Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜଳୁଛି ବାଂଲାଦେଶ; ସୁଟ୍-ଅନ-ସାଇଟ୍ ନିର୍ଦ୍ଦେଶ ଦେଲେ ସରକାର

ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ବିକ୍ଷୋଭକାରୀଙ୍କୁ  “ସୁଟ୍-ଆଟ୍-ସାଇଟ୍” ବା ଦେଖିବା ମାତ୍ରକେ ଗୁଳି ଆଦେଶ ଜାରି ହୋଇଛି। ଚାକିରି କୋଟା ଉପରେ ନିୟମ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରସ୍ତୁତ କରୁଥିବା ବେଳେ ଦେଶବ୍ୟାପୀ ଚାଲିଛି…

କେଦାରନାଥରେ ଭୂସ୍ଖଳନ; ୩ ତୀର୍ଥ ଯାତ୍ରୀ ମୃତ, ୮ ଆହତ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଚିଡୱାସା ନିକଟରେ ରବିବାର ଦିନ ହୋଇଥିବା ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କେଦାରନାଥ ମାର୍ଗରେ ଏହି ଅଘଟଣ ଘଟିଛି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଟିମ୍…

ଛୋଟ ଦଳ, ବଡ ଆୟ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆଂଚଳିକ ଦଳ ମଧ୍ୟରେ କାହାର ଆୟ ଅଧିକ । କିଏ ଅଧିକ ଖର୍ଚ୍ଚ କରେ । ଦେଶର କିଛି ପ୍ରମୁଖ ଆଂଚଳିକ ଦଳର ଆୟବ୍ୟୟ ହିସାବ ଜାରି ହୋଇଛି । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ-ଏଡିଆର ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଆୟବ୍ୟୟ ରିପୋର୍ଟ ଜାରି ହୋଇଛି । ରିପୋର୍ଟ…

୧୩ ନିରୀହ ଲୋକଙ୍କ ଜୀବନ ନେଇଥିଲା ଦମନକାରୀ ଶାସନ, ସହିଦ ଦିବସକୁ ସ୍ମରଣ କରି ସିପିଆଇଏମ୍‌କୁ ମମତାଙ୍କ ଟାର୍ଗେଟ

କୋଲକାତା: ଜୁଲାଇ ୨୧ ବଙ୍ଗଳା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ତୃଣମୂଳ କଂଗ୍ରେସ ଏହି ଦିନକୁ ସହିଦ ଦିବସ ଭାବେ ପାଳନ କରିବାକୁ ଯାଉଛି। ଏହି ଦିନ କଥା କହି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇଏମ୍) କୁ ଟାର୍ଗେଟ କରିଛି। ଏହା ଛଡା…

ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ: କାହିଁକି ଯୋଗ ଦେବ ନାହିଁ ଟିଏମସି ?

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଆଜି ଅର୍ଥାତ୍ ରବିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସଂସଦର ଉଭୟ ଗୃହର ସୁଗମ କାର୍ଯ୍ୟ ପାଇଁ ସରକାର ସମସ୍ତ ବିରୋଧୀ ଦଳର ସହଯୋଗ ମାଗିଛନ୍ତି। ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହି…

ନେମପ୍ଳେଟ ବିବାଦ: କିଛି ଏମିତି କହିଲେ ବାବା ରାମଦେବ..

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ସାରାରାଜ୍ୟରେ କାଉଡିଆଙ୍କ ଯିବା ରାସ୍ତାରେ ଢାବା, ହୋଟେଲ, ରେଷ୍ଟୁରାଂଟ, ଠେଲା ଓ ଦୋକାନୀ ମାଲିକମାନେ ନିଜ ଦୋକାନ ଆଗରେ ନେମପ୍ଲେଟ୍ ଲଗାଇବା ଆଦେଶ ଜାରି କରିଛନ୍ତି ୟୁପି ସରକାର । ଯାହାକୁ ନେଇ ଏବେ ତେଜିଛି ବିବାଦ । ବିରୋଧୀଙ୍କ ଠାରୁ ଆରମ୍ଭ କରି…

କେରଳରେ ଫେରିଛି ମାସ୍କ, ନିପା ଭାଇରସରେ ଜଣେ ଆକ୍ରାନ୍ତ

କେରଳ: କେରଳରେ ଫେରିଛି ମାସ୍କ । କେରଳ ମାଲାପୁରମରେ ଜଣେ ୧୪ ବର୍ଷୀୟ ବାଳକ ନିପା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ତେବେ ବାଳକଟି ସହ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେନେଇ ଅଧିକ ଯାଞ୍ଚ କରୁଛି ସ୍ବାସ୍ଥ୍ୟ ବିଭାଗ । ଏହା ସହିତ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳର ୩ କିମି…

ନାମଫଳକ ରାଜନୀତି, ଏନଡିଏରେ ତାତି   

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ପୁଣି ଧ୍ରୁବୀକରଣ ରାଜନୀତି । କାଉଡିଆମାନଙ୍କ ଯାତ୍ରା ସହ ଜଡିତ ଏକ ନିର୍ଦ୍ଦେଶନାମାକୁ ନେଇ ଉଠିଛି ରାଜନୈତିକ ଝଡ । କାଉଡିଆମାନଙ୍କ ଯାତ୍ରା ମାର୍ଗରେ ସମସ୍ତ ହୋଟେଲ, ଢାବା ଓ ଦୋକାନରେ ମାଲିକଙ୍କ ନାମଫଳକ ଲଗାଇବା ପାଇଁ ଯୋଗୀ ସରକାରଙ୍କ ଆଦେଶ ପରେ…

ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଆହତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଶନିବାର ଦିନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲିବିତ ଗସ୍ତରେ ଯାଉଥିବା ବେଳେ ଦୁର୍ଘଟଣା…

ଗୌତମ ଗମ୍ଭୀରଙ୍କ ‘ଟିମ୍ ଇଣ୍ଡିଆ’

ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜ୍ ପାଇଁ ଘୋଷିତ ଭାରତୀୟ ଦଳରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ । ଟିମ୍ ଚୟନକୁ ନେଇ ଉଠିଛି ପ୍ରଶ୍ନ । ଜିମ୍ବୱେ ଗସ୍ତରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଋତୁରାଜ ଗାଏକୱାଡ୍ ଓ ଅଭିଷେକ ଶର୍ମାଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନି । ସଂଜୁ ସାମସନଙ୍କୁ ଦିନିକିଆ…