Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱକୁ ଆଉ ଏକ ଟ୍ରମ୍ପ ଦରକାର; ଆମେରିକା ରାଷ୍ଟ୍ରପତିଙ୍କୁ କାହିଁକି ଇସ୍ରାଏଲର ଏତେ ପ୍ରଶଂସା…

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି। ସୋମବାର ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରି ନେତାନ୍ୟାହୁ କହିଛନ୍ତି ଯେ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏପର୍ଯ୍ୟନ୍ତ ଇସ୍ରାଏଲର ସବୁଠାରୁ ଭଲ ବନ୍ଧୁ। ସେ…

ମୁଁ ଯୁଦ୍ଧ ସମାଧାନ କରିବାରେ ସିଦ୍ଧହସ୍ତ: ଟ୍ରମ୍ପ୍ 

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦାବି କରିଛନ୍ତି। ତେବେ ମଧ୍ୟପ୍ରାଚ୍ୟ ଗସ୍ତ ସମୟରେ ଟ୍ରମ୍ପ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନ…

ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟକା, ଅଡୁଆରେ ପତ୍ନୀ ଓ ପୁଅ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‌କା । IRCTC ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ଚାର୍ଜ ଫ୍ରେମ୍ । ଲାଲୁଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲେ ଦିଲ୍ଲୀ କୋର୍ଟ । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ…

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ୨୦୨୫ ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। "ଉତ୍ପାଦନ-ଚାଳିତ ଅର୍ଥନୈତିକ ଅଭିବୃଦ୍ଧିକୁ ବାଖ୍ୟା କରିଥିବାରୁ ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଏବଂ ପିଟର୍ ହାୱିଟଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରଦାନ…

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ CBI; ଯାଇଥିଲା ୪୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ:ସୋମବାର ଦିନ ସୁପ୍ରିମକୋର୍ଟ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦଳଚକଟାରେ ୪୧ ଜଣଙ୍କ ଜୀବନ ଯାଇଥିଲା। ସିବିଆଇ ତଦନ୍ତର ତଦାରଖ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି କରିବ।…

ଭାଙ୍ଗୁଛି ମାଓଗଡ; ଗତ ୨ ବର୍ଷରେ ଛତିଶଗଡ଼ରେ ମଲେଣି ୯୯୫ରୁ ଅଧିକ ନକ୍ସଲ

ମାଲକାନଗିରି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସମେତ ଦେଶରୁ ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ଘନ ଘନ ଏନକାଉଣ୍ଟର୍‌ । ଯେଉଁଥିରେ ଗତ ଦୁଇ ବର୍ଷରେ ଛତିଶଗଡ଼ରେ ୯୯୫ରୁ ଊର୍ଦ୍ଧ୍ବ ନକ୍ସଲଙ୍କ ମୃତ୍ୟୁ…

ଧନତେରାସ ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି; ଜାଣନ୍ତୁ କେତେ ବଢିଲା..

ନୂଆଦିଲ୍ଲୀ: ଧନତେରାସ ପୂର୍ବରୁ ସୁନାରୂପା ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ଗ୍ରାହକଙ୍କୁ ଶକ୍ତ ଝଟକା ପରି ଲାଗିଛି । ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୬୧୨୦ ଟଙ୍କା ବଢ଼ିଛି । ସେହିପରି, ରୁପା କେଜି ୧,୯୦,୦୦୦ ଟଙ୍କାରେ ପହଞ୍ଚିଛି ।…

ପୋଲିସ ଏନ୍‌କାଉଣ୍ଟରରେ ଦୁଷ୍କର୍ମୀ ମୃତ, ଜେଲ୍‌ରୁ ଫେରିବା ପରେ ନାବାଳିକାକୁ ଆକ୍ରମଣ କରି ଫେରାର ଥିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଏନ୍‌କାଉଣ୍ଟରରେ ଦୁଷ୍କର୍ମୀ ମୃତ। ମିରଟ ସାରୁପୁର ଅଞ୍ଚଳରେ ସକାଳୁ ପୋଲିସର ଏନ୍‌କାଉଣ୍ଟର। ଦୁଷ୍କର୍ମ ମାମଲାରେ ୫ ବର୍ଷ ସଜ୍ଜା କାଟି ଫେରିଥିବା ଶେହଜାଦକୁ ଏନ୍‌କାଉଣ୍ଟର। ଜେଲ୍‌ରୁ ଫେରିବା ପରେ ଜଣେ ନାବାଳିକାକୁ ଆକ୍ରମଣ କରି ଫେରାର ଥିଲା। ଗିରଫ କରାଇଲେ…

AI ଯୋଗୁଁ ଚାକିରି ହରାଇବା ଚିନ୍ତାରେ ଅଛନ୍ତି କି?ଏହାକୁ ନେଇ ଏପରି ମତ ରଖିଲେ ଗୁଗୁଲ୍ କ୍ଲାଉଡ୍ ସିଇଓ ….

ନୂଆଦିଲ୍ଲୀ:କୃତ୍ରିମ ବୁଦ୍ଧିମତ୍ତା (AI) ଏପରି ଏକ ପ୍ରଯୁକ୍ତିବିଦ୍ୟା ଯାହା କର୍ମଚାରୀଙ୍କୁ ଦୂର କରିନଥାଏ, ସାହାଯ୍ୟ କରେ। ଏହା କହିଛନ୍ତି ଗୁଗୁଲ୍ କ୍ଲାଉଡ୍ (Google Cloud) ସିଇଓ ଥମାସ୍ କୁରିଆନ୍ (Thomas Kurian) । ସିଇଓ ଥମାସ୍ କୁରିଆନ୍ କହିଛନ୍ତି ଯେ AIର ଉଦ୍ଦେଶ୍ୟ ହେଉଛି…

ଭାରତୀୟ ସେନାର ଅଷ୍ଟ୍ରେଲିଆ ଗସ୍ତ; ସାମରିକ ଅଭ୍ୟାସରେ କରିବେ ଅଂଶଗ୍ରହଣ

ନୂଆଦିଲ୍ଲୀ: ରବିବାର ଦିନ ଭାରତୀୟ ସେନାର ଏକ ଦଳ ମିଳିତ ଅଭ୍ୟାସ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି । ୧୨୦ ଜଣ ଯବାନଙ୍କ ଦଳ ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥର Irwin Barracksରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମିଳିତ ସାମରିକ ଅଭ୍ୟାସ, AUSTRAHIND 2025 ରେ…