Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହରିୟାଣା ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର !

ନୂଆଦିଲ୍ଲୀ: ନା ଏକଜିଟ୍ ପୋଲ ସର୍ଭେ ସତ ହେଲା ନା ଠିକ୍ ହେଲା ନିର୍ବାଚନ ବିଶେଷଜ୍ଞଙ୍କ ଆକଳନ । କୁହାଯାଉଛି, ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ଆଣ୍ଠେଇଲା କଂଗ୍ରେସର ସବୁ ପ୍ଲାନ୍ । ହରିୟାଣାରେ ବିଜେପି ମାରିଛି ବିଜୟର ହ୍ୟାଟ୍ରିକ୍ । ଏକଜିଟ୍ ପୋଲର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର…

ପଦାର୍ଥ ବିଜ୍ଞାନରେ ଦୁଇଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। କୃତ୍ରିମ ସ୍ନାୟୁ ନେଟୱାର୍କ ସହିତ ମେସିନ୍…

ନବରାତ୍ରୀରେ ଯାଆନ୍ତୁ ଏହି ୩ ହଜାର ବର୍ଷ ପୁରୁଣା ମନ୍ଦିର, ଯେଉଁଠି ରହିଛି ଅନେକ ଚମତ୍କାରୀତା

କନ୍ୟାକୁମାରୀ: ଆମ ଦେଶରେ ୫୧ଟି ଶକ୍ତି ପୀଠ ରହିଛି । ଯେଉଁ ସ୍ଥାନଗୁଡ଼ିକରେ ମାତା ସତୀଙ୍କ ଶରୀରର ଅଙ୍ଗଗୁଡ଼ିକ ପଡିଥିଲା, ସେହି ସ୍ଥାନ ମାନଙ୍କୁ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ । ତେବେ ତାମିଲନାଡୁର କନ୍ୟାକୁମାରୀ କେପ୍ ଠାରେ ଅବସ୍ଥିତ କନ୍ୟାକୁମାରୀ ଶକ୍ତିପୀଠ, ଦେବୀ…

ଆରଜି କର ମେଡିକାଲ୍ ବିବାଦ; ଆନ୍ଦୋଳନ ମଧ୍ୟରେ ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରାୟ ୫୦ ଡାକ୍ତର ଇସ୍ତଫା ଦେଇଛନ୍ତି। ଦୁଷ୍କର୍ମ ପୀଡିତାଙ୍କ ନ୍ୟାୟ ଦାବି କରି ଆମରଣ ଅନଶନରେ ବସିଥିବା ଡାକ୍ତରଙ୍କୁ ସମର୍ଥନ ଦେବାକୁ ଯାଇ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି। ଏହି ବରିଷ୍ଠ ଡାକ୍ତରମାନେ ଡାକ୍ତରଖାନାର ବିଭିନ୍ନ ବିଭାଗର…

ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କଂଗ୍ରେସ ଏବଂ ନ୍ୟାସନାଲ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ନ୍ୟାସନାଲ କନଫରେନ୍ସ ର ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଜନସାଧାରଣ ଧାରା ୩୭୦…

‘ଅତ୍ୟଧିକ ଆତ୍ମବିଶ୍ବାସ ଠିକ୍ ନୁହଁ; ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ କହିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏବେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପୂରା ସ୍ପଷ୍ଟ । ପୁଣି ତୃତୀୟ ଥର ପାଇଁ ଗାଦି ବଜାୟ ରଖିବାକୁ ଯାଉଛି ବିଜେପି । ଏଥିର ହରିୟାଣାରେ କଂଗ୍ରେସ ବିଜୟର ଆଶା ରଖିଥିବା ବେଳେ ତାର ସ୍ବପ୍ନକୁ ପାଣି ଫୋଟକା ଭଳି ମିଲାଇ ଦେଇଛି ବିଜେପି । ୩୫ ଆସନ ସହ ବହୁ ପଛରେ ପଡିଛି…

