Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୨ ବର୍ଷ ପରେ ଭୁଲ ମାନିଲେ ଷ୍ଟିଭ୍ ବକନର; ସଚିନ୍‌ଙ୍କୁ ଦେଇଥିଲେ ଭୁଲ୍ ଆଉଟ୍…

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ କ୍ୟାରିୟରରେ ଅନେକ ଉତଥାନ ପତନ ଆସିଛି। କିନ୍ତୁ କିଛି ଏମିତି ନିଷ୍ପତ୍ତି ଥିଲା ଯାହା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଥିଲା ୱେଷ୍ଟଇଣ୍ଡିଜ୍ ଅମ୍ପାୟାର ଷ୍ଟିଭ୍ ବକନରଙ୍କ…

ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଦେଇ ଚାଞ୍ଚଲ୍ୟ ଖେଳାଇଛନ୍ତି। ନିଜର 'ଷ୍ଟେଟ୍ ଅଫ୍ ଦି ୟୁନିଅନ' ଅଭିଭାଷଣରେ ଟ୍ରମ୍ପ ଏମିତି କିଛି କହିଛନ୍ତି, ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ବଢାଇ ଦେଇଛି। ଟ୍ରମ୍ପ…

Priyanka Gandhi Demands To PM Modi: ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ,…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତ ସମ୍ପର୍କରେ ଏକ ପ୍ରମୁଖ ବୟାନ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, "ମୁଁ ଆଶା କରୁଛି ଯେ ତାଙ୍କର ଆଗାମୀ ଇସ୍ରାଏଲ ଗସ୍ତ ସମୟରେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏକ ବିଶେଷ ସଙ୍କେତ ସ୍ୱରୂପ, ଇସ୍ରାଏଲର ନେସେଟ୍ (ସଂସଦ) ଭାରତୀୟ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି। ଆଜିଠୁ ଦୁଇଦିନିଆ ଇସ୍ରାଏଲ୍‌…

ଲରେନ୍ସ ବିଷ୍ଣୋଇଙ୍କ ଓକିଲଙ୍କ ଉପରେ ଗୁଳିମାଡ଼, ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ମଙ୍ଗଳବାର ରାତି ପ୍ରାୟ ୧୦ଟା ୧୦ରେ ଦିଲ୍ଲୀର କଶ୍ମୀର ଗେଟ୍ ଅଞ୍ଚଳରେ ଅଜ୍ଞାତ ଆକ୍ରମଣକାରୀମାନେ ଏକ କାର ଉପରେ ଗୁଳିଚାଳନା କରିଥିଲେ, ଯେଉଁଥିରେ ଜଣେ ଆହତ ହୋଇଥିଲେ। ପୋଲିସର ସୂଚନା ଅନୁଯାୟୀ କାରରେ ପାଞ୍ଚ ଜଣ ଥିଲେ ଏବଂ ଗୁଳିଚାଳନା ପରେ ଆକ୍ରମଣକାରୀମାନେ ଫେରାର ହୋଇ…

ଇଣ୍ଟରନେଟରେ ଭାଇରାଲ ହେଉଛି କୁନି ମାଙ୍କଡ଼ ପଞ୍ଚ, ୨ କୋଟି ଅଫର୍…

ନୂଆଦିଲ୍ଲୀ: ନିକଟରେ ପଞ୍ଚ-କୁନ୍ ନାମକ ଏକ ଶିଶୁ ମାଙ୍କଡ଼କୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର କାହାଣୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ଯାହା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କୁ ଭାବପ୍ରବଣ ମଧ୍ୟ କରିଦେଉଛି। ଜନ୍ମ ପରେ ନିଜ ମାଆ…

‘Agni Varsha’ at Pokhran:ଭାରତୀୟ ସେନାର ‘ଅଗ୍ନିବର୍ଷା’… ମରୁଭୂମିରେ ଭାରତର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଭାରତୀୟ ସେନାର ଦକ୍ଷିଣ କମାଣ୍ଡ ମଙ୍ଗଳବାର ରାଜସ୍ଥାନର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ 'ଅଗ୍ନି ବର୍ଷା' ନାମକ ଏକ ପ୍ରମୁଖ ସାମରିକ ଅଭ୍ୟାସ କରିଛନ୍ତି । ଏହି ଅଭ୍ୟାସ ସମୟରେ ସେନା ମରୁଭୂମିରେ ନିଜର ପ୍ରସ୍ତୁତି, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମିଳିତ ଯୁଦ୍ଧ କ୍ଷମତା…

ବଦଳିଲା କେରଳ ନାଁ…

ନୂଆଦିଲ୍ଲୀ: ନୂତନ ପିଏମଓ କୋଠା ସେବା ତୀର୍ଥରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ମୋଦି କ୍ୟାବିନେଟ କେରଳ ରାଜ୍ୟର ନାମ ପରିବର୍ତ୍ତନ କରି କେରଳମ କରିଛନ୍ତି। ଏପ୍ରିଲ-ମେ ମାସରେ ହେବାକୁ ଥିବା କେରଳ…