Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍: ଆଉ ମାତ୍ର ୬ ଦିନ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦେଶର ଯୁବକଙ୍କ ଭବିଷ୍ୟତରେ ଉନ୍ନତି ଆଣିବା ପାଇଁ ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ନାମକ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l ତେବେ ଇଣ୍ଟର୍ନସିପ୍ କରୁଥିବା ଯୁବକମାନେ ମାସକୁ ୫…

ସଲମାନ କୌଣସି ମୃଗ ଶିକାର କରିନାହାଁନ୍ତି କି ତାଙ୍କ ପାଖେ ବନ୍ଧୁକ ନାହିଁ: ସଲିମ ଖାନ

ମୁମ୍ବାଇ: ଏପଟେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ତଦନ୍ତ ଚାଲିଥିବା ବେଳେ ସେପଟେ ବଢ଼ିବାରେ ଲାଗିଛି ଅଭିନେତା ସଲମାନ ଖାନଙ୍କ ଉପରେ ବିପଦ l ସଲମାନ ଖାନଙ୍କୁ ବାରମ୍ବାର ଧମକ ମେସେଜ ଆସିବା ସହ ତାଙ୍କ ଉପରେ କଡା ନଜର ରଖିଛି ବିଷ୍ଣୋଇ ଗ୍ୟାଙ୍ଗ l ଯାହାକୁ ନେଇ ଅଭିନେତାଙ୍କ…

ନିବେଶକଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ, ଆଜି ମୁମ୍ବାଇରେ କରିବେ ରୋଡ ଶୋ

ନୂଆଦିଲ୍ଲୀ: ରାଜ୍ୟରେ ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ କିପରି ଅଧିକରୁ ଅଧିକ ଶିଳ୍ପ କାରଖାନା ଓଡିଶାରେ ସ୍ଥାପନ କରାଯିବ ଏନେଇ ନିବେଶକଙ୍କୁ ଆମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁମ୍ବାଇ ଗସ୍ତରେ ଯାଇଛନ୍ତି।…

ତାମିଲନାଡୁକୁ ଭାରତଠାରୁ ଅଲଗା କରିବାକୁ ଚେଷ୍ଟା କରାଯାଉଛି… ଏପରି କାହିଁକି କହିଲେ ରାଜ୍ୟପାଳ ?

ଚେନ୍ନାଇ: ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ଶୁକ୍ରବାର ରାଜ୍ୟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ତାମିଲନାଡୁକୁ ଭାରତଠାରୁ ଅଲଗା କରିବା ପାଇଁ ଉଦ୍ୟମ କରାଯାଉଛି ଏବଂ ଏଭଳି ଉଦ୍ୟମ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁ ହେଉଛି ଦେଶର ଏକମାତ୍ର ରାଜ୍ୟ…

ଭୟଙ୍କର ହେଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ୧୩ଟି ହଟ୍‌ସ୍ପଟ୍‌ ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ଦାପାବଳି ବେଳକୁ ଦିଲ୍ଲୀର ବାୟୁ ସ୍ଥିତି ଅଧିକ ଖରାପ ହେବ ବୋଲି ଆକଳ କରାଯାଉଛି। ଏବେଠାରୁ…

ବୋଲେରୋ ଧକ୍କାରେ ୬ ଶ୍ରଦ୍ଧାଳୁ ମୃତ

ପାଟଣା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୩ ମହିଳାଙ୍କ ସମେତ ୬ଜଣଙ୍କ ଜୀବନ । ବିହାର ବାଙ୍କା ଜିଲ୍ଲାରେ ବୋଲେରୋ ଧକ୍କାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ଦୁର୍ଗା ମନ୍ଦିରକୁ ପାଣି ନେଇ ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ…

ନାନ୍ଦେଡ଼ ଲୋକସଭା ଉପନିର୍ବାଚନ: ମୈଦାନକୁ ଓହ୍ଲାଇ ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନାନ୍ଦେଡ଼ ଲୋକସଭା ଆସନ ପାଇଁ ହେବ ଉପନିର୍ବାଚନ। ସରଗରମ ହୋଇଛି ରାଜନୈତିକ ପାଣିପାଗ । ଏହି ଅସନକୁ ହାଇପ୍ରୋଫାଇଲ କରିବାକୁ ଯୋଜନା କରୁଛି ବିଜେପି।  ସୂତ୍ର ଅନୁସାରେ ଏହି ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଅଶୋକ ଚୌହାନ ମୈଦାନକୁ ଓହ୍ଲାଇ ପାରନ୍ତି ।…

ଓଡ଼ିଶା ‘ପୂର୍ବୋଦୟ ବିକାଶ’ର କେନ୍ଦ୍ରବିନ୍ଦୁ ହେବ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆଜି ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇଛନ୍ତି । ବିଶିଷ୍ଟ ଶିଳ୍ପପତି ତଥା ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ ଓ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଭେଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ …

ଅଭିଶାପ ହେବ ସିନୱାର ମୃତ୍ୟୁ, ପଣବନ୍ଦୀଙ୍କୁ ଛାଡ଼ିବୁନି: ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ନିହତ ହୋଇଛି ହମାସ ଚିଫ୍ ୟାହୟା ସିନୱାର।  ନିହତ ହୋଇଥିବା କଥାକୁ ଶେଷରେ ସ୍ୱୀକାର କରିଛି ହମାସ ସଂଗଠନ। ହମାସ ପକ୍ଷରୁ ସିନୱାର ମୃତ୍ୟୁ ଖବରକୁ ନିଶ୍ଚିତ କରାଯାଇଛି। ହମାସ ଉପ ମୁଖ୍ୟ ଖଲିଲ ଅଲ ହାୟା ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ମଧ୍ୟ…

ଝାଡଖଣ୍ଡରେ ସିଟ ସେୟାରିଂ ଶେଷ କଲା ବିଜେପି

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ  ବିଜେପି ଶେଷ କରିଛି ସିଟି ସେୟାରିଂ। ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ଦଳ ସହ ମେଣ୍ଟ କରି ଝାଡଖଣ୍ଡରେ ନିର୍ବାଚନ ଲଢ଼ିବ ଦଳ। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ୧୩ଟି…