Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କବାଦୀଙ୍କୁ ଦମନ ପାଇଁ ଜମ୍ମୁରେ ମୁତୟନ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏବେ ଅନୁପ୍ରବେଶ ବୃଦ୍ଧି ପାଇଛି। ପାକିସ୍ତାନ ପଟୁ ୫୦ରୁ ୫୫ ଜଣ ଆତଙ୍କବାଦୀ ଜମ୍ମୁ ଅଞ୍ଚଳରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ଯାହାପରେ ସେନା ପକ୍ଷରୁ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ରୋମିଓ ଏବଂ ଡେଲଟା ଫୋର୍ସ ସମେତ…

କାହିଁକି ଅଚଳ ହୋଇପଡିଥିଲା ମାଇକ୍ରୋସଫ୍ଟ ସର୍ଭର? 

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି ଦେଖାଦେବା ଯୋଗୁଁ ଗତକାଲି ଅନେକ ସମୟ ଧରି ବିଶ୍ୱର ଅନେକ ଦେଶରେ ବିମାନ ସେବା, ସ୍ୱାସ୍ଥ୍ୟସେବା ଓ ବ୍ୟାଙ୍କ୍‌ସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ ଆମେରିକାର ସାଇବର ସୁରକ୍ଷା ସଂସ୍ଥା କ୍ରାଉଡ୍‌ ଷ୍ଟ୍ରାଇକ୍‌ ଏକ…

ଜଳୁଛି ବାଂଲାଦେଶ; ୧୦୫ ଜଣଙ୍କ ମୃତ୍ୟୁ, କର୍ଫ୍ୟୁ ଜାରି କଲେ ସରକାର

ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ଜୁଲାଇ ୧ରୁ ଚାଲିଥିବା ଏହି ବିକ୍ଷୋଭ ଥମିବାର ନାଁ ନେଉନି। ଗତ ୧୫ ଦିନ ଭିତରେ ୧୦୫ ଜଣଙ୍କ ମୃତ୍ୟୁ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି । ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନା ଟିଭିରେ ଦେଶକୁ ସମ୍ବୋଧିତ…

ବଦଳାଇଥିଲେ ନାମ ଓ ଠିକଣା: ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ତାଲିମପ୍ରାପ୍ତ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ପାଇଁ ବଢିଲା ଅଡୁଆ । ୟୁପିଏସସି (ୟୁନିଅନ ପବ୍ଲିକ ସର୍ଭିସ କମିଶନ) ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ପୂଜାଙ୍କ ବିରୋଧରେ ମାମଲା ରୁଜୁ କରିଛି ୟୁପିଏସସି। ପରୀକ୍ଷାରେ…

ପାଇଥନ ଖାଇଲେ ବଢିବ ପ୍ରୋଟିନ!

ନୂଆଦିଲ୍ଲୀ: ଟିକେ କଳ୍ପନା କରନ୍ତୁ ଆପଣ ରେଷ୍ଟୁରାଣ୍ଟକୁ ଯାଇଛନ୍ତି ଏବଂ ସେଠାରେ ଖାଇବାକୁ ଏକ ଜୁସି ଥିକ୍ ଷ୍ଟିକ୍ ଅର୍ଡର କରିବାକୁ ଚିନ୍ତା କରିଛନ୍ତି। କିନ୍ତୁ ରେଷ୍ଚୁରାଣ୍ଟର ମେନ୍ୟୁରେ ଯେକୌଣସି ଥିକ୍ ଷ୍ଟିକ୍ ଅର୍ଡର କଲେ ପାଇଥନ ଷ୍ଟିକ୍ ମଧ୍ୟ ଚୟନ କରିବା ଅପସନ ରହିଛି। ଏହା ଶୁଣି…

ମାଇକ୍ରୋସଫ୍ଟ ସର୍ଭର ଡାଉନ, ଠପ୍ ହେଲା ବିମାନସେବା

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଛି । ଏଥିପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଯେଉଁଥିରେ ଭାରତ ସହ ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ୟୁରୋପ ସବୁଠି ବିମାନସେବା ପ୍ରଭାବିତ ହୋଇଛି । ଯାହାକୁ ନେଇ ଭାରତ ଓ ସ୍ପାଇସଜେଟର ଏୟାରଲାଇନ୍ସ ଏହି କାରଣରୁ…

ବୁଧ ଗ୍ରହରେ ବିସ୍ତୃତ ହୋଇପଡିଛି ହୀରାର ଚାଦର

ନୂଆଦିଲ୍ଲୀ: ବୁଧ ଗ୍ରହରେ ମିଳିଲା ହୀରା । ଗୋଟେ କିମ୍ବା ଦୁଇଟି ନୁହେଁ ୧୫ କିମି ପର୍ଯ୍ୟନ୍ତ ଏକ ମୋଟା ଚାଦର ଭଳି ବିଛାଡି ହୋଇ ପଡିଛି ହୀରା । ବୈଜ୍ଞାନିକମାନେ ବୁଧ ଗ୍ରହର ପରିସର ତଳେ କିଛି ଏମିତି ଖଜାନାର ସନ୍ଧାନ କରିଛନ୍ତି । ବୁଧଗ୍ରହ ବା ମର୍କ୍ୟୁରୀରେ ୯ ମିଲିମିଟର ପର୍ଯ୍ୟନ୍ତ…

ନିର୍ଦ୍ଦେଶ ଦେଲେ ଯୋଗୀ; କାଉଡିଆଙ୍କ ମାର୍ଗରେ ଥିବା ସବୁ ଦୋକାନରେ ଲାଗିବ ନେମପ୍ଲେଟ୍

ହରିଦ୍ବାର: ଜୁଲାଇ ୨୨ରୁ ଶ୍ରାବଣ ମାସର ଆରମ୍ଭ । ମାସ ଆରମ୍ଭରୁ କାଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଯିବ । ଏହାସହିତ ହରିଦ୍ବାରଙ୍କୁ ଛୁଟିବ କାଉଡିଆ ଭକ୍ତଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖୁ କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର । ୟୁପିର ଯୋଗୀ ସରକାର କାଉଡିଆ ଯିବା ମାର୍ଗରେ ଥିବା…

ସଂସଦର ବିଜନେସ ଆଡଭାଇଜରୀ କମିଟିର ସଦସ୍ୟ ହେଲେ ସାଂସଦ ବୈଜୟନ୍ତ ଓ ଭର୍ତ୍ତୁହରି

ନୂଆଦିଲ୍ଲୀ: ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ତାଙ୍କ ସହ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ଦଳର ମୋଟ ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି । ତେବେ…