Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୋଇଯାଆନ୍ତୁ ସାବଧାନ, ନକଲି ଚେକ୍ ବନାଉଛି AI

ନୂଆଦିଲ୍ଲୀ: ଦେଶ ଏବଂ ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ବୃଦ୍ଧି ପାଉଛି। AI ଏବେ ଏତେ ଉନ୍ନତ ହୋଇଯାଇଛି ଯେ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର। ChatGPT Images 2.0 ବ୍ୟବହାର କରି ତିଆରି ହୋଇଥିବା ଏକ ବ୍ୟାଙ୍କ ଚେକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

H-1B Visa: H-1B ଭିସା ଉପରେ ସଙ୍କଟ

ନୂଆଦିଲ୍ଲୀ: ଆମେରିକାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟ ଆଶାୟୀଙ୍କ ପାଇଁ ଏକ ବଡ଼ ଝଟକା । H-1B ଭିସାକୁ ନେଇ ଆମେରିକା କଂଗ୍ରେସରେ ଆସିଛି ଏକ ବିବାଦୀୟ ବିଲ୍ । ଏହି ବିଲ୍ ଯଦି ପାରିତ ହୁଏ, ତେବେ ହଜାର ହଜାର ଭାରତୀୟ ଆଇଟି ପ୍ରଫେସନାଲଙ୍କ ଭାଗ୍ୟ ଖରାପ ହୋଇଯିବ । ଆମେରିକା…

Salim Dola Arrest Turkey:ତୁର୍କୀରେ ଭାରତୀୟ ଡ୍ରଗ୍ସ ଡନ୍ ଗିରଫ;ଦାଉଦ ଇବ୍ରାହିମ ସହ ରହିଛି ଲିଙ୍କ୍…

ନୂଆଦିଲ୍ଲୀ:ଭାରତର କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ୍ ଡୋଲାଙ୍କୁ ତୁର୍କୀରେ ଗିରଫ କରାଯାଇଛି। ସଲିମ୍ ଡୋଲା ଜଣେ ଅନ୍ତର୍ଜାତୀୟ ଡ୍ରଗ୍ସ ନେଟୱାର୍କର ଜଣେ ବଡ଼ ଖେଳାଳି ଭାବରେ ଜଣାଶୁଣା । ଭାରତୀୟ ସୁରକ୍ଷା ଏଜେନ୍ସି ଏହା ନିଶ୍ଚିତ କରିଛନ୍ତି। ତୁର୍କୀ ସୁରକ୍ଷା ଏଜେନ୍ସିଗୁଡ଼ିକ ଇସ୍ତାନବୁଲରେ ଏକ…

‘୪ଟି ସନ୍ତାନ ଜନ୍ମ କର, ଗୋଟିଏ ଆରଏସଏସକୁ ଦିଅ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନ ସୃଷ୍ଟି କଲା ନୂଆ…

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଦେଶର ପ୍ରସିଦ୍ଧ କଥାବାଚକ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ସେ ଏବେ ନାଗପୁରରେ ଏକ ବିବାଦୀୟ ବୟାନ ଦେଇ ହଇଚଇ ସୃଷ୍ଟି କରିଛନ୍ତି । ଯେଉଁଥିପାଇଁ ତାଙ୍କୁ ଅନ୍ଧଶ୍ରଦ୍ଧା ନିର୍ମୂଳଣ ସମିତି ଖୋଲାଖୋଲି ଚ୍ୟାଲେଞ୍ଜ କରିଛି । ତାଙ୍କର ସଦ୍ୟତମ ବୟାନ…

ସ୍ୱପ୍ନକୁ ବି ନିୟନ୍ତ୍ରଣ କରିବ ଏଆଇର ଏହି ଡିଭାଇସ

ଭୁବନେଶ୍ୱର: ଆର୍ଟିଫିସିଆଲ ଇଂଟେଲଜେନ୍ସି ଏବେ ସମସ୍ତ ବିଭାଗରେ କବଜା କରିବା ଆରମ୍ଭ କରିଛି । ଭଲ ଓ ମନ୍ଦର ଦୋ ଛକି ବିଚାରରେ ୟୁଜର୍ସମାନେ କିନ୍ତୁ ଏହାକୁ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ପ୍ରଫେଟିକ ଏଆଇ ନାମକ ଏକ କମ୍ପାନୀ ସ୍ୱପ୍ନକୁ ନିୟନ୍ତ୍ରଣ କରିବା ଭଳି ଡିଭାଇସ ପ୍ରସ୍ତୁତ କରିଛି…

