Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bihar Election: ନିର୍ବାଚନ ପୂର୍ବରୁ NDA ରଣନୀତିକୁ ବଡ ଝଟକା, ଅଧରାତିରେ ପ୍ରାର୍ଥୀଙ୍କୁ ଉଠାଇ ନେଲା ପୋଲିସ୍  

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୋକାମା ନିର୍ବାଚନମଣ୍ଡଳୀରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିବାଦୀୟ ଶକ୍ତିଶାଳୀ ବ୍ୟକ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ, ଜେଡିୟୁ (ଜେଡି(ୟୁ)ର ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଜନ ସୂରଜ ପାର୍ଟି ସମର୍ଥକ ଦୁଲାରଚାନ୍ଦ…

ଭାରତ ନେପାଳ ନୁହଁ…ଅମିତ ଶାହ କହିଲେ ଏଠାରେ କାହିଁକି ହୋଇପାରିବନି ଜେନ୍-ଜି ପ୍ରତିବାଦ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନୀ ପରିବେଶ ମଧ୍ୟରେ, ଜେନ-ଜୀ ପ୍ରତିବାଦ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି । ଏକ ସାକ୍ଷାତକାର ସମୟରେ ନେପାଳରେ ଜେନ-ଜୀ ପ୍ରତିବାଦ ଉପରେ ନିଜର ମତ ପ୍ରକାଶ କରି ଅମିତ ଶାହ କହିଥିଲେ ଯେ, ନେପାଳରେ ଯେଉଁ ପ୍ରକାରର…

ତୃତୀୟ ଥର ପାଇଁ Women’s World Cup ଆଶାରେ ଭାରତୀୟ ଦଳ…ପୂର୍ବରୁ ଫାଇନାଲରୁ ଫେରିଛନ୍ତି ଦୁଇ ଦଳ…

ନୂଆଦିଲ୍ଲୀ: ୨୦୨୫ ମହିଳା ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୨ ରେ ନଭି ମୁମ୍ବାଇର DY ପାଟିଲ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବ, ଯେତେବେଳେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ଫାଇନାଲ୍ ରେ…

Lvm3 Rocket: ସମୁଦ୍ର ଭିତରେ ମଧ୍ୟ ଲୁଚି ପାରିବନି ଶତ୍ରୁ, ଭାରତର ଏହି ସାଟେଲାଇଟ ମହାକାଶରୁ ରଖିବ ନଜର…

ନୂଆଦିଲ୍ଲୀ: ଭାରତ ତାର ସୀମାକୁ ସୁରକ୍ଷା ଦେବା ଏବଂ ଶତ୍ରୁମାନଙ୍କ ଉପରେ ନଜର ରଖିବା ପାଇଁ ତାର ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ରକୁ ନିରନ୍ତର ଅପଗ୍ରେଡ୍ କରୁଛି । ଏହି ପରିପ୍ରେକ୍ଷୀରେ, ଭାରତର ଫେମସ ଲଞ୍ଚ ହ୍ବିକିଲ LVM3 (ଲଞ୍ଚ ଯାନ ମାର୍କ-3), ରବିବାର ତାର ପଞ୍ଚମ ଉଡ଼ାଣ, LVM3-M5…

Bihar Election: ବିହାରରେ କାଣ୍ଟେ କା ଟକ୍କର, ଟିକେ ଭୁଲ ହେଲେ ବିଗିଡ଼ିଯିବ ଗଣିତ

ପାଟନା: ଆଉ ମାତ୍ର କିଛି ଦିନ ପରେ ବିହାର ନିର୍ବାଚନ । ଏ ନିର୍ବାଚନ ଦେଶ ପାଇଁ ସ୍ୱତନ୍ତ୍ର । ଏଠାରେ ପ୍ରଥମ ଥର ପାଇଁ ଏସଆଇଆର୍ ହୋଇଛି । ଆଉ ଏହା ପରେ ବିହାରରେ ପ୍ରଥମ ଥର ପାଇଁ ମତଦାନ ହେଉଛି । ଅନେକ ବାଦ ବିବାଦ ପରେ ଦୁଇଟି ବଡ଼ ମେଣ୍ଟ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ଅନେକ…

IAF exercise: ବାଂଲାଦେଶ ଏବଂ ଚୀନ ସୀମାରେ ଭାରତୀୟ ବାୟୁସେନା କରିବ ଯୁଦ୍ଧାଭ୍ୟାସ; ୬ ଦିନ ପାଇଁ NOTAM ଜାରି

ନୂଆଦିଲ୍ଲୀ:ଭାରତ ନିଜର ଉତ୍ତର-ପୂର୍ବ ଅଞ୍ଚଳରେ ଏକ ବଡ଼ ଧରଣର ଭାରତୀୟ ବାୟୁସେନା ଅଭ୍ୟାସ ପାଇଁ ଏୟାରମ୍ୟାନଙ୍କୁ ଏକ ନୋଟିସ (NOTAM) ଜାରି କରିଛି। ଏହି ସମୟରେ ଭାରତୀୟ ସେନା ଚୀନ୍, ଭୁଟାନ, ମିଆଁମାର ଏବଂ ବାଂଲାଦେଶ ସୀମା ନିକଟରେ ଅଭ୍ୟାସ କରିବ। ସେନା ପକ୍ଷରୁ ଛଅ ଦିନ ପାଇଁ NOTAM ଜାରି…

Kirk Wife On Vance: ଚାର୍ଲି କିର୍କଙ୍କ ପତ୍ନୀ ଏରିକାଙ୍କ ଆଶ୍ଚର୍ଯ୍ୟଜନକ ବୟାନ…କହିଲେ, “ଆମେରିକାର…

ନୂଆଦିଲ୍ଲୀ: ପୂର୍ବତନ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କ ହତ୍ୟାର ପ୍ରାୟ ଦୁଇ ମାସ ପରେ, ତାଙ୍କ ପତ୍ନୀ ଏରିକା କିର୍କ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଜାରି କରିଛନ୍ତି। କିର୍କଙ୍କ ବିଧବା ସ୍ତ୍ରୀ ଏରିକା କିର୍କ, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ତାଙ୍କ ସ୍ୱାମୀଙ୍କ ପରି ବର୍ଣ୍ଣନା…

China Gives Iran Missile Boost: ଗର୍ଜୁଛନ୍ତି ଟ୍ରମ୍ପ, ନାକ ତଳେ ଚାଲିଛି ଚୀନ-ଇରାନ ଦୋସ୍ତି

ନୂଆଦିଲ୍ଲୀ: ଏପଟେ ଗର୍ଜୁଛନ୍ତି ଟ୍ରମ୍ପ...ପରମାଣୁ ରାଷ୍ଟ୍ର ହୋଇପାରିବନି ଇରାନ...ସେପଟେ ନାକ ତଳେ ବନ୍ଧୁତା ନିଭାଉଛି ଚୀନ...ଏପଟେ ଟ୍ରମ୍ପଙ୍କ ହାତରେ ହାତ ମିଳେଇ...ଅନ୍ୟ ହାତରେ ଇରାନକୁ ଯୋଗାଉଛି ଯୁଦ୍ଧାସ୍ତ୍ର... ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି…

Eradicate extreme poverty: ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହେଲା ଭାରତର ଏହି ରାଜ୍ୟ…ଜାଣନ୍ତୁ କେଉଁ ଯୋଜନା ଏହା…

ଥିରୁଅନନ୍ତପୁରମ୍: ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ସବୁଜିମା ରାଜ୍ୟ କେରଳ । ଅତ୍ୟନ୍ତ ଦାରିଦ୍ର୍ୟ ଦୂରୀକରଣ କରିବାରେ ଭାରତର ପ୍ରଥମ ରାଜ୍ୟ ହୋଇଛି । ରାଜ୍ୟର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର ରାଜ୍ୟ ବିଧାନସଭାରେ ଏହା ଘୋଷଣା କରିଛନ୍ତି। କେରଳ 'ପିରାଭି' ବା…

ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା; ୧୦ ଭକ୍ତ ମୃତ, ବହୁ ଆହତ

ହାଇଦ୍ରାବାଦ: ଏକାଦଶୀ ଅବସରରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଥିବା କାଶିବୁଗାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। କିନ୍ତୁ ଏହି ସମୟରେ ଦଳାଚକଟା ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣାକୁ ନେଇ…