Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୟଙ୍କର ଦୁର୍ଘଟଣା: କାର-ଟ୍ରକ ମୁହାଁମୁହିଁ ଧକ୍କା, ୫ ଛାତ୍ର ମୃତ ଓ ୨ ଗୁରୁତର

ଚେନ୍ନାଇ: ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା। କାର୍‌ରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍‌। ଦୁର୍ଘଟଣାରେ ୫ ଛାତ୍ର ମୃତ ଓ ୨ ଗୁରୁତର ଥିବା ସୂଚନା ରହିଛି। ଚେନ୍ନାଇ-ତିରୁପତି ଏନ୍‌ଏଚ୍‌ ତିରୁଭେଲର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ର…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ

କୋଲକାତା: ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ। ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଆଜି ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ।…

ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ଦଳାଚକଟା: ୭ ମୃତ, ୯ ଗୁରୁତର

ପାଟନା: ବିହାର ଜେହନାବାଦ ଜିଲ୍ଲାର ଏକ ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଜେହନବାଦ ଜିଲ୍ଲାରେ ଶ୍ରାବଣ ଶେଷ ସୋମବାର ଥିବାରୁ ୱାଣାବର ବାବା ଶମ୍ଭୁଶ୍ୱରନାଥ ବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ପ୍ରବଳ ଭିଡ଼ ଥିଲା। ଏହି ସମୟରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ଫଳରେ…

୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୃଷକ ଓ ବୈଜ୍ଞାନିକଙ୍କ ସହ ଆଲୋଚନା କଲେ ମୋଦୀ । ଚାଷୀଙ୍କ ସହ କ୍ଷେତରେ ବୁଲିବା ସହ କଥା ହେଲେ ପ୍ରଧାନମନ୍ତ୍ରୀ। ସେପଟେ ଦିଲ୍ଲୀରେ ଭାରତ କୃଷି ଗବେଷଣା ବିଶ୍ବବିଦ୍ୟାଳୟରେ ଅଧିକ ଉତ୍ପାଦିତ ହେଉଥିବା ୧୦୯ ପ୍ରକାରର ଫସଲର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ବିହନ…

ଏଇଠି ରହିଛି ନର୍କର ଘାଟି, ରୁହନ୍ତି କେବଳ ମାଙ୍କଡ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ରହସ୍ୟ ଏବେବି ଘେରରେ । ଏହି ସ୍ଥାନଗୁଡିକ ମଧ୍ୟରୁ କେତେକ ସ୍ଥାନକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ଅନୁମତି ମିଳିଥିବା ବେଳେ କିଛି ସ୍ଥାନକୁ ପର୍ଯ୍ୟଟକମାନଙ୍କୁ ଯିବାପାଇଁ ଅନୁମତି ମିଳିନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା; ଅଭିଯୁକ୍ତଙ୍କୁ ଧରାଇ ଦେଲା ଇୟରଫୋନ

କୋଲକାତା: କୋଲକାତାରେ ମହିଳା ପିଜି ଟ୍ରେନି ଡାକ୍ତରଙ୍କୁ ଯୌନ ଉତ୍ପୀଡ଼ନ ତଥା ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ସିଲଡା କୋର୍ଟରେ ହାଜର କରାଯାଇଥିଲା, ସେମାନଙ୍କୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।…

ତାତିଲେ ହିନ୍ଦୁ, ଚେତିଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ସଂଖ୍ୟାଲଘୁ ହିନ୍ଦୁ ଓ ମନ୍ଦିର ଉପରେ ଆକ୍ରମଣ ହେଉଛି । ଅଗଷ୍ଟ ୫ ତାରିଖରୁ ବାଂଲାଦେଶୀ ହିନ୍ଦୁ ସଂପ୍ରଦାୟ ଉପରେ ଲଗାତର ଆକ୍ରମଣ କରୁଛନ୍ତି ଆନ୍ଦୋଳନକାରୀ । ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି । ହିଂସା ବଢିଚାଲିଥିବା ବେଳେ ଏହାର…

ହିଣ୍ଡେନବର୍ଗର ନୂଆ ବୋମା : ସେବି-ଅଦାନୀ ଭିତିରିଆ କାରବାର!   

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ଆଉ ଏକ ଖୁଲାସା । ଏଥର ଭାରତର ପ୍ରତିଭୂତି ବିନିମୟ ବୋର୍ଡ - ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ସ୍ୱାମୀ ଧୱଲଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଅଦାନୀ ଗ୍ରୁପ୍ ସ୍କାମ ସହ ସେବି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଜଡିତ ବୋଲି…

ବନ୍ୟାପାଣିରେ ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମର ଗେଟ

ବେଙ୍ଗାଲୁରୁ: ବନ୍ୟାପାଣିରେ ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମର ଗେଟ । ଗତକାଲି ରାତିରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମରେ ବନ୍ୟା ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଡ୍ୟାମର ଏକ ଗେଟ୍ ଭାଙ୍ଗି ଭାସିଯାଇଥିବା ଜଣା ପଡିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ ଡାଉନ ଷ୍ଟ୍ରିମ ଅଞ୍ଚଳକୁ…

କେବେ ଆରମ୍ଭ ହେବ ମୁକେଶ ଅମ୍ବାନୀଙ୍କ ପ୍ରଥମ ‘ଡ୍ରିମ୍ ଫ୍ୟାକ୍ଟ୍ରି’? ସାମ୍ନାକୁ ଆସିଲା ପ୍ଲାନ୍

ମୁମ୍ବାଇ: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ 'ଡ୍ରିମ୍ ଫ୍ୟାକ୍ଟ୍ରି' ଆରମ୍ଭ କରିବାକୁ ଯାଉଛନ୍ତି। ଆପଣ ଭାବୁଥିବେ ମୁକେଶ ଅମ୍ବାନୀଙ୍କ ସ୍ୱପ୍ନର କାରଖାନା କ’ଣ, ଯାହା ଶୀଘ୍ର ଆରମ୍ଭ…