ବୁଲି ବୁଲି ବାଣ୍ଟୁଥିଲେ ଏଡସ୍… ଧରା ପଡ଼ିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ…

ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏଡସ ହୋଇଥିବା ସତ୍ତ୍ବେ ସେ ଏହାର ପ୍ରତିକାର ନକରି କୌଣସି ଔଷଧ ସେବନ ନକରି ୭ ଜଣଙ୍କୁ ଏହି ମାରାତ୍ମକ ରୋଗ ବାଣ୍ଟିଥିବା ଖବର ସାମ୍ନାକୁ ଆଶିଛି । ଯାହାକୁ କେନ୍ଦ୍ର କରି ବ୍ରିଟେନର ନ୍ୟୁ କଷ୍ଟଲ କ୍ରାଉନ କୋର୍ଟ…

ଆତଙ୍କବାଦୀ ଆକ୍ରମଣ ନେଇ ବାଂଲାଦେଶରେ ହାଇ ଆଲର୍ଟ ଜାରି…

ଢାକା: ବାଂଲାଦେଶର ସୁରକ୍ଷା ବାହିନୀ ଏକ ବଡ଼ ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଛନ୍ତି । ବାଂଲାଦେଶ ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ଏକ ଗୁପ୍ତଚର ସର୍କୁଲାର ଏହି ବିବରଣୀ ପ୍ରକାଶ କରିଛି । ଏହି ଯୋଜନା ସଂସଦ, ସାମରିକ ଏବଂ ପୋଲିସ ପ୍ରତିଷ୍ଠାନ, ଧାର୍ମିକ ସ୍ଥଳ, ମନୋରଞ୍ଜନ କେନ୍ଦ୍ର ଏବଂ ଢାକାର…

ଆମେରିକା କାହିଁକି ୩ ବର୍ଷ ପାଇଁ H-1B ଭିସା ନିଷେଧ କରିବାକୁ ନିଷ୍ପତ୍ତି ନେଲା?

ୱାଶିଂଟନ: ଆମେରିକାର H-1B ଭିସା ଦରକାର କରୁଥିବା ଲୋକଙ୍କ ପାଇଁ ଟ୍ରମ୍ପ ପ୍ରଶାସନ ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି । ଆମେରିକା କଂଗ୍ରେସରେ ରିପବ୍ଲିକାନ ସାଂସଦଙ୍କ ଏକ ଗୋଷ୍ଠୀ H-1B ଭିସା କାର୍ଯ୍ୟକ୍ରମ ଉପରେ ୩ ବର୍ଷର ସ୍ଥଗିତ ଲଗାଇବା ପାଇଁ ଏକ ବିଲ୍ ଆଗତ କରିଛନ୍ତି । ଯଦି ଏହି ବିଲ୍…

Srinagar Central jail: ଆତଙ୍କୀ ଲିଙ୍କ ତଦନ୍ତରେ ବଡ଼ ଖୁଲାସା: ଶ୍ରୀନଗର କେନ୍ଦ୍ରୀୟ ଜେଲରେ CIKର ବଡ଼…

ଶ୍ରୀନଗର:ଜମ୍ମୁ ଏବଂ କାଶ୍ମୀର ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ଏକ ଆତଙ୍କବାଦ ମାମଲାରେ ଶ୍ରୀନଗରର ଅତ୍ୟନ୍ତ ସୁରକ୍ଷିତ କେନ୍ଦ୍ରୀୟ ଜେଲରେ ଚଢାଉ କରି ଡିଜିଟାଲ୍ ଡିଭାଇସ୍ ଜବତ କରିଛି । ଶନିବାର ଦିନ, CIK ସନ୍ଦେହଜନକ ଡିଜିଟାଲ୍ ହସ୍ତାକ୍ଷର ବିଷୟରେ ବୈଷୟିକ ସୂଚନା…

ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ରାଘବ ଚଢା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ଛାଡି ରାଘବ ଚଢା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଯାହାର ପ୍ରଭାବ ସୋସିଆଲ ମିଡିଆରେ ଦେଖାଯାଇଛି। କାରଣ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ପ୍ରାୟ ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଯାହାଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି (ଜେନ ଜେଡ) ଥିଲେ।…