Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଥର ଦୀପାବଳୀରେ ଫୁଟିବନି ବାଣ, କଟକଣା ଜାରି କଲେ ସରକାର

ନୂଆଦିଲ୍ଲୀ: ଏଥର ବି ଦୀପାବଳୀରେ ଫୁଟିବନି ବାଣ । ପୁଣି ଥରେ ଦିଲ୍ଲୀରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବାକୁ ମନା କରିଛନ୍ତି । ତେବେ ଆଗାମୀ ୨୦୨୫ ଜାନୁଆରୀ ୧ ଯାଏଁ ଏହି କଟକଣା…

ଯଦି ଅନୁମତି ମିଳେ ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି: ପପୁ ଯାଦବ

ପାଟଣା: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାରି ଭିତରେ ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କ ବଡ଼ ବୟାନ ଆସିଛି। ସେ କହିଛନ୍ତି, 'ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ…

ଦୀପାବଳି ଉପହାର: କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି କମ୍ପାନୀ ଦେଲା ମର୍ସିଡିଜ୍

ଚେନ୍ନାଇ: କମ୍ପାନୀ ଏବଂ କର୍ମଚାରୀ ଗୋଟେ ଗାଡିର ଦୁଇ ଚକ ସଦୃଶ୍ୟ l ଯଦି ଏଥିମଧ୍ୟରୁ ଗୋଟିଏ ମଧ୍ୟ ସଠିକ୍ ଭାବରେ କାମ ନକରେ ତେବେ ବ୍ୟବସାୟର ଯାତ୍ରା ଏବଂ ସଫଳତା ବହୁତ କଷ୍ଟସାଧ୍ୟ ହୋଇଯାଏ l ଗତ କିଛି ଦିନ ଧରି ଆମେମାନେ ସାଧାରଣତଃ ଛଟେଇ, ଖର୍ଚ୍ଚ କାଟିବା, ଇନକ୍ରିମେଣ୍ଟ ଏବଂ ବୋନସ ଉପରେ…

ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗନ୍ତୁ ସଲମାନ:ବିଜେପି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ 3ଜଣଙ୍କୁ…

ଆଉ ରିସ୍କ୍ ନେବେନି ରାହୁଲ: ଏଥର ମହାରାଷ୍ଟ୍ର ପାଇଁ ମହାରଣନୀତି

ନୂଆଦିଲ୍ଲୀ: ହରିୟାଣା ହାରିବା ପରେ ଏବେ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି ରାହୁଲ । ଯେଉଁ ଭୁଲ୍ ପାଇଁ ହରିୟାଣା ହାତରୁ ଖସିଗଲା ତାହାର ଯେପରି ପୁନରାବୃତ୍ତି ମହାରାଷ୍ଟ୍ରରେ ନ ହେଉ ସେଥିପାଇଁ ଆଗୁଆ ଅଣ୍ଟା ଭିଡିଲେଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏଥିପାଇଁ ଆଜି କଂଗ୍ରେସ ସାଂସଦ…

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ୧୦ ରାଜ୍ୟକୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ବର୍ତ୍ତମାନ ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପୁଣି ଥରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୋମବାର ଏହି ନିମ୍ନ ଚାପ ଏକ ଘୂର୍ଣ୍ଣିବଳୟରେ ପରିଣତ ହେବା ନେଇ…

ହିଜବୁଲ୍ଲା ପ୍ରତିଶୋଧ: ଗଲା ୪ ଇସ୍ରାଏଲ ସେନାଙ୍କ ଜୀବନ, ୬୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଥମୁନି ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ସଂଘର୍ଷ। ଆକ୍ରମଣ ପ୍ରତିଆକ୍ରମଣ ରୂପ ଏବେ ଧିରେ ଧିରେ କରାଳ ହେବାକୁ ଲାଗିଲାଣି । ଇସ୍ରାଏଲ, ଲେବାନନ୍ ଓ ହିଜବୁଲ୍ଲା ସଂଗଠନର ମୁଣ୍ଡିଆଳଙ୍କ ମୁଣ୍ଡ ନେବା ପରେ ପାଲଟା ଆକ୍ରମଣ କରିଛି ହିଜବୁଲ୍ଲା। ଇସ୍ରାଏଲ୍ ର ବିଭିନ୍ନ ସେନା କ୍ୟାମ୍ପ…

ପୁଣି ବିମାନରେ ବୋମା ଧମକ, ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ଦିଲ୍ଲୀ ଡାଇଭର୍ଟ

ନୂଆଦିଲ୍ଲୀ: ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ସୋମବାର ସକାଳେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ…

ଚନ୍ଦ୍ରଯାନ-୩ର କିଛି ଐତିହାସିକ ମୁହୂର୍ତ୍ତ: ବର୍ଷକ ପରେ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଅଗଷ୍ଟ ୨୩, ୨୦୨୩ ଏକ ଐତିହାସିକ ଦିନ । ଦକ୍ଷିଣ ମେରୁରେ ପାଦ ଥୋଇ ଚନ୍ଦ୍ରକୁ ପଢିଥିଲା ଭାରତ । ସେ ସମୟର କିଛି ଭିଡିଓ ପୁଣି ସେ ମୁହୂର୍ତ୍ତକୁ ଜୀବନ୍ତ କରିଛି । ଚନ୍ଦ୍ରଯାନ-୩ ମିଶନର ବର୍ଷକ ପରେ ସାମ୍ନାକୁ ଆସିଛି ଏହାର ଆଉ କିଛି ନୂଆ ଭିଡିଓ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର…

ପୁଣି ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର, ଜଣେ ସନ୍ଦିଗ୍ଧକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ନିର୍ବାଚନ ରାଲି ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଷଡ଼ଯନ୍ତ୍ର । କାଲିଫର୍ଣ୍ଣିଆର କୋଚେଲ୍ଲାରେ ନିର୍ବାଚନୀ ରାଲି ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ନେଇ ସୂଚନା ମିଳିଛି । ଟ୍ରମ୍ପଙ୍କ ରାଲି ବେଳେ ଜଣେ ବନ୍ଧୁକଧାରୀଙ୍କୁ ଗିରଫ କରିଛି…