Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଲକାତା ଲଜ୍ଜା: ଆଜିଠୁ ରାସ୍ତାରେ ଡାକ୍ତରଙ୍କ ଓପିଡି ସେବା

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶ ଏବେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ଘଟଣାକୁ ବିରୋଧ କରି ଆଜି ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍‌ ଜି କର ମେଡିକାଲରେ ଜଣେ…

ନ୍ୟୁୟର୍କରେ ଭାରତୀୟ କଳା ସଂସ୍କୃତିର ଝଲକ, ୪୨ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ସୋନାକ୍ଷୀ ଓ ପଙ୍କଜ ତ୍ରିପାଠୀ ସାମିଲ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଭାରତୀୟ କଳା ସଂସ୍କୃତିର ଝଲକ। ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସହ ପାରମ୍ପରିକ ବାଦ୍ୟ ଗୀତରେ କମ୍ପିଲା ନ୍ୟୁୟର୍କ ସହର। ୪୨ ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପରେଡରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା,…

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ଜେଏମଏମ୍ ଛାଡ଼ି ବିଜେପିରେ ଯୋଗ ଦେବେ କି ଚମ୍ପାଇ ସୋରେନ୍ ?

ଝାଡଖଣ୍ଡ: ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା। ଝାଡଖଣ୍ଡ (ମୁକ୍ତିମୋର୍ଚ୍ଚା )ଜେଏମଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ବିଜେପିରେ ମିଶିପାରନ୍ତି ବୋଲି କୁହାଯାଉଛି। ବିଦ୍ରୋହ ମୁଡରେ ଥିବା ଚମ୍ପାଇ…

ବିରୋଧୀଙ୍କ ଟାର୍ଗେଟରେ ‘ପଛ ଦୁଆର’ ନିଯୁକ୍ତି

ନୂଆଦିଲ୍ଲୀ: ଲେଟରଲ୍ ଏଂଟ୍ରି ଜରିଆରେ ୪୫ଟି ସରକାରୀ ପଦବୀ ପୂରଣ ପାଇଁ ୟୁପିଏସସିର ବିଜ୍ଞାପନ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲେଟେରଲ ପ୍ରସଙ୍ଗରେ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ୪୫ଟି ବିଶେଷଜ୍ଞ ପଦବୀ…

ତଟରକ୍ଷୀ ବାହିନୀର ଡାଇରେକ୍ଟର ଅଫ ଜେନେରାଲ ରାକେଶ ପାଲଙ୍କ ହୃଦଘାତରେ ପରଲୋକ

ଚେନ୍ନାଇ: ଭାରତୀୟ ତଟରକ୍ଷୀ ବାହିନୀର ଡାଇରେକ୍ଟର ଅଫ ଜେନେରାଲ ରାକେଶ ପାଲଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ଏବଂ ଦେହ ଅସୁସ୍ଥ ହେବାରୁ ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା…

ସ୍ପଷ୍ଟ କହିବାରୁ ପୋଲିସ ନୋଟିସ୍?

ନୂଆଦିଲ୍ଲୀ: ପୋଲିସ ଯାଂଚ ନେଇ ପ୍ରଶ୍ନ ଉଠାଇବାରୁ ଫସିଲେ ହସପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଯାଂଚ ଉପରେ ପ୍ରଶ୍ନ ଉଠାଇଥିବାରୁ ଅଡୁଆରେ ପଡିଛନ୍ତି ମମତାଙ୍କ ତୃଣମୂଳ କଂଗ୍ରେସର ନେତା । ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କୁ ସମନ କରିଛି କୋଲକାତା ପୋଲିସ ।…

ଅଧାରେ ରହିଗଲା ରକ୍ଷାବନ୍ଧନ ପର୍ବ; ସଡକ ଦୁର୍ଘଟଣାରେ ଗଲା ୧୦ ଜୀବନ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ୍ ଓ ପିକ୍ଅପ୍ ଭ୍ୟାନ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗାଜିଆବାଦର ଏକ କମ୍ପାନିରୁ ମ୍ୟାକ୍ସ ଗାଡିରେ ସମସ୍ତ ଲୋକ…

କୋଲକାତା ଲଜ୍ଜା: ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରିବେ।…

ଜୟପୁରର ବିଭିନ୍ନ ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ

ଜୟପୁର: ରାଜସ୍ଥାନ ଜୟପୁରର ଅନେକ ଡାକ୍ତରଖାନାକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଇମେଲ୍ ଯୋଗେ ଏହି ଧମକ ମିଳିଥିବା ନେଇ ପୋଲିସ କହିଛି। ବମ୍ ନିଷ୍କ୍ରିୟକାରୀ ସ୍କ୍ବାଡ ଟିମ୍ ଡାକ୍ତରଖାନାକୁ ପଠାଯାଇଛି। ମୋନିଲେକ୍ ହସ୍ପିଟାଲ୍ ଏବଂ…

ଋଷରେ ୭.୦ ତୀବ୍ରତାର ଭୂକମ୍ପ ପରେ ଫାଟିଲା ଆଗ୍ନେୟଗିରି

ମସ୍କୋ: ଋଷର ପୂର୍ବ ଉପକୂଳରେ ୭.୨ ତୀବ୍ରତାର ଏକ ଭୂକମ୍ପ ପରେ  ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ ହୋଇଛି। ଆଗ୍ନେୟଗିରିର ଉଦଗୀରଣ ଯୋଗୁ ୮ କିଲୋମିଟର ଉଚ୍ଚରେ ପାଉଁଶ ଉପରକୁ ଉଠିଥିବା ଜଣାପଡିଛି। ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି…