Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Hanuman Ansh: ୨୧ ବର୍ଷୀୟା ଯୁବତୀଙ୍କ କମାଲ! ପ୍ରଥମ ଫିଲ୍ମ…୧୦୦ କୋଟି ପାର୍!

ମାତ୍ର ୨୧ ବର୍ଷ ବୟସ। ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ବଡ଼ ଅଭିଜ୍ଞତା ନାହିଁ। ନା ପ୍ରଚାର, ନା ଅଛନ୍ତି ବଡ଼ ଷ୍ଟାର…ତଥାପି ତାଙ୍କ କାହାଣୀର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିଛି । ଫିଲ୍ମଟି ବି ମଧ୍ୟ ୨ କୋଟି ଟଙ୍କାରୁ କମ୍‌ ବଜେଟ୍‌ରେ ତିଆରି ହୋଇଛି। କିନ୍ତୁ ଏହି ଛୋଟ ବଜେଟ୍‌ର ଫିଲ୍ମ ଏବେ…

Eiffel Tower: କାହଁକି ହଠାତ୍ ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ କ’ଣ ଥିଲା ପୂରା ବିବାଦ…

ପ୍ୟାରିସ୍‌: ବିଶ୍ୱପ୍ରସିଦ୍ଧ ଆଇଫିଲ୍ ଟାୱାରକୁ ନେଇ ଫ୍ରାନ୍ସରେ ଏବେ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ଧାର୍ମିକ ପ୍ରତିନିଧି ଦଳର ଘରୋଇ ଗସ୍ତକୁ ନେଇ କର୍ମଚାରୀଙ୍କ ପ୍ରତିବାଦ ଯୋଗୁ ସୋମବାର ଟାୱାର ଖୋଲିବାରେ ବିଳମ୍ବ ହୋଇଥିଲା। ବିବାଦର କେନ୍ଦ୍ରରେ ରହିଛି ବୋଚାସନବାସୀ ଅକ୍ଷର…

ଦିଲ୍ଲୀ କୋଠା ଭୁଶୁଡିବା ଘଟଣା; ମାଲିକ ଓ ତାଙ୍କ ପତ୍ନୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ…

ନୂଆଦିଲ୍ଲୀ: ଦିଲ୍ଲୀ ପିଜି କୋଠା ଭୁଶୁଡିବା ଘଟଣାରେ ସୋମବାର ଦିନ ପୋଲିସ ମାଲିକଙ୍କୁ ଗିରଫ କରିଛି। ଯେଉଁଠାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରହୁଥିଲେ ଏବଂ ଗୋଟିଏ ଦିନ ପୂର୍ବରୁ ଏହା ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଥିଲା ବେଳେ ପୌର…

PM Modi’s Programme: ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଜବରଦସ୍ତ କ୍ରେଜ୍‌! ୧ ଘଣ୍ଟାରେ ସବୁ ସିଟ୍‌ ବୁକ୍‌,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଗୁଜରାଟ ଭଦୋଦରା କାର୍ଯ୍ୟକ୍ରମକୁ ନେଇ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ। ବୁକ୍ ମାଇଁ ଶୋ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ ଜାରି ହୋଇଥିବା ବେଳେ ରେଜିଷ୍ଟ୍ରେସନ୍‌ ଖୋଲିବାର ମାତ୍ର ୧ ଘଣ୍ଟା ମଧ୍ୟରେ ସମସ୍ତ ସିଟ୍‌…

ଆଇଫେଲ୍ ଟାୱାର ବନ୍ଦ: ଫ୍ରାନ୍ସରେ ହଙ୍ଗାମା

ପ୍ୟାରିସ୍ : ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ସ୍ଥିତ ବିଶ୍ୱପ୍ରସିଦ୍ଧ ଆଇଫେଲ୍ ଟାୱାରରେ ଏକ ବଡ଼ ବିବାଦ ଦେଖାଦେଇଛି। ଏକ ହିନ୍ଦୁ ସାଂସ୍କୃତିକ ଓ ଧାର୍ମିକ ସଂଗଠନର ଗସ୍ତ ସମୟରେ ମହିଳା କର୍ମଚାରୀଙ୍କୁ କାର୍ଯ୍ୟରୁ ଦୂରେଇ ରଖାଯାଇଥିବା ଅଭିଯୋଗ କରି କର୍ମଚାରୀମାନେ ଧର୍ମଘଟ କରିଛନ୍ତି, ଯାହା…

ଚଦ୍ର ଆମର: କାହିଁକି ଏପରି ଦାବି କଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ଏହି ପ୍ରସଙ୍ଗ ହ୍ରଦ କିମ୍ବା କ୍ଷେତ୍ରର ନାମ ପରିବର୍ତ୍ତନ କରିବା ନୁହେଁ ବରଂ ସିଧାସଳଖ ଚନ୍ଦ୍ର କଥା ଉଠାଇଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଚନ୍ଦ୍ରର ଏକ…

ବଦଳିଲା ନିୟମ; ଏଣିକି ୨୫ ଦିନରେ କରିପାରିବେ ଗ୍ୟାସ ବୁକିଂ 

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାରା ଦେଶରେ ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟ କ୍ଷେତ୍ରରେ ଗ୍ୟାସ ସିଲିଣ୍ଡର ରିଫିଲ୍ ବୁକ୍ କରିବା ମଧ୍ୟରେ ଏବେ ୨୫ ଦିନର ବ୍ୟବଧାନ ନେଇ ଘୋଷଣା କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ…

ଓଡ଼ିଶାକୁ ଏବେ ମିଳିବେନି ନୂଆ ଡିଜିପି! ୟୁପିଏସସି ପ୍ୟାନେଲ୍ ପ୍ରସ୍ତୁତି ଉପରେ କଟକଣା ଜାରି ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ତଥା ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତିକୁ ନେଇ ଲାଗି ରହିଥିବା ସସପେନ୍ସ ଏବେ ଆହୁରି ବଢ଼ିଛି। ରାଜ୍ୟ ସରକାରଙ୍କ ଡିଜିପି ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣିକୁ…

DAC clears military capability boost:DAC ଦ୍ୱାରା ୧.୧ ଲକ୍ଷ କୋଟି ଟଙ୍କାର ସାମରିକ କ୍ଷମତା ବୃଦ୍ଧି ପ୍ରସ୍ତାବକୁ…

ନୂଆଦିଲ୍ଲୀ:ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ଆହୁରି ହେବ ମଜବୁତ । ଭାରତର ତିନି ସେନା ବାହିନୀ ପାଇଁ ସର୍ବବୃହତ ସିଷ୍ଟମ୍ ଅପଗ୍ରେଡ୍  ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧.୧୦ ଲକ୍ଷ କୋଟି ଟଙ୍କାର ଏକ ମେଗା ଡିଲ୍ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରକ୍ଷା ଅଧିଗ୍ରହଣ ପରିଷଦ…

ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ

ମସ୍କୋ: ରଷିଆରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାନପୁର ନିବାସୀ ଚନ୍ଦନ ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ରୁଷିଆ ପୋଲିସ ଅଟକ ରଖିଥିବା ନେଇ ତାଙ୍କ ସ୍ତ୍ରୀ ସ୍ନେହା ଗୁପ୍ତା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି…