Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାଜାରେ ଖାଦ୍ୟ ସଙ୍କଟ: ସାତ ଜଣଙ୍କ ପାଇଁ ଗୋଟିଏ ଓଳିର ଆହାର

ଗାଜା: ଇସ୍ରାଏଲ-ହମାସ ସଂଘର୍ଷ ଏବଂ ନିରନ୍ତର ଅବରୋଧ ଯୋଗୁଁ ଗାଜା ଷ୍ଟ୍ରିପ୍‌ରେ ଖାଦ୍ୟ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ରିପୋର୍ଟ ଅନୁସାରେ, ଅଲ-ବାଲା ର ସରଣାର୍ଥୀ ଶିବିରରେ ରହୁଥିବା ମେରଭାଟ୍ ରାଦୱାନ୍ ଙ୍କ ପରିବାର ଏବେ ମାତ୍ର ଗୋଟିଏ ଓଳିର ଖାଦ୍ୟ ଯୋଗାଡ଼ ପାଇଁ କଠିନ ସଂଗ୍ରାମ…

ସୁରକ୍ଷିତ ଅଛି କି ଆପଣଙ୍କ ଘର? ଜାଣନ୍ତୁ କେତେ ପୁରୁଣା କୋଠାକୁ ଅଡିଟ୍ କରେଇବା ଆବଶ୍ୟକ

ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁମହଲା ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ଛଅ ଜଣ ନିରୀହ ପିଲା ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ…

ଇରାନ ମାନଚିତ୍ରରେ ଟ୍ରମ୍ପଙ୍କ ମୁଁହ…

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରିବା ଏବଂ ପିକାକ୍ସ ପର୍ବତ ଉପରେ ଆକ୍ରମଣ ଧମକ ପରେ ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ଏକ ନୂଆ ପୋଷ୍ଟ କରିଛନ୍ତି। ପଶ୍ଚିମ ଏସିଆର ଏକ ମାନଚିତ୍ର ସେୟାର କରିଛନ୍ତି ଟ୍ରମ୍ପ। ଯେଉଁଥିରେ ଇରାନର ମାନଚିତ୍ର ଟ୍ରମ୍ପଙ୍କ ମୁଣ୍ଡ ଆକାରର ଚିତ୍ରଣ ଥିବା…

ଟ୍ରମ୍ପଙ୍କ ନାମ ବଦଳ ରାଜନୀତି, “ନ୍ୟୁ ମେକ୍ସିକୋ” ହେବ “ନ୍ୟୁ ଆମେରିକା”

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ପୋଷ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନ୍ୟୁ ମେକ୍ସିକୋ ରାଜ୍ୟର ନାମ ପରିବର୍ତ୍ତନ କରି "ନ୍ୟୁ ଆମେରିକା" କରିବା ପାଇଁ ଇଙ୍ଗିତ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍' ସୋସିଆଲରେ ଏକ…

ବଢୁଛି ନଦୀ ଜଳସ୍ତର, ବିହାରରେ ୨୨ ଲକ୍ଷ ଲୋକ ପ୍ରଭାବିତ

ପାଟନା: ବିହାରରେ ବନ୍ୟା ଯୋଗୁଁ ଚାଷ ଜମି, ଗାଁ ସହରାଞ୍ଚଳ ଜନବସତି, ରାସ୍ତା, କଲେଜ ଏବଂ ଘର ଜଳମଗ୍ନ ହୋଇପଡ଼ିଛି। ଯାହା ଫଳରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଗଙ୍ଗା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ପାଟନାର ନୌବତପୁରରେ ହଜାର ହଜାର ଏକର ଧାନ ଫସଲ ବୁଡ଼ି…

ସାରା ବିଶ୍ୱରେ ଦେଖିବାକୁ ମିଳିବ ଭାରତର ଦବଦବା: ମେଟ୍ରୋ ରେଳ ନେଟୱାର୍କରେ ଆମେରିକାକୁ ଟପିବ ଭାରତ

