୀ: ଜାତିସଂଘରେ ଶେହବାଜ ସରିଫ ଭାରତ ବିରୁଦ୍ଧରେ ବିଷ ଉଗାରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନକୁ କଡା ନିନ୍ଦା କରିଛନ୍ତି। ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ଅନ୍ୟର ଜମି ଉପରେ ଅଧିକାର…

ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା; ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା। ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ବର୍ଷର ପୁଅ ସହିତ ଯାତ୍ରା କରୁଥିଲେ ଜଣେ ମହିଳା। ବିମାନ ପକ୍ଷରୁ ଦିଆଯାଇଥିବା ଓମଲେଟରେ ଅସରପା ମିଳିଥିବା ସେ ଅଭିଯୋଗ କରିଛନ୍ତି। ଯାତ୍ରୀ ସୁୟେଶା ସାଭନ୍ତ ଓମଲେଟରେ ଅସରପା ଥିବା…

ମନ୍ କି ବାତ: ଏଇ ପାର୍ବଣରେ ମେଡ ଇନ ଇଣ୍ଡିଆ ଜିନିଷ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୧୪ତମ ସଂସ୍କରଣରେ ଦେଶବସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଧାରାବାହିକର ୧୦ ବର୍ଷ ପୂରଣ ହେବା ନେଇ ଦେଶର ଜନସାଧାରଣ ତଥା ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ମୋଦୀ କହିଛନ୍ତି ଏହି ‘ମନ୍ କି ବାତ୍’ର…

ଥାନାକୁ ଆସିଲା କଲ୍… ‘ଏକୁଟିଆ ଝିଅ, ସାହାଯ୍ୟ ଦରକାର’, ତା ପରେ ପୋଲିସ୍ ପହଞ୍ଚି ଯାହା ଦେଖିଲା…..

ଆଗ୍ରା: ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବେ ମହିଳାଟି ଅସୁରକ୍ଷିତ ହୋଇଯାଇଛି, ସେନେଇ ବିଭିନ୍ନ ରାଜ୍ୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ହେଲପ୍ ଡେକ୍ସ ପ୍ରସ୍ତୁତ କରାଯାଇ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏଥିପାଇଁ ସ୍ବତନ୍ତ୍ର ଟିମ୍ ମଧ୍ୟ ମୁତୟନ କରାଯାଇଛି । ଯିଏବି ଏହି ନମ୍ବରରେ କଲ୍…

ମନ କି ବାତ୍‌: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ

ଭୁବନେଶ୍ଵର: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥ ତମ ମନ କି ବାତ୍‌ । ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।…

ବୈଜ୍ଞାନିକଙ୍କ ବଡ ଖୁଲାସା, ୨୦୦ ବର୍ଷରେ ଶେଷ ହୋଇଯିବ ଆଣ୍ଟାର୍କଟିକାର ଗ୍ଲେସିଅର

ନୂଆଦିଲ୍ଲୀ: ଏପରି କିଛି ଜିନିଷ ଅଛି ଯାହା ମଣିଷକୁ ସୂର୍ଯ୍ୟଙ୍କର ପ୍ରଖର ଉତ୍ତାପରୁ ରକ୍ଷା କରିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଆଣ୍ଟାର୍କଟିକାର ଗ୍ଲେସିଅର । ଏହା ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ନିକଟରେ ବୈଜ୍ଞାନିକଙ୍କ ଅଧ୍ୟୟନରେ ଏକ…

ହିଜବୁଲ୍ଲା ଘୋଷଣା କଲା ନୂଆ ମୁଖିଆ; ଜାଣନ୍ତୁ କିଏ ନେବ ନସରଲ୍ଲାହର ଜାଗା……

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାହ ନିପାତ ହେବା ପରେ ଏବେ ହିଜବୁଲ୍ଲାକୁ ଲାଗିଛି ଶକ୍ତ ଝଟକା । ତେବେ ଏହି ଘଟଣା ପରେ ପୁଣି ଇସ୍ରାଏଲକୁ କଡା ଜବାବ ଦେବା ପାଇଁ ଅଣ୍ଟା ଭିଡିଲାଣି  ହିଜବୁଲ୍ଲା । ଏହାରି ଭିତରେ ହିଜବୁଲ୍ଲା ତାର ନୂଆ ମୁଖିଆ…

ନେପାଳରେ ବନ୍ୟା ଓ ଭୂସ୍ଖଳନ: ୧୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଲଗାତାର ବର୍ଷାରେ ବେହାଲ ହୋଇପଡିଛି ନେପାଳ । ଗତ ୨୪ ଘଣ୍ଟାରେ ଦେଶର ଅନେକ ସ୍ଥାନରେ ଲଗାତାର ବର୍ଷା କାରଣରୁ ବନ୍ୟା ଏବଂ ଭୁସ୍ଖଳନ ପରିସ୍ଥିତି ଉପୁଜିଛି । ଫଳରେ ଧନଜୀବନ ବ୍ୟାପକ ରୁପରେ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୧୨ ଜଣଙ୍କର…

ସୁନୀତା ଓ୍ବିଲିୟମ୍ସ ରିଟର୍ଣ୍ଣସ: କାଉଣ୍ଟ ଡାଉନ ଆରମ୍ଭ

ନୂଆଦିଲ୍ଲୀ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇଂ ଷ୍ଟାରଲାଇନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଗତ ୬ ଜୁନ ୨୦୨୪ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ…