Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Heavy Rainfall: ତାତିରୁ ମିଳିଲା ଆଶ୍ବସ୍ତି, ରାଜଧାନୀରେ ଗାଜିଲା ବର୍ଷା, ଆହୁରି ୫ ଦିନ ବର୍ଷିବ…

ନୂଆଦିଲ୍ଲୀ: କିଛି ଦିନ ହେବ ଦେଶ ସାରା ନିଆଁ ବର୍ଷା ହେଉଥିବା ବେଳେ ଏଥିରେ କିଛି କିଛି ସ୍ଥାନରେ ଆଶ୍ବସ୍ତି ଦେଇଛି ବର୍ଷା । ଜାତୀୟ ରାଜଧାନୀ ତତଲା କଡେଇରେ ଭାଜି ହେଉଥିବା ବେଳେ ଆଜି ଘୋଡେଇ ପକାଇଛି କଳା ବାଦଲ । ଦିଲ୍ଲୀ-ଏନସିଆରରେ ଲୋକମାନେ ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ…

Petrol, diesel prices:ମେ ମାସରେ ୩ୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି;ପେଟ୍ରୋଲ ୮୭ ପଇସା ଏବଂ ଡିଜେଲ ୯୧…

ନୂଆଦିଲ୍ଲୀ:ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣିଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ସୂଚନାଥାଉକି, ମେ ମାସରେ ତୃତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି। ଏହି ସପ୍ତାହର ଆରମ୍ଭରେ ପ୍ରତି ଲିଟରରେ ୯୦ ପଇସା…

Agni-1 ballistic missile from Odisha:ଚାନ୍ଦିପୁରରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ସଫଳ…

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଶୁକ୍ରବାର ଦିନ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି-୧'ର ସଫଳ ପରୀକ୍ଷଣ ହୋଇଛି । ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ…

ଭାଷଣ ଦେଲା ବେଳେ କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଉପରେ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ!

ଗୟା: ବିହାରର ଗୟା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ଏକ ସ୍କୁଲ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଂଝୀଙ୍କ ଉପରେ ଖୋଲାଖୋଲି ପଥର ମାଡ଼ କରାଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଆକ୍ରମଣରୁ…

୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିପାରେ SBI

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ State Bank of India ର ଗ୍ରାହକମାନଙ୍କ ପାଇଁ ବଡ଼ ସୂଚନା ଆସିଛି। ମେ ୨୩ରୁ ୨୮ ତାରିଖ ମଧ୍ୟରେ ଲଗାତାର ଛଅ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଶାଖା ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସପ୍ତାହାନ୍ତ ଛୁଟି, କର୍ମଚାରୀଙ୍କ ପ୍ରସ୍ତାବିତ…

India-Cyprus Ties: ଭାରତ -ସାଇପ୍ରସ ରଣନୈତିକ ସହଭାଗୀତା ସମ୍ପର୍କ ବୃଦ୍ଧି; ନିବେଶ-ମିତ୍ରତା ଏବଂ ପ୍ରତିରକ୍ଷା ସହଯୋଗ…

ନୂଆଦିଲ୍ଲୀ: ଭାରତ ଏବଂ ସାଇପ୍ରସ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସ୍ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବୈଦେଶିକ…

Anti-Hindu hate crime: ହିନ୍ଦୁ ବିରୋଧୀ ହେଟ୍ ମନିଟର ପ୍ଲାଟଫର୍ମ ୟୁକେରେ ହେଲା ଆରମ୍ଭ

ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ବିରୁଦ୍ଧରେ ହେଟ୍ କ୍ରାଇମ ବୃଦ୍ଧିକୁ ରୋକିବା ଏବଂ ତଦାରଖ କରିବା ପାଇଁ ବ୍ରିଟେନରେ ଏକ ନୂତନ ଅନଲାଇନ୍ ପ୍ଲାଟଫର୍ମ ଆରମ୍ଭ ହୋଇଛି। ଏହାର ନାଁ ଆଣ୍ଟି ହିନ୍ଦୁ ମନିଟରିଂ ସେଣ୍ଟର ରଖାଯାଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ…

No injectable cosmetics:ଫେସ୍ ଗ୍ଲୋ ନାଁରେ ଇଞ୍ଜେକ୍ସନ? ଏପରି ଆଉ ଚଳିବ ନାହିଁ;କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ୟୁଟି କ୍ଲିନିକଗୁଡ଼ିକରେ ଇଞ୍ଜେକ୍ସନ ମାଧ୍ୟମରେ କରାଯାଉଥିବା କସମେଟିକ୍ ଚିକିତ୍ସା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସ୍ପଷ୍ଟ କରିଛି ଯେ କୌଣସି କସମେଟିକ୍ ଉତ୍ପାଦକୁ ଇଞ୍ଜେକ୍ସନ ଭାବରେ…

ତୈଳ ସଙ୍କଟ: ଭାରତୀୟ ରୋଷେଇ ଘର ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ପୁଣିଥରେ ସଙ୍କଟର କଳା ବାଦଲ ଘୋଟି ଆସିଛି। ପଶ୍ଚିମ ଏସିଆରେ ଚରମ ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳ ଦରରେ ଅହେତୁକ ବୃଦ୍ଧି ଘଟିଛି। ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଏବେ ସାରା ଦେଶରେ ମହଙ୍ଗା ମାଡ଼ ବଢ଼ିବାରେ…

NEET Paper Leak: ଭୁଲ୍ ମାନିଲେ ଶିକ୍ଷାମନ୍ତ୍ରୀ, ‘କୌଣସି ଲିକ୍ ହୋଇନାହିଁ…’, ଫାଙ୍କିଲେ NTA ମୁଖ୍ୟ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ଘଟଣା ଦେଶରେ ପୁଣି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆକ୍ରୋଶ ଭରିଥିବା ବେଳେ ଏବେ ସରକାରଙ୍କ ବୟାନ ଏହାକୁ ବେଶୀ ଇନ୍ଧନ ଦେଉଛି । ସରକାରଙ୍କ ଗୋଟିଏ ଶାଖା କହୁଛି ଯେ "ପରୀକ୍ଷା ଶୃଙ୍ଖଳାରେ ଉଲ୍ଲଂଘନ" ହୋଇଥିଲା। ଆଉ ଅନ୍ୟ ଜଣେ କହୁଛନ୍ତି ଯେ ପେପର "ସିଷ୍ଟମ ମାଧ୍ୟମରେ"…