Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୁଲଗାମ ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା । କୁଲଗାମର ରେଡବାନୀରେ ଜାରି ରହିଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ।…

ବୈଷୟିକ ତ୍ରୁଟି ପାଇଁ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ମହାକାଶ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶ ଯାତ୍ରା ଅଟକି ଯାଇଛି । ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଉଡ଼ାଣ ସମୟରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତ ରଖାଯାଇଛି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି।…

ତୃତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଓ ମହାରାଷ୍ଟ୍ରରେ ସବୁଠୁ କମ୍ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୯୩ ଆସନରେ ଭୋଟ ଦେଉଛନ୍ତି ଜନସାଧାରଣ । ଆଜି ଗୁଜୁରାଟର ୨୫, ଉତ୍ତରପ୍ରଦେଶର ୧୦, କର୍ଣ୍ଣାଟକର ୧୪ ଓ ମହାରାଷ୍ଟ୍ରର ୧୧ ଆସନରେ ଚାଲିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ…

ଫୁଲ ମାର୍କ ୨୦୦ କିନ୍ତୁ ଛାତ୍ରୀ ରଖିଲେ ୨୧୨: ଭାଇରାଲ ହେଲା ଛାତ୍ରୀଙ୍କ ମାର୍କସିଟ୍

ନୂଆଦିଲ୍ଲୀ: ସାଧାରଣ ଭାବେ କୌଣସି ପରୀକ୍ଷାରେ ଟପ୍ପର ହେଉଥିବା ଛାତ୍ରଛାତ୍ରୀମାନେ ମୋଟ ମାର୍କରୁ ସର୍ବାଧିକ ୯୯ ପ୍ରତିଶତ ମାର୍କ ରଖିଥିବା ଦେଖିଥିବେ । କିନ୍ତୁ କେବେ କୌଣସି ଛାତ୍ରଛାତ୍ରୀ ମୋଟ ମାର୍କରୁ ଅଧିକ ମାର୍କ ରଖିଥିବା ଦେଖିଛନ୍ତି କି? ଗୁଜରାଟର ଡାହୋଡ ଜିଲ୍ଲାରେ ଚତୁର୍ଥ ଶ୍ରେଣୀରେ…

ମନୀଷ ସିସୋଦିଆଙ୍କୁ ପୁଣି ବଡ ଝଟକା,ମେ ୧୫ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କୁ ଲାଗିଛି ପୁଣି ବଡ ଝଟକା ।  ଦିଲ୍ଲୀ ଅବକାରି ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଉଜ…

୧୦୦ ରୁ ୧୧୦୦ କୋଟି କେମିତି ହେଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନରେ ଶୁଣାଣୀ କରି ଇଡିକୁ ପ୍ରଶ୍ନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେଜ୍ରିୱାଲଙ୍କୁ ଗିରଫ କରିବାକୁ ପୁରା ୨ ବର୍ଷ କିପରି ଲାଗିଗଲା ବୋଲି ଇଡିକୁ ପ୍ରଶ୍ନ କରିଛନ୍ତି…

ସମସ୍ତ ରାଜନୈତିକ ଦଳ ମୁସଲମାନ ଭୋଟର ଚାହାଁନ୍ତି, କିନ୍ତୁ ପ୍ରାର୍ଥୀ କରନ୍ତି ନାହିଁ: ଓୱେସି

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସେପଟେ ଆଜି ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟ ମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କହିଛନ୍ତି ଯେ ମହାରାଷ୍ଟ୍ରର ସମସ୍ତ ଦଳ ଲୋକସଭା…

4G ଏବଂ 5G ସେବା ଦେବ BSNL

ନୂଆଦିଲ୍ଲୀ:  4G ସେବା ପ୍ରଦାନ କରିବ BSNL । ନିକଟରେ ପଞ୍ଜାବରେ ନିଜର 4G ସେବା ଆରମ୍ଭ କରିଥିବା BSNL ଏବେ ପୂରା ଦେଶରେ ନିଜର 4G ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ସେ ଟିସିଏସ୍ ଏବଂ ସି-ଡଟ ସହିତ ଏକ ବୁଝାମଣା ସ୍ବାକ୍ଷର କରିଛି । ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀ ଭାରତ…

ପୁଣି ଜବତ ହେଲା ବିପୁଳ ପରିମାଣର ବିଷାକ୍ତ ମସଲା, ୩ ଗିରଫ

ନୂଆଦିଲ୍ଲୀ: ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି।…

ସମୁଦ୍ରରେ ଭାସିଯାଇ ୫ ଜଣଙ୍କ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ

ଚେନ୍ନାଇ: କନ୍ୟାକୁମାରୀରେ ସମୁଦ୍ରରେ ଭାସିଯାଇ ୫ ଜଣଙ୍କ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାମିଲନାଡୁର କନ୍ୟାକୁମାରୀର ଲେମୁର ବେଳାଭୂମି ବୁଲିବାକୁ ଆସିଥିବା ପାଞ୍ଚଜଣ ମେଡିକାଲ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ । ବର୍ତ୍ତମାନ ସମୁଦ୍ର ଅଶାନ୍ତ ଥିବାରୁ…