Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭିନ୍ନ ଅନ୍ଦାଜରେ ଦୀପାବଳି ପାଳିଲେ ରାହୁଲ ଗାନ୍ଧୀ, ଦିଲ୍ଲୀର ସବୁଠୁ ପୁରୁଣା ଦୋକାନରେ ତିଆରି କଲେ ବେସନ ଲଡୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିନ୍ନ ଉପାୟରେ ଦୀପାବଳି ପାଳନ କରିଛନ୍ତି । ଏହି ବର୍ଷ ରାହୁଲ ଗାନ୍ଧୀ ଦୀପାବଳି ପାଇଁ ପୁରୁଣା ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ, ପ୍ରସିଦ୍ଧ ଏବଂ ଐତିହାସିକ ଘଣ୍ଟେୱାଲା ମିଠା ଦୋକାନରେ ନିଜ ହାତରେ ରାହୁଲ ବେସନ ଲଡୁ ଏବଂ ଇମର୍ତି ତିଆରି…

ପ୍ରତିଭା ସିଂହ କିଏ? WIPO ବିଚାରପତି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷା ଭାବେ ହେଲେ ନିଯୁକ୍ତ

ନୂଆଦିଲ୍ଲୀ: WIPO ବିଚାରକ ମଣ୍ଡଳୀ (୨୦୨୫-୨୦୨୭)ରେ ବିଭିନ୍ନ ଦେଶର ୧୦ ଜଣ ପ୍ରଖ୍ୟାତ ବିଚାରପତି ଅଛନ୍ତି, ଯେଉଁଥିରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ପ୍ରତିଭା ଏମ. ସିଂହ ମଧ୍ୟ ସାମିଲ ଅଛନ୍ତି । ଜଷ୍ଟିସ୍ ପ୍ରତିଭା ଏମ. ସିଂହ ଏହି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷତା ଭାବେ ନିଯୁକ୍ତ ହୋଇଛନ୍ତି…

Bihar Election: ହାତରେ ଲାଲୁଙ୍କ ଫଟୋ…ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଗଲେ ପ୍ରାର୍ଥୀ, ଇଣ୍ଟରନେଟରେ…

ପାଟନା: ନଭେମ୍ବର ୬ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ମତଦାନ ହେବାକୁ ଥିବା ବେଳେ ଏବେ ମଇଦାନ ଚଳଚଞ୍ଚଳ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ତାରିଖ ଶେଷ ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହି ସମୟରେ ଟିକେଟ ନେଇ ହେଉ କି ପ୍ରାର୍ଥୀ…

ପାଓ୍ବାର ବ୍ୟାଙ୍କ ଫାଟି ବିମାନରେ ଲାଗିଲ ନିଆଁ; କ୍ୟାବିନ କ୍ରୁଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟ୍ୟାକ୍ସିଂ କରୁଥିବା ସମୟରେ ଲାଗିଲା ନିଆଁ । ଦିମାପୁର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା । କ୍ୟାବିନ କ୍ରୁମାନେ ନିଆଁ ଲିଭାଇ ଦେଇଥିଲେ । ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର…

PM Modi Diwali With Navy: “ପାକିସ୍ତାନକୁ ରାତି ଅନିଦ୍ରା କରିଥିଲା ଆଇଏନଏସ ବିକ୍ରାନ୍ତ”, ନୌସେନା…

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୁଦ୍ରର ଲହରୀ ମଧ୍ୟରେ ଦେଶର ସାହସୀ ସୈନିକଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ସେ ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ ଭାରତର ପ୍ରଥମ ସ୍ୱଦେଶୀ ବିମାନ ବାହକ INS ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ…

ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ ଏହାକୁ ତାଙ୍କର ସୌଭାଗ୍ୟ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଏହି ଦୀପାବଳି ତାଙ୍କ ପାଇଁ ସ୍ୱତନ୍ତ୍ର । "ଦୀପାବଳି…

ବିହାର ନିର୍ବାଚନ ପାଇଁ ବୈଭବଙ୍କୁ ମିଳିଲା ବଡ ଦାୟିତ୍ୱ

ପାଟନା: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ତାଙ୍କୁ ବିହାର ନିର୍ବାଚନରେ ଏକ ବଡ ଦାୟିତ୍ୱ ମିଳିଛି । ଇଲେକ୍ସନ କମିଶନ ସୂର୍ଯ୍ୟବଂଶୀଙ୍କୁ ଫ୍ୟୁଚର ଭୋଟର ଆଇକନ ଭାବେ ଚୟନ କରିଛନ୍ତି । ସେ ଯୁବକମାନଙ୍କୁ…

Delhi Diwali With Toxic Air: ଦୀପାବଳି ପୂର୍ବରୁ ହିଁ ଅଣନିଶ୍ବାସୀ କଲାଣି ରାଜଧାନୀ ଦିଲ୍ଲୀ, ୪୦୦ ଟପିଲା AQI,…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ଚିନ୍ତା ସୃଷ୍ଟି କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଆଜି ସକାଳ ୭ ଟା ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୭୩ ରେକର୍ଡ କରାଯାଇଛି, ଯାହା 'ଅତ୍ୟନ୍ତ ଖରାପ'…

Russia Ukraine War: ଯୁଦ୍ଧ କିପରି ଶେଷ ହେବ କହିଲେ ଟ୍ରମ୍ପ, ୟୁକ୍ରେନର ଡୋନବାସକୁ ନେଇ ଦେଲେ ବଡ ବୟାନ୍…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ୟୁକ୍ରେନର ଡୋନବାସ ଅଞ୍ଚଳକୁ ବିଭକ୍ତ କରାଯିବା ଉଚିତ, ଏହାର…