ପୃଥିବୀ ଠାରୁ ୭୦୦ କିଲୋମିଟର ତଳେ ରହିଛି ​ସବୁଠୁ ବଡ ସମୁଦ୍ର: ରିପୋର୍ଟ

ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣିଛେ ପୃଥିବୀରେ ମୋଟ ୫ ଟି ମହାସାଗର ଅଛି । ଯେପରିକି ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ଆର୍କଟିକ୍ ଏବଂ ଆଣ୍ଟାର୍କଟିକା । ହେଲେ ବୈଜ୍ଞାନିକମାନେ ଅନ୍ୟ ଏକ ସମୁଦ୍ର ଆବିଷ୍କାର କରିଛନ୍ତି । ଆଶ୍ଚର୍ଯ୍ୟର କଥା, ଏହି ମହାସାଗର ଏକାଠି…

ହରିୟାଣାରେ ଖାତା ଖୋଲିନି ଆପ୍ ; କାମ କଲାନି ଝାଡୁ ମ୍ୟାଜିକ

ଚଣ୍ଡିଗଡ: ହରିୟାଣା ରାଜନୀତିରେ ପଛରେ ପଡିଛି ଆମ ଆଦମୀ ପାର୍ଟି। କାମ କଲାନି  କେଜ୍ରିୱାଲଙ୍କ ଝାଡୁର ମ୍ୟାଜିକ। କଂଗ୍ରେସ ସହିତ ମେଣ୍ଟ ନହେବା  ପରେ ଆପ୍ ହରିୟାଣାର ମୋଟ ୯୦ ସିଟରୁ ୮୯ ସିଟରେ ଲଢିଥିଲା ନିର୍ବାଚନ।  ହେଲେ ଆପକୁ ମାତ୍ର ୧.୬୫ ପ୍ରତିଶତ ଭୋଟ ମିଳିଥିବା କହିଛି ନିର୍ବାଚନ ଆୟୋଗ।…

ଦେଶର ସବୁଠାରୁ ଧନୀ ମହିଳା, ରାଜନୀତିରେ ମଧ୍ୟ ସବୁଠୁ ଆଗରେ

ନୂଆଦିଲ୍ଲୀ: ଚାଲିଛି ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି l ପ୍ରାରମ୍ଭିକ ପର୍ଯ୍ୟାୟରେ ହରିୟାଣାରେ ବିଜେପି ଆଗରେ ଥିବା ବେଳେ ଜମ୍ମୁକାଶ୍ମୀରରେ କଂଗ୍ରେସ ଆଗରେ ରହିଛି l ତେବେ ଆମେ ଆପଣଙ୍କୁ ଜଣେ ଏପରି ମହିଳାଙ୍କ ବିଷୟରେ ଜଣେଇବୁ ଯେ କି କେବଳ ରାଜନୀତିରେ ନୁହେଁ…

ହରିୟାଣାରେ ଆଗରେ ରହିଛି ବିଜେପି: କାମ କଲା କି ଏହି ୩ଟି ଫ୍ୟାକ୍ଟ

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନର ଚାଲିଛି ଭୋଟ ଗଣନା । ଏକଜିଟ ପୋଲ ବିପକ୍ଷରେ ବା କଂଗ୍ରେସଠୁ ଆଗୁଆ ଅଛି ବିଜେପି। ବିଜେପି ୪୮ ଆସନରେ ଆଗୁଆ ଥିବାବେଳେ ୩୬ ଆସନରେ ଆଗୁଆ ରହିଛି କଂଗ୍ରେସ। ବିଜେପିକୁ ରାଜ୍ୟରେ ୩ ଟି ଫ୍ୟାକ୍ଟ ଆଗୁଆ କରିବା ସହ ସରକାର ଗଢିବାରେ ସାହାଯ୍ୟ କରିବା ବୋଲି…