Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। କେରଳର ମାଲାପୁରାମରେ ଚିକିତ୍ସିତ ହେଉଥିବା ଜଣେ ୩୮ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ରୋଗର ଲକ୍ଷଣ ଦେଖାଯିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ଟେଷ୍ଟ…

ଖାଦ୍ୟ ସଙ୍କଟରେ ଜିମ୍ବାୱେ; ୨୦୦ ହାତୀଙ୍କ ମାଂସ ଜନତାଙ୍କୁ ଦିଆଯିବ

ଜିମ୍ବାୱେ: ଜିମ୍ବାୱେରେ ସବୁଠାରୁ ଭୟଙ୍କର ମରୁଡ଼ି ଦେଖାଦେଇଛି। ସ୍ଥିତି ଏଭଳି ଯେ ଲୋକଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ। ଫଳରେ ୨୦୦ ହାତୀକୁ ହତ୍ୟା କରାଯିବ ଏବଂ ସେମାନଙ୍କର ମାଂସ ମଣିଷମାନଙ୍କୁ ଖାଇବାକୁ ଦିଆଯିବ ବୋଲି ବନ୍ୟଜନ୍ତୁ ଅଧିକାରୀ ପ୍ରକାଶ କରିଛନ୍ତି। ଏଲ ନିନୋ କାରଣରୁ…

ଏକ ଦେଶ ଏକ ନିର୍ବାଚନକୁ କ୍ୟାବିନେଟ ମଞ୍ଜୁରୀ, ଜାଣନ୍ତୁ ଏବେ କଣ ହେବ… 

ନୂଆଦିଲ୍ଲୀ: ଦେଶରେ ୱାନ ନେସନ ୱାନ ନିର୍ବାଚନକୁ ଆଜି କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ୱାନ ନେସନ ୱାନ ନିର୍ବାଚନ ପାଇଁ ଏକ କମିଟି ଗଠନ କରାଯାଇଥିଲା, ଯାହାର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମ ମନାଥ କୋବିନ୍ଦ ଥିଲେ। ତେବେ ଏହା ଲାଗୁ ହେବା ପାଇଁ ସମ୍ବିଧାନ ସଂଶୋଧନ ଏବଂ ରାଜ୍ୟ ଗୁଡିକର…

ପେଜର ବମ୍ : ମୋସାଦର ନୂଆ କୌଶଳ ?

ନୂଆଦିଲ୍ଲୀ: ଲେବାନନ ଓ ସିରିଆରେ ସିରିଆଲ୍ ପେଜର ବ୍ଲାଷ୍ଟ। ପ୍ରାୟ ଘଂଟାଏ ଧରି ହୋଇଥିଲା ପେଜର ବିସ୍ଫୋରଣ। ଏଥିରେ ଅନେକ ହୋଇଛନ୍ତି ମୃତାହତ । ସାଧାରଣ ନାଗରିକଙ୍କ ସମେତ ଇରାନ୍ ସମର୍ଥିତ ଇସ୍ରାଏଲ ବିରୋଧୀ ମିଲିସିଆ ହିଜବୋଲ୍ଲା କିଛି ସଦସ୍ୟ ନିହତ ହୋଇଥିବା ବେଳେ ଲେବାନନରେ ଇରାନ ରାଷ୍ଟ୍ରଦୂତ…

ଗଣତନ୍ତ୍ରର ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଛି ଗଣତନ୍ତ୍ରର ନୂଆ ଅଧ୍ୟାୟ । ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି । ଧାରା ୩୭୦ ହଟିବା ପରେ ବର୍ତ୍ତମାନ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ପାଇଥିବା ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେଉଛି । ୯୦ ଆସନ…

ଚନ୍ଦ୍ରାୟନ ୪ ମିଶନକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଚନ୍ଦ୍ରାୟନ-୪ ମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ l ଚନ୍ଦ୍ରାୟନ-୪ ମିଶନ ପାଇଁ ୨୧୦୪ କୋଟି ଟଙ୍କା ମଞ୍ଜୁର ହୋଇଛି l ଏଥିସହ ଭେନସ୍‌-ଭେନସ୍‌ ଅର୍ବିଟ୍‌ ମିଶନକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି l ସେହିପରି ପିଏମ୍‌ ଆଶା ଯୋଜନା ପାଇଁ ୩୫,୦୦୦ କୋଟି, ଏନପିକେ…

କାମ ଚାପରୁ ମୃତ୍ୟୁ ? ମାଆ ମାଗୁଛି ନ୍ୟାୟ

ପୁନେ: ଆଜିର ସମୟରେ ଯୁବପିଢି ଘରୋଇ କମ୍ପାନୀ ଆଡକୁ ଅଧିକ ଆକୃଷ୍ଟ ହେଉଛନ୍ତି। ତାହା ଆଇଟି ଶିଳ୍ପ ହେଉ କିମ୍ବା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ। ୱାର୍କ ଫ୍ରମ ହୋମ କନସେପ୍ଟ ସାଙ୍ଗକୁ ପ୍ରଦୂଷଣ ମୁକ୍ତ କାର୍ଯ୍ୟକ୍ଷେତ୍ର ଯୁବପିଢିଙ୍କୁ ଏହି ସେକ୍ଟର ପ୍ରତି ଆକୃଷ୍ଟ କରୁଛି। କିନ୍ତୁ କମ୍ପାନୀରେ…

୯ ବର୍ଷ ତଳର ‘ୟୁ ଟର୍ଣ୍ଣ’ ପାଇଁ ପୁରସ୍କାର: ଆତିଶୀଙ୍କୁ ସିଏମ୍ ଗାଦି ଦେଲେ କେଜରୀୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ନେତା ନିର୍ବାଚିତ କରାଯାଇଛି । ଖୋଦ୍ କେଜରୀୱାଲ ଆତିଶୀଙ୍କ ନାଁର ପ୍ରସ୍ତାବ ରଖିଥିଲେ । ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଆତିଶୀ । ସୁଷମା…

ସିବିଆଇ ଷ୍ଟାଟସ ରିପୋର୍ଟ: କାହିଁକି ଏମିତି କହିଲେ ଟପ୍ କୋର୍ଟ?

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ପୁଣି କୋଲକାତା ଆରଜି କର ହସ୍ପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ହୋଇଛି । ଏହି ମାମଲାରେ ମଙ୍ଗଳବାର ଚତୁର୍ଥ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଘଟଣାର ତଦନ୍ତ କରୁଥିବା ସିବିଆଇ ଦାଖଲ କରିଛି ନୂଆ ଷ୍ଟାଟସ ରିପୋର୍ଟ ।  ସିବିଆଇ ଷ୍ଟାଟସ…

ଜମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୨୪ଟି ଆସନରେ ମତଦାନ ଜାରି

ଶ୍ରୀନଗର: ଆଜି ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଅଧୀନରେ ପ୍ରଥମ ପର୍ଯ୍ୟାୟ ଭୋଟ୍। ପ୍ରଥମ ପର୍ଯ୍ୟାୟରେ ମୋଟ ୯୦ଟି ଆସନ ମଧ୍ୟରୁ ୭ ଜିଲ୍ଲାର ୨୪ଟି ଆସନରେ ହେବ ଭୋଟ ଗ୍ରହଣ। କାଶ୍ମୀର ଅଞ୍ଚଳର ୧୬ ଆସନ ଓ ଜାମ୍ମୁ ଅଞ୍ଚଳର ୮ ଆସନରେ ଭୋଟ। ସକାଳ ୭ ଟାରୁ ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ।…