Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନପିପିଏର ଅନୁମୋଦନ, ଗୁରୁତ୍ୱପୂର୍ଣ୍ଣ ଔଷଧ ମୂଲ୍ୟରେ ୫୦% ବୃଦ୍ଧି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଡ୍ରଗ୍ ମୂଲ୍ୟ ପ୍ରାଧିକରଣ ୮ଟି ଔଷଧର ୧୧ ଟି ଫର୍ମୁଲେଶନର ସର୍ବାଧିକ ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛି। ଏହି ଔଷଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଛି। ଯଦିଓ ଔଷଧ ଉତ୍ପାଦନକାରୀଙ୍କଠାରୁ ଏଥିରେ ସଂଶୋଧନ ପାଇଁ ଦାବି ଥିଲା,…

ଆଇସିଜିର ନୂତନ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ ଶିବମଣି

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ର 26ତମ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ ପରମେଶ ଶିବମଣି l 35 ବର୍ଷରୁ ଉର୍ଦ୍ଧ କ୍ୟାରିଅର୍ ଭିତରେ ସେ ଉପକୂଳ ଏବଂ ସାମୁଦ୍ରିକ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି l ମହାନିର୍ଦ୍ଦେଶକ ପରମେଶ ଶିବମଣି…

ଯାତ୍ରୀଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ନିୟମ, ଭାଇ ଡାକ ନାହିଁ… 

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ୬ଟି ନିୟମ ଇଣ୍ଟରନେଟରେ ଭାଇରାଲ ହେଉଛି। ତେବେ ଏହାର ଆବଶ୍ୟକତା କ’ଣ ବୋଲି ୟୁଜର୍ସ ତର୍କବିତର୍କରେ ଲାଗିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଏଭଳି ନିୟମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। କିନ୍ତୁ ଏହି କ୍ୟାବ ଡ୍ରାଇଭର ପ୍ରସ୍ତୁତ…

ବାବା ସିଦ୍ଦିକିଙ୍କ ପରେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଜଣେ ବଡ ହାସ୍ୟ ଅଭିନେତା

ମୁମ୍ବାଇ: ବାବା ସିଦ୍ଦିକିଙ୍କ ପରେ ଜଣେ ବଡ ହାସ୍ୟ ଅଭିନେତା ଏବେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଅଛନ୍ତି। ଏହି ହାସ୍ୟ ଅଭିନେତା ହିନ୍ଦୁ ଦେବାଦେବୀଙ୍କ ଉପରେ ଅନେକ ଥର ମନ୍ତବ୍ୟ ଦେଇ ସାରିଛନ୍ତି। ଏହି ହାସ୍ୟ ଅଭିନେତାଙ୍କ ବିଷୟରେ ମୁମ୍ବାଇ ପୋଲିସ ଗୁପ୍ତ ସୂଚନା ପାଇଛି। ଏନସିପି ଅଜିତ…

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆଜି ବାଜିବ ନିର୍ବାଚନ ବିଗୁଲ, ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: ଆଜି ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବିଗୁଲ । ନିର୍ବାଚନ ଆୟୋଗ ଆଜି ଅପରାହ୍ନ ୩.୩୦ରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ତାରିଖ ଘୋଷଣା କରିବେ। କମିଶନଙ୍କ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ସେ ଏକ ସାମ୍ବାଦିକ…

ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ୧୨ ଘଣ୍ଟିଆ ଡାକ୍ତର ଆନ୍ଦୋଳନ

କୋଲକାତା: କୋଲକାତା ଆରଜି କର ମେଡିକାଲ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ଆଜି ୧୨ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଡାକ୍ତର ସଂଘ ଆହ୍ଵାନ ଦେଇଛି। ଆଜି ଦେଶବ୍ୟାପୀ…

ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ, ୩ ବ୍ୟାଙ୍କ ସମେତ ଏକ କମ୍ପାନୀ ଉପରେ ଜରିମାନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ କାର୍ଯ୍ୟାନୁଷ୍ଠାନ । ୪ ବ୍ୟାଙ୍କ ସମେତ ଏସଜି ଫିନସର୍ଭ ଲିମିଟେଡ୍ ଉପରେ ଲଗାଇଲା ଲକ୍ଷାଧିକ ଟଙ୍କାର ଜରିମାନା । ପଞ୍ଜୀକରଣ ପ୍ରମାଣପତ୍ର ସହ ଜଡିତ କିଛି ସର୍ତ୍ତ ପାଳନ ନକରିବାରୁ କମ୍ପାନୀ ଉପରେ ଜରିମାନା ଲଗାଇଛି ଆରବିଆଇ । ଏସଜି ଫିନସର୍ଭ…

କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତକୁ ଧମକ ଦେଲେ ଟ୍ରୁଡୋ !

ନୂଆଦିଲ୍ଲୀ: ତୀବ୍ର ହେଉଛି ଭାରତ କାନାଡା କୂଟନୈତିକ ବିବାଦ । କାନାଡା ବିରୋଧରେ ଭାରତ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ପରେ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର…

ଅକ୍ଟୋବର ୧୫ରେ ଆଇଟିୟୁ ବିଶ୍ୱ ଦୂରସଂଚାର ମାନକୀକରଣ ସଭାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆନ୍ତର୍ଜାତିକ ଦୂରସଂଚାର ସଂଘ - ବିଶ୍ୱ ଦୂରସଂଚାର ମାନକ ସଭା (ଡବ୍ଲୁଟିଏସଏ) ୨୦୨୪ର  ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ…

ଘୋଷଣା ହେଲା ପଞ୍ଚମ ଜାତୀୟ ଜଳ ପୁରସ୍କାର :  ପ୍ରଥମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର)  ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା…