Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଧିକ ଶିଶୁ ଜନ୍ମ କର; ଜନତାଙ୍କୁ କାହିଁକି ଏଭଳି ଅପିଲ୍ କଲେ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଅଧିକ ଶିଶୁ ଜନ୍ମ କର। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକମାନେ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ଉଚିତ୍। ଏହି ଅଞ୍ଚଳରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା…

ବିଗିଡିବାରେ ଲାଗିଛି ଯମୁନା ଅବସ୍ଥା, କାହିଁକି ପ୍ରତିବର୍ଷ ଦେଖାଯାଏ ଏପରି ବିଷାକ୍ତ ଫେଣ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ଯମୁନା ନଦୀରେ ଧଳା ଚାଦର। ଖଣ୍ଡ ଖଣ୍ଡ ହୋଇ ଭାସୁଛି ବିଶାକ୍ତ ଫେଣ। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ…

ଆସୁଛି ନୂଆ ଫିଚର୍, ଏଣିକି ହ୍ବାଟ୍ସଆପ ମନେରଖିବ ଜରୁରୀ ତଥ୍ୟ

ନୂଆଦିଲ୍ଲୀ: ହ୍ବାଟ୍ସଆପ ଏହାର ଉପଭୋକ୍ତାମାନଙ୍କ ପାଇଁ ସମୟ ସମୟରେ ନୂତନ ଫିଚର୍ସ ଆଣିଥାଏ। ଏହି କ୍ରମରେ କମ୍ପାନୀ ଏଣିକି ମେଟା ଏଆଇ ପାଇଁ ଚାଟ୍ ମେମୋରୀ ଫିଚର ଆଣୁଛି। ହ୍ବାଟ୍ସଆପର ଏହି ନୂତନ ଫିଚର ସମ୍ପର୍କରେ WABetanfo ସୂଚନା ଦେଇଛି। WABetaInfo ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ…

ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟରେ ଚମକିଲେ ଓଡିଶାର ଆରାଧନା ଦାସ

ଦୁବାଇ: ଦୁବାଇରେ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲରେ ୨ୟ ରନର୍ ଅପ୍ ମୁକୁଟ ପିନ୍ଧିଛନ୍ତି ଓଡିଶାର ଆରାଧନା ଦାସ। ମିଡିଲ୍ ଇଷ୍ଟରେ ଭାରତୀୟ ବିବାହିତ ମହିଳାମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ବିୟୁଟି ପିଜାଣ୍ଟ ୨୦୨୩ ମସିହାରେ ଆରମ୍ଭ ହୋଇଥିଲା।…

ମହାରାଷ୍ଟ୍ର ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟରେ ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୯୯ ଜଣଙ୍କୁ ଦଳ ପକ୍ଷରୁ…

ବିମାନକୁ ବୋମା ଧମକ; କଡା ପଦକ୍ଷେପ ନେଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବିମାନଗୁଡି଼କୁ ବାରମ୍ବାର ମିଳୁଥିବା ବୋମା ଧମକକୁ ଗୁରୁତର ସହ ନେଇଛି ଗୃହ ମନ୍ତ୍ରାଳୟ । ଏହି ଘଟଣା ପରେ ଡ଼ିଜିସିଏ ମୁଖ୍ୟ ବିକ୍ରମ ଦେବଦତ୍ତଙ୍କୁ ବଦଳି କରାଯାଇଛି। ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି । ସୂଚନା ଅନୁସାରେ, ଶନିବାର ଦେଶରେ…

“ନୋ କ୍ଲିନ୍ ସେଭ୍, ନୋ ଲଭ୍” ନାରାରେ ରାସ୍ତାକୁ ଓହ୍ଲାଇଲେ ମହିଳା, ସମସ୍ତେ ତାଜୁବ୍…

ଭୋପାଳ: ବର୍ତ୍ତମାନ ଦୁନିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଛନ୍ତି । କିଏ ନ୍ୟାୟ ଦାବିରେ ତ ଆଉ କିଏ ସମାଜରେ କିଛି ଧାରାରେ ପରିବର୍ତ୍ତନ ଆଣିବାରେ । କିନ୍ତୁ ଏବେ ଏମିତି ଏକ ପ୍ରତିବାଦ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ତାଜୁବ୍ କରିଛି ।…

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ, ଅଳ୍ପକେ ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ । ଆଜି ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ କ୍ୟାମ୍ପସ ବାହାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ କିଛି ସମୟ ପାଇଁ ଧୂଆଁମୟ ହୋଇଯାଇଥିଲା ପରିବେଶ । ତେବେ ବିସ୍ଫୋରଣ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

ଜୟପୁର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ପିଟିଦେଲା ବସ୍‌ । ଚାଲିଗଲା ୧୨ ଜଣଙ୍କ ଜୀବନ । ରାଜସ୍ଥାନର ଧୌଲପୁରରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି…

ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲା ଇରାନ: ଇସ୍ରାଏଲ

ନୂଆଦିଲ୍ଲୀ: ଇରାନ୍‌, ହିଜବୁଲ୍ଲାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚତାବନୀ । ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ୍‌ ଆକ୍ରମଣ ପରେ ଏପରି ଚେତାବନୀ ଦେଇଛନ୍ତି ନେତାନ୍ୟାହୁ । ଇରାନ, ହେଜବୁଲ୍ଲା ବିରାଟ ବଡ଼ ଭୁଲ କରିଦେଲେ । ହତ୍ୟା ଷଡ଼ଯନ୍ତ୍ର…