Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ-କାଶ୍ମୀର: LOC ପାର ହେବାକୁ ଯୋଜନା କରୁଥିବା ବେଳେ ଲସ୍କରର ୪ ଆତଙ୍କି ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟରର ନାଙ୍ଗୀ ଟେକ୍ରି ନିକଟରେ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଲସ୍କର-ଏ-ତୋଇବା କମାଣ୍ଡର ସମେତ ୪ ଜଣ…

INS Mangrol: ଶତ୍ରୁ ପକ୍ଷର ସବମେରାଇନ୍‌କୁ ପାଇଁ କାଳ ସାଜିବ INS ମାଙ୍ଗରୋଲ୍

ନୂଆଦିଲ୍ଲୀ:ଭାରତୀୟ ନୌସେନାର ବଢୁଛି ଶକ୍ତି । ସ୍ୱଳ୍ପ ଗଭୀର ଜଳରାଶିରେ ସବ୍‌ମେରାଇନ୍‌କୁ ଚିହ୍ନଟ କରିବା ଓ ସେଗୁଡ଼ିକର ମୁକାବିଲା କରିବାର କ୍ଷମତା ରଖୁଥିବା ଯୁଦ୍ଧପୋତ 'ମାଙ୍ଗ୍ରୋଲ୍'କୁ ନୌସେନାରେ ସାମିଲ କରାଯାଇଛି । ଆଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସରରେ ସଜ୍ଜିତ ଏହି ଜାହାଜ ଭାରତର…

ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନା ଯୁବକଙ୍କ ମୃତ୍ୟୁ ଆଶଙ୍କା: ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଗୁହାରି କଲା…

ହାଇଦ୍ରାବାଦ: ଋଷିଆ-ୟୁକ୍ରେନ ଯୁଦ୍ଧ ମଝିରେ ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନାର ଜଣେ ୪୩ ବର୍ଷୀୟ ବ୍ୟକ୍ତି ମହମ୍ମଦ ଅଫଜଲ ଖାନ (Mohammed Afzal Khan) ଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ସେ ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ବାଂସୱାଡା ଅଞ୍ଚଳର ବାସିନ୍ଦା । ତେବେ ଏହି…

IND-SRI ଦିନିକିଆ: ବଦଳିବନି ଭେନ୍ୟୁ, ବିସିସିଆଇ ଦେଲା ସ୍ପଷ୍ଟୀକରଣ

ବ୍ୟୁରୋ: ଡିସେମ୍ବର ୧୩ରେ ଦିଲ୍ଲୀରେ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ଦିଲ୍ଲୀରୁ ଅହମ୍ମଦାବାଦ୍ ସ୍ଥାନ ପରିବର୍ତ୍ତନ ଖବରକୁ ଖଣ୍ଡନ କଲା ବିସିସିଆଇ । ସ୍ପଷ୍ଟୀକରଣ ରଖିଲେ ସମ୍ପାଦକ ଦେବଜିତ ସାଇକିଆ । ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ର ସ୍ଥାନ…

ପ୍ରତିଦିନ ଦୁଗ୍ଧଜାତ ଖାଦ୍ୟ ଖାଉଛନ୍ତି କି? ତଥାପି କାହିଁକି ଦୁର୍ବଳ ହେଉଛି ହାଡ?

ବ୍ୟୁରୋ: ଶରୀରରେ ହାଡର ଘନତ୍ୱ ବା ମଜବୁତି ସାଧାରଣତଃ ୨୦ରୁ ୩୦ ବର୍ଷ ବୟସରେ ହୋଇଥାଏ । ଯେତେବେଳେ ହାଡ ଘନତା ହରାଇ ଦୁର୍ବଳ ହୋଇଯାଏ, ଭାଙ୍ଗିବାର ଆଶଙ୍କା ବୃଦ୍ଧି ପାଏ, ସେତେବେଳେ ଓଷ୍ଟେଓପୋରେସିସ୍ ହୁଏ । ଏହା ସାଧାରଣତଃ ବୟସ୍କ ବ୍ୟକ୍ତି ଏବଂ କିଛି ସ୍ୱାସ୍ଥ୍ୟସମସ୍ୟା ଥିବା ଲୋକଙ୍କ ଠାରେ…

ଚିନାବାଦାମ୍ ସେବନ କଲେ ବଢିିବକି କୋଲେଷ୍ଟ୍ରଲ ? ହୋଇଯିବେ କି ମୋଟା ? ଜାଣନ୍ତୁ କଣ କହୁଛି ଅଧ୍ୟୟନ

ବ୍ୟୁରୋ: ଶରୀରକୁ ସୁସ୍ଥ ରଖିବାକୁ ଛୋଟରୁ ବଡ ସମସ୍ତେ ଏବେ ସତର୍କ । କିଏ ଜିମ୍ ଗଲାଣି ତ କିଏ ହେଲଦି ଖାଇଲାଣି । କିଏ ଓଜନ ବଢାଇବାକୁ ଖାଉଛି ପ୍ରୋଟିନ୍ ତ କିଏ କମାଇବାକୁ କରୁଛି କସରତ । ଏହାରି ଭିତରେ କିନ୍ତୁ ଡାଏଟ୍ ହେଉଛି ସବୁଠୁ ଗୁରୁତ୍ୱପୂଣ୍ଣ ର୍ା ଖାଦ୍ୟପେୟ ଠିକ୍ ରଖିଲେ ଶରୀର ସୁସ୍ଥ…

The Dirty Picture-2: ୧୫ବର୍ଷ ପରେ ଏକତାଙ୍କ ସିକ୍ୱେଲ ପ୍ଲାନିଂ

ମୁମ୍ବାଇ: ୨୦୧୧ର ମ୍ୟୁଜିକାଲ ଡ୍ରାମା ଫିଲ୍ମ ଦ ଡାଟି ର୍ପିକ୍ସଚର୍ସର ଆସିବ ସିକ୍ୱେଲ । ଦୀର୍ଘ ୧୫ ବର୍ଷ ପରେ ପ୍ରଡ୍ୟୁସର ଏକତା କପୁର ଫିଲ୍ମର ସେକେଣ୍ଡ ପାର୍ଟ ଆଣିବାର ପ୍ଲାନ୍ କରୁଛନ୍ତି । ଏମିତିକି ଏହି ପ୍ରୋଜେକ୍ଟରେ କାମ ଆରମ୍ଭ କରିଥିବା କହିଛନ୍ତି ନିଜେ ଏକତା । ତେବେ ଫିଲ୍ମରେ କିଏ କିଏ…

ନଭେମ୍ବର ୫ରେ ‘ରାମାୟଣ-୧’ ରିଲିଜ୍‌, ଦଶହରାରୁ ଆରମ୍ଭ ଟିକେଟ୍ ବୁକିଂ

ମୁମ୍ବାଇ: ନବରାତ୍ରୀ ଆରମ୍ଭରୁ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୫ରେ ରିଲିଜ୍ ହେବ ବିଶାଳ ପୌରାଣିକ ଚଳଚ୍ଚିତ୍ର ରାମାୟଣ-୧ା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଅପକମିଂ ମଚ୍ ଆବେଟେଡ୍ ଏହି ଫିଲ୍ମର ଟିକେଟ୍ ବୁକିଂ ଦଶହରାରୁ ଆରମ୍ଭ ହୋଇଯିବ । ଭାରତର ଅନ୍ୟତମ ସର୍ବାଧିକ ଶ୍ରଦ୍ଧେୟ…

Saudi Airport Blast Update: ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା

() ରିୟାଦ୍ଧ: ଆଉ କିଛି ସମୟ ପରେ ଫ୍ଲାଇଟ୍‌ରେ ବସିଥାନ୍ତେ ଆଉ ଯାଇଥାନ୍ତେ ଉମ୍ରାହ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଶନିବାର ରିୟାଦ୍ଧର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଜାଇଲ ମାଡରେ ସବୁକିଛି ଛାରଖାର । କିଏ ଘରକୁ ଯାଇଥାନ୍ତେ ତ କିଏ ଫେରିଥାନ୍ତେ । ଆଉ ପୁଣି କିଛି…

ଇଣ୍ଡିଆ ବ୍ଲକ୍ ନେତାଙ୍କୁ ଭେଟିବେନି ସିଜେଆଇ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକ୍ ନେତାମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ସହ ସାକ୍ଷାତ ପାଇଁ ଅନୁରୋଧ କରିଥିଲେ। ସିଜେଆଇ ସାକ୍ଷାତ ପାଇଁ ସମୟ ନ ଦେବାକୁ ବିରୋଧୀ ମେଣ୍ଟର ନେତାମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ଏହା ଉପରେ ନିଜର ପକ୍ଷ…