Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ‘ଅଭିଯୁକ୍ତକୁ କଠୋର ଶାସ୍ତି ମିଳୁ’

ନୂଆଦିଲ୍ଲୀ: କୋଲକତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏନେଇ ଫେଡେରେସନ ଅଫ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଏହାରି ଭିତରେ…

ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ; ଧାର୍ମିକ ସ୍ୱାଧୀନତାର ଅର୍ଥ ଧର୍ମ ପରିବର୍ତ୍ତନ ନୁହେଁ

ଲକ୍ଷ୍ନୌ: ଇସଲାମ ଧର୍ମକୁ ବାଧ୍ୟତାମୂଳକ ଗ୍ରହଣ କରିବା ଏବଂ ଯୌନ ଶୋଷଣର ଅଭିଯୁକ୍ତ ଅଜିମଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି ଯେ ଉତ୍ତରପ୍ରଦେଶର ବେଆଇନ ଧାର୍ମିକ ପରିବର୍ତ୍ତନ ଆଇନ, ୨୦୨୧ର…

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ସପା ନେତା ଗିରଫ; କହିଲେ, ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି

ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ସମାଜବାଦୀ ପାର୍ଟି ନେତା ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ଗିରଫ ନେତା ଜଣକ ହେଲେ ନବାବ ସିଂହ ଯାଦବ । ସେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।…

ବିଶ୍ୱର ଗରିବ ତାଲିକାରେ ଭାରତର ନମ୍ବର କେତେ ଜାଣନ୍ତୁ ?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଗରିବ ଦେଶ ଭାବରେ କେଉଁ ଦେଶ ସର୍ବ ପ୍ରଥମ ଏବଂ ଏହି ତାଲିକାରେ ଭାରତର ସଂଖ୍ୟା କେଉଁ ସ୍ଥାନରେ ରହିଛି ? ଦୁନିଆର ଅନେକ ଲୋକଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ମିଳିବା ଅତ୍ୟନ୍ତ କଷ୍ଟକର, ଏହାର ମୁଖ୍ୟ କାରଣ ହେଉଛି ଦାରିଦ୍ର୍ୟ। ଦୁନିଆର…

ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ବଢିଲା ସୁରକ୍ଷା ବ୍ୟବସ୍ଥା; ସନ୍ଦିଗ୍ଧଙ୍କୁ ଠାବ କରିବ ୭୦୦ ଏଆଇ କ୍ୟାମେରା

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ସମଗ୍ର ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମଗ୍ର ଭାରତବର୍ଷରେ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି । ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନେଇ ସଜେଇ ହେଉଛି ଲାଲକିଲ୍ଲା ।…

ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ପୁନଃ ନିଯୁକ୍ତିକୁ କୋର୍ଟଙ୍କ ଭର୍ତ୍ସନା

କୋଲକାତା: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଦିନକୁ ଦିନ ନୂଆ ତଥ୍ଯ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ପ୍ରଫେସର ଡ.ସନ୍ଦୀପ ଘୋଷଙ୍କୁ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଏବଂ ହସ୍ପିଟାଲରେ…

ଆତ୍ମହତ୍ଯା ପୂର୍ବରୁ ଶେଷ ସେଲ୍ଫି ନେବା ପରେ ଗଙ୍ଗାକୁ ଡେଇଁପଡିଲେ… 

ହରିଦ୍ୱାର: ଉତ୍ତରପ୍ରଦେଶର ଶାହାରନପୁରରୁ ଜଣେ ଋଣଗ୍ରସ୍ତ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀ ସୋମବାର ହରିଦ୍ୱାରର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତି ହେଲେ ଉତ୍ତରପ୍ରଦେଶ ଶାହାରନପୁର ନିବାସୀ ସୌରଭ ବବ୍ବର ଓ ମୌନା ବବ୍ବର। ପୋଲିସ୍ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର…

ରୁସଣ ପରିବା ନା ମସଲା? ହାଇକୋର୍ଟ ଦେଲେ ବଡ଼ ରାୟ

ଭୋପାଲ: ରସୁଣକୁ ରୋଷେଇରେ ଏକ ବିଶେଷ ଉପାଦାନ ଭାବରେ ବିବେଚନା କରାଯାଏ। ମସଲାଯୁକ୍ତ ପନିପରିବା ତିଆରିରେ ଆମେ ରସୁଣକୁ ନିଶ୍ଚିତ ଭାବରେ ବ୍ୟବହାର କରୁ। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ରସୁଣ ମସଲା ଜାତୀୟ ଖାଦ୍ୟ ନା ପନିପରିବା ଜାତୀୟ ଖାଦ୍ୟ। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ନିର୍ମମ ଭାବେ ପିଟିଥିଲା ଅଭିଯୁକ୍ତ

କୋଲକାତା: ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ଯ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଟ୍ରେନି ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ…

ଏକ୍ସକୁ ବାହୁଡିଲେ ଟ୍ରମ୍ପ: ମସ୍କଙ୍କ ସାଙ୍ଗେ କଲେ ସାକ୍ଷାତକାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଫେରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ତଥା ୨୪ ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏକ୍ସକୁ ଫେରୁ ଫେରୁ ସେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ଏହାକୁ…