Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

US- Venezuelan conflict: ରାଷ୍ଟ୍ରପତି ମାଦୁରୋଙ୍କୁ ବନ୍ଧକ ରଖିଛି ଆମେରିକା, ସୋସିଆଲ ମିଡିଆରେ ଦାବି କଲେ ଡୋନାଲ୍ଡ…

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଦୁଇଦେଶ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା ଭେନଜୁଏଲା ଉପରେ ଆକ୍ରମଣ କରିଛି। ଏହାରି ଭିତରେ ନିଜ ସୋସିଆଲ ମିଡିଆରେ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ…

କଂଗ୍ରେସକୁ ଚକମା ଦେବ ବିଜେପି, ‘G RAM G’ ଗ୍ରାମୀଣ ଚାକିରି ନେଇ ଦେଶବ୍ୟାପୀ କରିବ ସଚେତନତା ଅଭିଯାନ

ନୂଆଦିଲ୍ଲୀ: ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (REGG) ବିରୋଧରେ କଂଗ୍ରେସର ଅଭିଯାନକୁ ମୁକାବିଲା କରିବା ପାଇଁ ବିଜେପି ଦେଶବ୍ୟାପୀ ଏକ ପ୍ରମୁଖ ଅଭିଯାନ ଆରମ୍ଭ କରିବ। ବିଜେପି ସଭାପତି ଜେପି ନଡ୍ଡା ଆଜି GEGG ଆଇନ ସମ୍ପର୍କରେ ଏକ ପ୍ରମୁଖ ବୈଠକ ଡାକିଛନ୍ତି। ବିଜେପି ଜାତୀୟ…

US attack on Venezuela: ବର୍ଷ ଆରମ୍ଭରୁ ଲଢେଇ, ଭେନେଜୁଏଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଉପରେ ଆଟାକ୍

ନୂଆଦିଲ୍ଲୀ: ତାତିକି ଅଛି ଆମେରିକା । ନୂଆବର୍ଷ ଆରମ୍ଭରୁ ହିଁ କିରିଛି ବଡ଼ ଆକ୍ରମଣ । ଆମେରିକା, ଭେନେଜୁଏଲା ଉପରେ ଏକ ବଡ଼ ଆକ୍ରମଣ କରିଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଏବଂ ସାମରିକ ଘାଟିକୁ ଟାର୍ଗେଟ କରି କରାଯାଇଛି ଆଟାକ୍ । ଆମେରିକା ଭେନେଜୁଏଲାର ରାଜଧାନୀ କାରାକାସରେ ଥିବା ଏକ ପ୍ରମୁଖ…

ବଡ଼ ଧରଣର ଏନ୍ କାଉଣ୍ଟର, ୧୪ ମାଓବାଦୀ ନିପାତ

ବିଜାପୁର: ଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି। କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ…

KKR Controversy: ବିବାଦ ପରେ BCCIର ବଡ଼ ପଦକ୍ଷେପ, ଆଇପିଏଲ୍ ୨୦୨୬ ରୁ ବାହାର ହେବେ KKR ଷ୍ଟାର ବୋଲର!

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ବିବାଦ ତେଜିବା ପରେ ଏବେ ମୁହଁ ଖୋଲିଛି ବିସିସିଆଇ। ବିସିସିଆଇ ଶାହରୁଖ ଖାନଙ୍କ ଦଳକୁ ବାଂଲାଦେଶ ଖେଳାଳିଙ୍କୁ ବାହାର କରିବା ପାଇଁ କଡ଼ା ଆଦେଶ ଜାରି କରିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ମାମଲା ଜାରି ରହିଛି। ଏହି କାରଣରୁ ପ୍ରଶଂସକମାନେ କେକେଆରକୁ…

Trump warns Iran: ରାଗ ସୁଝାଇବେ ଟ୍ରମ୍ପ, ସିଧା ଦେଲେ ଯୁଦ୍ଧ ଧମକ!

ନୂଆଦିଲ୍ଲୀ: ଇରାନ ପ୍ରତିବାଦରେ ଟ୍ରମ୍ପଙ୍କ ଏଣ୍ଟ୍ରି ଜେନ୍ ଜେଡଙ୍କୁ କଲେ ସମର୍ଥନ ଖାମେନେଇଙ୍କୁ ଦେଲେ ଧମକ ଇରାନ ବି କହିଲା ନିଜ କଥା ସମ୍ଭାଳ... ଗତ କିଛି ଦିନ ଧରି, ଖାମେନେଇ ସରକାରଙ୍କ ବିରୁଦ୍ଧରେ ସମଗ୍ର ଇରାନରେ ପ୍ରତିବାଦ ଜାରି ରହିଛି। ଲୋକମାନେ ରାସ୍ତାକୁ…

Magh Mela: ପ୍ରୟାଗରାଜରେ ମାଘମେଳା ଆରମ୍ଭ, ସ୍ନାନ-ଦାନରେ କମ୍ପୁଛି ସଙ୍ଗମସ୍ଥଳ

ପ୍ରୟାଗରାଜ: ପୌଷ ପୂର୍ଣ୍ଣିମାରେ ପ୍ରଥମ ସ୍ନାନ ସହିତ ମାଘ ମେଳା ଆରମ୍ଭ ହୋଇଛି। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀଙ୍କ ସଙ୍ଗମସ୍ଥଳରେ ବିଶ୍ୱାସର ଲହରୀ ଉଠୁଛି। ପ୍ରବଳ ଥଣ୍ଡା ସତ୍ତ୍ୱେ, ବ୍ରହ୍ମମୁହୂର୍ତ୍ତରୁ ଭକ୍ତମାନେ ସଙ୍ଗମସ୍ଥଳରେ ସ୍ନାନ ଏବଂ ଦାନ କରୁଛନ୍ତି। ପୌଷ ପୂର୍ଣ୍ଣିମାର…

ମେକ୍ସିକୋରେ ବଡ଼ ଧରଣର ଭୂମିକମ୍ପ: ୨ ଜଣଙ୍କର ମୃତ୍ୟୁ, ଅନେକ ଆହତ

ମେକ୍ସିକୋ: ଦକ୍ଷିଣ ଆମେରିକୀୟ ଦେଶ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୫। ଜାତୀୟ ଭୂକମ୍ପ ବିଜ୍ଞାନ ସେବା ଅନୁଯାୟୀ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ଏକ…

Saudi-UAE Tension: ସାଉଦି ଆରବ-ୟୁଏଇ ଲଢ଼େଇରେ ୨୦ ଜଣଙ୍କର ମୃତ୍ୟୁ, ୟେମେନ ମାଟିରେ କାହିଁକି ବୋହୁଛି ରକ୍ତ?

ସାନା: ୟେମେନରେ ସାଉଦି ଆରବ ସମର୍ଥିତ ସରକାରୀ ଯୁଦ୍ଧ ବିମାନଗୁଡ଼ିକ UAE ସମର୍ଥିତ ଦକ୍ଷିଣ ଟ୍ରାନ୍ଜିସନାଲ କାଉନସିଲ ଦ୍ୱାରା କବଜା କରାଯାଇଥିବା ଅଞ୍ଚଳଗୁଡ଼ିକ ଉପରେ ବୋମା ମାଡ଼ ଏବଂ ସ୍ଥଳ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ହୋଇଛି ଯେ…