Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ

ନୂଆଦିଲ୍ଲୀ: ଘାନା ଗସ୍ତରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ସେଠାକାର ବୈଦେଶିକ ମନ୍ତ୍ରୀ ସାମୁଏଲ୍ ଓକୁଡ୍‌ଜେଟୋ ଆବ୍ଲାକ୍ୱାଙ୍କୁ ଭେଟିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ​​କରିବା, ନୂତନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ…

ୟୁକ୍ରେନରେ ଋଷର ବଡ଼ ଆକ୍ରମଣ: ବସ୍ ଉପରେ ବୋମା ବିସ୍ଫୋରଣରେ ୩୩ ନାଗରିକ ମୃତ

କିଭ୍ : ପୂର୍ବ ୟୁକ୍ରେନର କ୍ରାମାଟୋର୍ସ୍କ ସହରରେ ଋଷ ସେନାର ଏକ ଭୟାନକ ବିମାନ ଆକ୍ରମଣ ଯୋଗୁଁ ଅତି କମରେ ୩୩ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଋଷ ଗ୍ଲାଇଡ୍ ବୋମା ବ୍ୟବହାର କରି ଯାତ୍ରୀବାହୀ ବସ୍ ଏବଂ ବସ୍…

FIR against Rahul, Priyanka: ଜନ୍ତରମନ୍ତରରେ ଧସ୍ତାଧସ୍ତି, ‘ପ୍ରିୟଙ୍କା ମାରିଲେ କହୁଣୀ, ରାହୁଲ କଲେ…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ବୁଧବାର ଇଣ୍ଡିଆ ମେଣ୍ଟର ବିକ୍ଷୋଭ ବେଳେ ହୋଇଥିବା ଧସ୍ତାଧସ୍ତି ଘଟଣାକୁ ନେଇ ରାଜନୈତିକ ତାତି ବଢ଼ିଛି। ଏହି ଘଟଣାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ଦିଲ୍ଲୀ ପୁଲିସ FIR ରୁଜୁ କରିଛି।…

Nana Patekar Dialogues: ଡାଏଲଗ୍ କହୁନଥିଲେ, ଚରିତ୍ର ଜୀବନ୍ତ କରୁଥିଲେ ନାନା! ‘ଏ ଦୁଃଖ୍ କାହେ ଖତମ୍ ନେହିଁ ହୋତା…

ମୁମ୍ବାଇ: ଅଫେରା ରାଇଜରେ ନାନା ପାଟେକର । ହେଲେ ଆଜି ବି କାନରେ ଶୁଭୁଛି ତାଙ୍କ ନିଚ୍ଛକ ଦମଦାର ଡାଇଲଗ୍ । ପରଦାରେ ନାନା ପାଟେକର ଯେତେବେଳେ କଥା କହୁଥିଲେ, ତାହା କେବଳ ଏକ ଡାଏଲଗ୍ ହୋଇ ରହୁନଥିଲା, ବରଂ ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଉଥିଲା। ତାଙ୍କର ସ୍ୱତନ୍ତ୍ର ସ୍ୱର, ଡାଏଲଗ୍ କହିବାର…

Nana Patekar in Army: ଫିଲ୍ମ ଛାଡ଼ି ସୀମାରେ ପହଞ୍ଚିଥିଲେ ନାନା! କେବଳ ପରଦାରେ ନୁହେଁ, ସତରେ କାରଗିଲରେ ପାକିସ୍ତାନ…

ମୁମ୍ବାଇ: ପରଦାରେ ନାନା ପାଟେକରଙ୍କୁ ଅନେକଥର ସୈନିକ ଭୂମିକାରେ ଦେଖିଛନ୍ତି ଦର୍ଶକ। କିନ୍ତୁ ନାନା ପାଟେକରଙ୍କ ଦେଶପ୍ରେମ କେବଳ ସିନେମା ପରଦା ଭିତରେ ସୀମିତ ନଥିଲା। ଜଣେ ଅଭିନେତା ଭାବେ ନୁହେଁ, ବରଂ ଜଣେ ସେନା ଅଧିକାରୀ ଭାବେ ମଧ୍ୟ ସେ ଦେଶ ପାଇଁ ସେବା କରିଥିଲେ। ୧୯୯୯ ମସିହାର କାରଗିଲ…

Nana Patekar’s Real Name: ‘ନାନା’ ନଥିଲା ତାଙ୍କ ପ୍ରକୃତ ନାଁ; ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକ…ଆଜି ସେହି…

ମୁମ୍ବାଇ: ପରଦାରେ ତାଙ୍କ ଡାଏଲଗ୍ ଶୁଣିଲେ ଥରି ଉଠୁଥିଲା ଦର୍ଶକଙ୍କ ମନ। ତାଙ୍କ ଅଭିନୟରେ ଥିଲା ରାଗ, ଭାବନା ଓ ଜୀବନର ବାସ୍ତବ ଚିତ୍ର। କିନ୍ତୁ ଯେଉଁ ‘ନାନା’ ନାଁରେ ତାଙ୍କୁ ସାରା ଦେଶ ଜାଣିଥିଲା, ସେ ନାଁ ପଛରେ ଲୁଚିଥିଲା ଏକ ଛୋଟ ହେଲେ ବି ଖୁବ୍ ଭାବପ୍ରବଣ କାହାଣୀ। ବଲିଉଡ୍ ଓ ମରାଠୀ…

ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ

ରିୟାଦ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ରିୟାଦସ୍ଥିତ ‘ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ‘ଆଭା ଆନ୍ତର୍ଜାତୀୟ ବିମାନବନ୍ଦର’କୁ ଲକ୍ଷ୍ୟ କରି ୟେମେନର…

ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍

କାବୁଲ: ଉତ୍ତର ଆଫଗାନିସ୍ତାନର ଜୋଜଜାନ ପ୍ରଦେଶରେ ତାଲିବାନ ପ୍ରଶାସନ ପୁଣିଥରେ ନିଜର କଠୋର ନିୟମ ଜାହିର କରିଛି। ସଙ୍ଗୀତ ଓ ମନୋରଞ୍ଜନ ଉପରେ କଟକଣା ଲଗାଇବା ଅଭିଯାନର ଭାଗ ସ୍ୱରୂପ ସେଠାକାର ନୈତିକତା ମନ୍ତ୍ରଣାଳୟର ଅଧିକାରୀମାନେ ଜବତ ହୋଇଥିବା ୬୫ରୁ ଅଧିକ ବାଦ୍ୟଯନ୍ତ୍ରକୁ ନିଆଁ ଲଗାଇ ପୋଡ଼ି…

NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ:କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ବରିଷ୍ଠ ପରାମର୍ଶଦାତା ଡେଭିଡ୍ ମୋରିସନ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକ ସମୟରେ CEPA (Comprehensive Economic Partnership Agreement) ଏବଂ…

PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ…

ନୂଆଦିଲ୍ଲୀ: ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ଣ୍ଣ ହୋଇଛି। ନରେନ୍ଦ୍ର ମୋଦୀ ୧୩ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ; ଏହି ପଦବୀରେ ଥିବା ସମୟରେ ହିଁ ସେ ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ବର୍ତ୍ତମାନ…