Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Pitabas Panda Murder: ଆଇନଜୀବୀ ପୀତବାସ ମର୍ଡର କେସ୍; ୩୦ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ

ବ୍ରହ୍ମପୁର:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦନାଥପୁର ପୋଲିସ। ପ୍ରାୟ ୩୦ ହାଜର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ସୂଚନାଥାଉକି,ସ୍ବତନ୍ତ୍ର ଟ୍ରଙ୍କରେ କାଗଜପତ୍ର ନେଇ କୋର୍ଟକୁ ଆସିଥିଲା ପୋଲିସ ।…

Red Fort Blast: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା; ଆତଙ୍କୀମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ…

ନୂଆଦିଲ୍ଲୀ:ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଚକିତ କଲାଭଳି ତଥ୍ୟ ପାଇଛନ୍ତି। ଆତଙ୍କବାଦୀମାନେ ଘୋଷ୍ଟ ସିମ୍ କାର୍ଡ ଏବଂ ଏନକ୍ରିପ୍ଟେଡ୍ ମୋବାଇଲ୍ ଆପ୍ ବ୍ୟବହାର କରି ପାକିସ୍ତାନରେ ଥିବା ସେମାନଙ୍କ ହ୍ୟାଣ୍ଡଲରଙ୍କ…

T-20 ବିଶ୍ବକପ୍‌; ଭାରତ ଆସିବାକୁ ମନା କଲା ବାଂଲାଦେଶ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖରୁ ହେବାକୁ ଥିବା ଟି-୨୦ ବିଶ୍ୱକପରେ ବାଂଲାଦେଶୀ ଖେଳାଳି ଭାରତ ଯାତ୍ରା କରିବେ ନାହିଁ। ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର ପରାମର୍ଶଦାତା ଡକ୍ଟର ଆସିଫ୍ ନଜରୁଲ୍ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ବାଂଲାଦେଶ…

India on US action: ଭେନେଜୁଏଲାକୁ ସମର୍ଥନରେ ବାହାରିଲା ଭାରତ, ଏମିତି କହିଲା ବୈଦେଶିକ ବ୍ୟାପାର…

ନୂଆଦିଲ୍ଲୀ: ରାତିର ଅନ୍ଧାରରେ ଭେନେଜୁଏଲାର ଶକ୍ତି ଦୋହଲିଗଲା, ଆମେରିକା ସେନା ବଳପୂର୍ବକ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କାରାକାସରୁ ଉଠାଇ ନେଇ ସମଗ୍ର ବିଶ୍ୱକୁ ଚକିତ କରିଦେଲା। ଭାରତ ଏବେ ଏହି ଅପ୍ରତ୍ୟାଶିତ ଘଟଣା ଉପରେ ଚିନ୍ତା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ…

US attack on Venezuela: ଧ୍ବଂସବିଧ୍ବଂସ ହୋଇଯାଇଛି ଭେନେଜୁଏଲା, ଆମେରିକାକୁ ନିନ୍ଦା କଲା ଚୀନ୍, ଇରାନ…

ନୂଆଦିଲ୍ଲୀ: ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବିବାଦ ବଢ଼ିଛି। ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଜେଲରେ ରଖିଛି। ଏହି ଘଟଣା ସାରା ବିଶ୍ୱରେ ଭୂରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି, ଏବଂ କାରାକାସରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଉତ୍ତେଜନା ଅଧିକ ରହିଛି।…

ଯାତ୍ରୀଙ୍କ ପାଇଁ କଡ଼ା ନିୟମ, ବିମାନରେ ନେଇପାରିବେନି ପାୱାର ବ୍ୟାଙ୍କ 

ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରା ସମୟରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟ୍ ପାୱାର ସପ୍ଲାଏ ସିଷ୍ଟମରେ ପାୱାର ବ୍ୟାଙ୍କ ଲଗାଇ ଚାର୍ଜ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ପାୱାର ବ୍ୟାଙ୍କ ଏବଂ ବ୍ୟାଟେରୀଗୁଡ଼ିକୁ କେବଳ ହ୍ୟାଣ୍ଡ…

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ, ଗାଡି ଜବତ ହେବାରୁ ହାତରେ ସାପ ନେଇ…

ହାଇଦ୍ରାବାଦ: ହାଇଦ୍ରାବାଦ ସହରର ଚନ୍ଦ୍ରାୟନଗୁଟ୍ଟା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୋଲିସ ମଦ୍ୟପାନ କରିଥିବା ଜଣେ ଅଟୋ ଚାଳକଙ୍କୁ ଅଟକାଇ ତାଙ୍କ ଅଟୋକୁ ଜବତ କରିଛି । ଅଟୋ ଜବତ ହେବା ପରେ, ଡ୍ରାଇଭର ଜଣକ ଏକ ସାପ ବାହାର କରି ପୋଲିସ ଅଧିକାରୀଙ୍କୁ ଧମକ ଦେବା ଆରମ୍ଭ…

ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…

ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି। ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ ଜଣାପଡିଛି।…

BJP Leader Slams Shahrukh ‘ଶାହାରୁଖର ଫିଲ୍ମ ଯିଏ ଦେଖିବ ସେ ଦେଶଦ୍ରୋହୀ’: କିଙ୍ଗଖାନଙ୍କ ଉପରେ ବର୍ଷିଲେ ବିଜେପି…

ନୂଆଦିଲ୍ଲୀ:  IPL ୨୦୨୬ ସମୟରେ କୋଲକାତା ନାଇଟ୍ ରାଇଡର୍ସ (kkr) ଦଳରେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ସାମିଲ କରାଯିବାକୁ ନେଇ ରାଜନୈତିକ ଏବଂ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଛି। ବର୍ତ୍ତମାନ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାହାର କରାଯାଇଛି, କିନ୍ତୁ ଏସବୁ…

Delta Force: କେତେ ଶକ୍ତିଶାଳୀ ଏବଂ ମାରାତ୍ମକ ଆମେରିକାର ଡେଲ୍ଟା ଫୋର୍ସ?, ଆଖି ପିଛୁଳାକେ ମାଦୁରୋଙ୍କୁ ନେଇ…

ନୂଆଦିଲ୍ଲୀ: ଭେନେଜୁଏଲାରେ ଆମେରିକୀୟ ସେନାର କାର୍ଯ୍ୟାନୁଷ୍ଠାନ ପରେ, ଆମେରିକୀୟ ସେନାର ସବୁଠାରୁ ଗୁପ୍ତ ଏବଂ ଶକ୍ତିଶାଳୀ ଡେଲ୍ଟା ଫୋର୍ସ ପୁଣି ଥରେ ଶିରୋନାମାରେ ଅଛି। ଆମେରିକା ଡେଲ୍ଟା ଫୋର୍ସ ହଲିଉଡ୍ କିମ୍ବା ବିଜ୍ଞାନ କାଳ୍ପନିକ ଚଳଚ୍ଚିତ୍ର ପରି ଭେନେଜୁଏଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…