Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହିତ: AM/NS INDIAର ଅତ୍ୟାଧୁନିକ ଅଟୋମୋଟିଭ୍ ଇସ୍ପାତ ଉତ୍ପାଦନ ଲାଇନ୍ ଉଦଘାଟିତ

ହାଜିରା/ନୂଆଦିଲ୍ଲୀ: ଆର୍ସଲରମିତ୍ତଲ ନିପ୍ସନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ପକ୍ଷରୁ ଆଜି ଗୁଜରାଟର ହାଜିରାଠାରେ ଅବସ୍ଥିତ ଏହାର ପ୍ରମୁଖ କାରଖାନାରେ ଜାପାନର ରାଷ୍ଟ୍ରଦୂତ କେଇଚି ଓନୋଙ୍କ ଦ୍ବାରା ଏକ ଆଧୁନିକ ପିକଲିଂ ଲାଇନ୍ ଏବଂ ଟାଣ୍ଡେମ୍ କୋଲ୍ଡ ମିଲ୍ (ପିଏଲଟିସିଏମ୍) ଉଦଘାଟିତ…

India’s iPhone: ‘ମେକ୍ ଇନ୍ ଇଣ୍ଡିଆ’ iPhone କଲା ନୂଆ ରେକର୍ଡ; FY26ରେ ରପ୍ତାନି ୨ ଲକ୍ଷ କୋଟି ଟଙ୍କା କଲା…

ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ ଏକ ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି ଏବଂ Apple iPhone ଏହାର ଏକ ପ୍ରମୁଖ ଉଦାହରଣ। ଏକ ରିପୋର୍ଟରୁ ଜଣାପଡିଛି ଯେ FY26 ଭାରତର ଆଇଫୋନ୍ ରପ୍ତାନି ରେକର୍ଡ ₹୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହା ସହିତ ଆପଲ୍ ଦେଶର ସର୍ବବୃହତ ସିଙ୍ଗଲ ବ୍ରାଣ୍ଡେଡ୍…

ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଲା, ଯେଉଁଥିରେ ସେ ବନ୍ଧୁକ ଧରି…

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ଆମେରିକାର ନ୍ୟାୟ ବିଭାଗ ଏହି ମାମଲାରେ ଅଭିଯୁକ୍ତ କୋଲ୍ ଆଲେନ୍‌ଙ୍କର ଏକ ନୂଆ ଭିଡିଓ ଜାରି କରିଛି । ଯେଉଁଥିରେ ସେ ବନ୍ଧୁକ ଧରି ଦ୍ରୁତ ଗତିରେ ଏକ ହୋଟେଲ ସୁରକ୍ଷା ଚେକ୍‌ପଏଣ୍ଟ…

Nitish Kumar New Residence: ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଲେ ନୀତୀଶ କୁମାର, ଏବେ ହେବେ ଲାଲୁଙ୍କ…

ପାଟନା: ଗତ ଦୁଇ ଦଶନ୍ଧି ଧରି ବିହାର ରାଜନୀତିରେ ସବୁଠାରୁ ବଡ଼ ଶକ୍ତି କେନ୍ଦ୍ର '୧ ଆନ୍ ମାର୍ଗ' ଖାଲି ହେବାକୁ ଯାଉଛି। ପ୍ରାୟ ୨୦ ବର୍ଷ ଧରି ଏହି ଐତିହାସିକ ବଙ୍ଗଳାରେ ରହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ତାଙ୍କର ଠିକଣା ପରିବର୍ତ୍ତନ କରୁଛନ୍ତି। ସେ ପାଟନାର ୭ ସର୍କୁଲାର…

Pak Petroleum Minister On India: ଭାରତ ପ୍ରଶଂସାରେ ଶତମୁଖ ପାକିସ୍ତାନର ପେଟ୍ରୋଲିୟମ୍ ମନ୍ତ୍ରୀ, ଏମିତି କହିଦେଲେ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି ପାଇଛି, ଯାହାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଇରାନ ଯୁଦ୍ଧ ପରଠାରୁ ତେଲ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୨୬ ଡଲାରରେ ପହଞ୍ଚିଛି। ଏହି ସମୟରେ ପାକିସ୍ତାନର ପେଟ୍ରୋଲିୟମ୍ ମନ୍ତ୍ରୀ, ଅଲି ପରଭେଜ୍ ମାଲିକ, ଭାରତକୁ…

ଟ୍ରମ୍ପଙ୍କ ଅଫରକୁ ଇରାନର ସିଧାସଳଖ ପ୍ରତ୍ୟାଖ୍ୟାନ: “ଯୁଦ୍ଧ ନାମରେ ହେଉଥିବା ବ୍ଲାକମେଲ୍ ଆଗରେ ଆମେ ମୁଣ୍ଡ…

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବେ ଏକ ନୂଆ ମୋଡ଼ ନେଇଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆସିଥିବା ଏକ ପ୍ରସ୍ତାବକୁ ଇରାନ ସିଧାସଳଖ ଏବଂ କଡ଼ା ଭାଷାରେ ପ୍ରତ୍ୟାଖ୍ୟାନ କରିଛି। ଇରାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବଘାଇ ଏକ ସାମ୍ବାଦିକ…

ଭାରତରେ ନାଗରିକତା ନିୟମରେ ପରିବର୍ତ୍ତନ, ନାବାଳକଙ୍କ ପାଇଁ ମଧ୍ୟ ରହିଛି ନିୟମ; OCI ପାଇଁ ସ୍ୱତନ୍ତ୍ର ସୁବିଧା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ନିୟମ, ୨୦୦୯ରେ ସଂଶୋଧନ କାର୍ଯ୍ୟକାରୀ କରିଛି । ଯାହା ପ୍ରବାସୀ ଭାରତୀୟ ନାଗରିକ (OCI) କାର୍ଡଧାରକ ଏବଂ ନାଗରିକତା ଆବେଦନ ସହିତ ଜଡିତ ଅନେକ ପ୍ରକ୍ରିୟାରେ ଡିଜିଟାଲ୍ ମୋଡ୍ ପ୍ରଚଳନ କରିଛି । ପ୍ରକାଶିତ ଏକ ଗେଜେଟ୍ ବିଜ୍ଞପ୍ତିରେ, ସରକାର…

ଆମେରିକା ରାଜନୀତିରେ ବଡ଼ ହଲଚଲ: ଇରାନ ଯୁଦ୍ଧ ନେଇ ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଇରାନ ବିରୋଧରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ଯୁଦ୍ଧ ଲଢ଼ିବାକୁ ନେଇ ସେ ଆମେରିକୀୟ ସଂସଦ ବା 'କଂଗ୍ରେସ'ର ଅନୁମୋଦନ ହାସଲ କରିବାରେ ଏଯାଏଁ ବିଫଳ ହୋଇଛନ୍ତି। ସବୁଠାରୁ ବଡ଼ ଚିନ୍ତାର ବିଷୟ…

5 KG FTL Up: ଛାତ୍ରଛାତ୍ରୀ ଏବଂ ବ୍ୟାଚଲରଙ୍କ ମୁଣ୍ଡରେ ଚଡକ, କମର୍ସିଆଲ ପରେ ବଢ଼ିଲା ୫ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ଆଜି ମେ ମାସ ଆରମ୍ଭ ହୋଇଥିବା ବେଳେ ସକାଳୁ ସକାଳୁ ସାଧାରଣ ଲୋକଙ୍କୁ ବଡ଼ ଝଟକା ଲାଗିଛି। ନିର୍ବାଚନ ସରିବା ସହିତ, ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି। ସରକାର ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ଟଙ୍କା ବୃଦ୍ଧି କରିଛନ୍ତି, ଯାହା ବ୍ୟବସାୟ ପାଇଁ ଏକ…

କୋଲକାତାରେ ହାଇ-ଭୋଲଟେଜ୍ ଡ୍ରାମା: କାହିଁକି ସିଧାସଳଖ ଷ୍ଟ୍ରଙ୍ଗରୁମ୍ ଗଲେ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ପୁରା ଘଟଣା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତିରେ ଉଷ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇଭିଏମ୍ ଟ୍ୟାମ୍ପରିଂ ବା ହେରଫେର ହେଉଥିବା ନେଇ ତୃଣମୂଳ କଂଗ୍ରେସର ସାଂଘାତିକ ଅଭିଯୋଗ ପରେ କୋଲକାତାରେ ଏକ ବଡ଼ ଧରଣର ହାଇ-ଭୋଲଟେଜ୍ ଡ୍ରାମା…