Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Women’s Reservation: ୫୦% ବଢିବ ପ୍ରତ୍ୟେକ ରାଜ୍ୟ ଆସନ…କରାଯିବ ନାହିଁ କୌଣସି ପାତରଅନ୍ତର

ନୂଆଦିଲ୍ଲୀ: ଗୁରୁବାରଠାରୁ ତିନି ଦିନ ଧରି ସଂସଦରେ ହଙ୍ଗାମା ହେବାର ସମ୍ଭାବନା ରହିଛି। ସରକାର ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଉପରେ ଏକ ମାରାଥନ ଆଲୋଚନା କରିବାକୁ ଯାଉଛନ୍ତି। ଏଥିପାଇଁ, କେନ୍ଦ୍ର ସରକାର ଗୁରୁବାର, ଏପ୍ରିଲ ୧୬ ତାରିଖରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି।…

Nepal’s Youth-Led Government: ରାପର ହେଲେ ପ୍ରଧାନମନ୍ତ୍ରୀ…ଡିଜେବାବୁ ସାଜିଲେ ଗୃହମନ୍ତ୍ରୀ!

ନୂଆଦିଲ୍ଲୀ: GenZ ପ୍ରୋଟେଷ୍ଟ ଆଣିଦେଲା ବଡ଼ ପରିବର୍ତ୍ତନ। ଯାହା କଳ୍ପନାରେ ନଥିଲା, ତାହା ବାସ୍ତବତା ସାଜିଲା। ସରକାରୀ ଗାଦିରେ ବସିଲା ସାଧାରଣ ମଣିଷ। ଦିନେ ଗଳି ଗଳିରେ ରାପ୍ କରୁଥିବା ୩୬ ବର୍ଷୀୟ ଯୁବକ ହେଲା ଦେଶର ପ୍ରଧାନମନ୍ତ୍ରୀ। ଆଉ ଡିଜେବାଲା ହାତରେ ଗୃହ ବିଭାଗର ଶାସନ। ଏହା କୌଣସି…

ଏହି ଭୁଲ ପାଇଁ FASTag ରୁ କଟିବ ୪ ଗୁଣା ଟଙ୍କା ?

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଗାଡ଼ି ମାଲିକ ଏବଂ ଚାଳକଙ୍କ ପାଇଁ ଏକ ବଡ଼ ଖବର। ଓଭରଲୋଡିଂ ସମସ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ଆଣିଛନ୍ତି କଡ଼ା ନିୟମ। ୧୫ ଏପ୍ରିଲରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଜରିମାନା ବ୍ୟବସ୍ଥା। ଆସନ୍ତୁ ଜାଣିବା କ’ଣ ରହିଛି ଏହି ନୂଆ…

‘World Would Be Torn To Pieces’: ‘ଯଦି ମୁଁ ନଥାନ୍ତି…ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତା…

ନୂଆଦିଲ୍ଲୀ: ବଡବୋଲା ଟ୍ରମ୍ପଙ୍କ ଆଉ ଏକ ବଡ଼ ଦାବି ସିଏ ନଥିଲେ ଛିନଭିନ୍ ହୋଇଯାଇଥାନ୍ତା ବିଶ୍ୱ 'ବିଶ୍ୱକୁ ବଞ୍ଚାଇ ରଖିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ' ନିଜକୁ ବିଶ୍ଵ ନିଅଁନ୍ତା ଭାବୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାକ୍ଷାତକାରରେ କହିଲେ ମୁଁ ବିଶ୍ୱକୁ ଧ୍ଵଂସ ପାଇବାରୁ…

ବିହାରରେ ପ୍ରଥମ ଥର ପାଇଁ ବିଜେପି ଶାସନ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ପାଟଣା: ସମ୍ରାଟ ଚୌଧୁରୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ପାଟନାର ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେ ଶପଥ ଗ୍ରହଣ କରିଛନ୍ତି। ବିହାର ଇତିହାସରେ ଏହା ପ୍ରଥମ ଥର ଯେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି।…

ଟ୍ରମ୍ପଙ୍କ ହାତ ଛାଡ଼ିଲେ ବ୍ରିଟେନ-ଫ୍ରାନ୍ସ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରାଜନୀତିରୁ ଆସୁଛି ଏକ ବଡ଼ ଖବର। ଇରାନ ଏବଂ ହର୍ମୁଜ ଷ୍ଟ୍ରେଟ୍ କୁ ନେଇ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବଢୁଛି ଦୂରତା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାକାବନ୍ଦୀ ଯୋଜନାକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି ବ୍ରିଟେନ ଏବଂ ଫ୍ରାନ୍ସ। ସାମୁଦ୍ରିକ…

ପ୍ରାୟ ୪୦ ମିନିଟ୍ ଧରି କଥା ହେଲେ ମୋଦି-ଟ୍ରମ୍ପ, ହର୍ମୁଜକୁ ନେଇ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ଆମେରିକା ଦ୍ୱାରା ହର୍ମୁଜ୍ ପ୍ରଣାଳୀ ଅବରୋଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ହୋଇଛି । ଏହା ଦ୍ୱିତୀୟ ଥର…

ପୁଣି ଆମେରିକା-ଇରାନ ମଧ୍ୟରେ ଇସଲାମାବାଦରେ ହେବ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯୁଦ୍ଧ ପୁଣି ଥରେ ଆରମ୍ଭ ହେବ କି ନାହିଁ । ଏହା ଅସମ୍ଭବ ମନେ ହେଉଛି, କାରଣ ଅସ୍ତ୍ରବିରତି ଏପ୍ରିଲ ୨୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ଏବଂ ପାକିସ୍ତାନ…