ଇନ୍ଦୋର: ଆଗାମୀ ଦୁଇ ବର୍ଷ ଭିତରେ ଭାରତୀୟ ମେଟ୍ରୋ ରେଳ ନେଟୱାର୍କ ଆମେରିକାକୁ ପଛରେ ପକାଇ ଏକ ନୂଆ ଇତିହାସ ରଚିବାକୁ ଯାଉଛି । ଦ୍ରୁତ ସହରୀକରଣ ଯୋଗୁଁ ବିଭିନ୍ନ ସହରକୁ ମେଟ୍ରୋ ସଂଯୋଗ ପ୍ରକ୍ରିୟା ଜାରି ରହିଥିବା ବେଳେ, ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କରେ…

ଆଣ୍ଡ୍ରଏଡ୍ ଲୋଗୋରେ କାହିଁକି ରହିଛି ଏକ ସବୁଜ ରଙ୍ଗର ରୋବଟ୍? ଜାଣନ୍ତୁ ଏହାର ରୋଚକ କାହାଣୀ

ନୂଆଦିଲ୍ଲୀ: ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଆଉ ଯେତେବେଳେ ସ୍ମାର୍ଟଫୋନ୍ କଥା ଉଠେ, ସେତେବେଳେ ଆଣ୍ଡ୍ରଏଡ୍ ଏବଂ ଏହାର 'ସବୁଜ ରୋବଟ୍' ଲୋଗୋ ଆମ ଆଖି ସାମ୍ନାକୁ ଆସିଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ବିଶ୍ୱର ଏହି ଲୋକପ୍ରିୟ…

ଅଧିକ ଭଡ଼ା ନେଉଥିଲେ, ହେଲେ କରୁନଥିଲେ ରକ୍ଷଣାବେକ୍ଷଣ: ଘର ମାଲିକଙ୍କ ଖାମଖିଆଲି ମନୋଭାବ ନେଲା ନିରୀହ ପିଲାଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ଛାତିଥରା ଅଘଟଣ ଘଟିଛି। ଛାତ୍ରଛାତ୍ରୀଙ୍କ ଗହଳିରେ ସବୁବେଳେ ଚଳଚଞ୍ଚଳ ରହୁଥିବା ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଥିବା ଏକ ବହୁମହଲା ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଏହି ଭୟଙ୍କର ବିପର୍ଯ୍ୟୟରେ ପିଜିରେ ରହୁଥିବା ଏକାଧିକ…

ବିମାନବନ୍ଦରରେ ବଡ଼ ଧରଣର ଦୁର୍ଘଟଣା: ରନ୍‌ୱେରୁ ଖସିଲା ଆମାଜନ୍ କାର୍ଗୋ ବିମାନ, ଏକାଧିକ ମୃତ

ମିଆମି (ଆମେରିକା): ଆମେରିକାର ଫ୍ଲୋରିଡା ପ୍ରଦେଶ ଅନ୍ତର୍ଗତ ମିଆମି ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍‌ର ଏକ 'ପ୍ରାଇମ୍ ଏୟାର୍' କାର୍ଗୋ ବିମାନ ଅବତରଣ କରିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ରନ୍‌ୱେରୁ…

Satya Niketan PG collapse:କୋଠା ଅଘଟଣ, ବଢୁଛି ମୃତ୍ୟୁ; ପିଜି ମାଲିକଙ୍କ ବିରୋଧରେ ମାମଲା ରୁଜୁ, ମାଜିଷ୍ଟ୍ରେଟ୍…

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି । ଅନେକ ଛାତ୍ର ଭଗ୍ନାବଶେଷରେ ଫସି ରହିଛନ୍ତି । ଦମକଳ ବାହିନୀ, NDRF ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି କୋଠା ଭୁଶୁଡ଼ିବା ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ…