Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଉଣ୍ଟ ଏଭରେଷ୍ଟର ପୁରୁଣା ନାମ କ’ଣ, କେତେ ଉଚ୍ଚତାରେ ରହିଛି ଡେଥ୍ ଜୋନ୍?

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ପର୍ବତ ଭାବରେ ଜଣାଶୁଣା ମାଉଣ୍ଟ ଏଭରେଷ୍ଟକୁ ଦୁଃସାହସିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହାର ଉଚ୍ଚତା, ପ୍ରାୟ ୮,୮୪୮.୮୬ ମିଟର, ଯାହା ବିଶ୍ୱର ସର୍ବୋଚ୍ଚ ଶିଖର ଅଟେ । ହିମାଳୟ ପର୍ବତମାଳାରେ ନେପାଳରୁ ତିବ୍ଦତ…

ସରଣ୍ଡାରେ ପୁଣି ମାଓ ହିଂସା, ଯୁବକଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ବିଶ୍ରା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ପୁଣି ଥରେ ମାଓହିଂସା ଦେଖିବାକୁ ମିଳିଛି । ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ମୃତକ ଜଣକ…

ଭୋଟରଙ୍କୁ ଧମକଚମକ, ଭାଇରାଲ୍ ଭିଡିଓ ଦେଖି ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ହିଂସା ଏବଂ ମତଦାତାଙ୍କୁ ଧମକଚମକ ଦେବାର ଘଟଣା ବୃଦ୍ଧି ପାଉଛି। ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ବାଇକ୍ ଆରୋହୀ ଦୁର୍ବୃତ୍ତମାନେ ସ୍ଥାନୀୟ ଲୋକଙ୍କୁ…

ଲାଞ୍ଚ ଟଙ୍କା ଖାଇଗଲା ମୂଷା, ଆଶ୍ଚର୍ଯ୍ୟ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଲାଞ୍ଚ ନୋଟଗୁଡ଼ିକୁ ଖାଇଗଲା ମୂଷା। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। କାରଣ ବିହାରରେ ଜଣେ ମହିଳା ଅଧିକାରୀଙ୍କ ବିରୁଦ୍ଧରେ ଚାଲିଥିବା ଲାଞ୍ଚ ମାମଲାର ଶୁଣାଣି ସମୟରେ ଏଭଳି ଯୁକ୍ତି ଦିଆଯାଇଥିଲା। ସୂଚନା ଅନୁଯାୟୀ ବିହାରର…

ହରଭଜନ ସିଂଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର…ଏବେ ରହିବେ ସିଆରପିଏଫ ସୁରକ୍ଷାରେ

ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି (ଆପ୍) ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରିକେଟର ତଥା ରାଜ୍ୟ ସଭା ସାଂସଦ ହରଭଜନ ସିଂ । ଏହାପରେ ହରଭଜନଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଞ୍ଜାବ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ରବିବାର ହରଭଜନଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ…

ଦିଲ୍ଲୀ ବିମାନବନ୍ଦରରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ଲାଗିଲା ନିଆଁ, ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ…

ଶାହାଙ୍କ ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ବାହାର କରିବା ମନ୍ତବ୍ୟ ଉପରେ କଡା ଜବାବ ରଖିଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ ଜଣ ଜଣ କରି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବୁ । ଏହି ଅନୁପ୍ରବେଶକାରୀମାନେ ଆମ ଯୁବକମାନଙ୍କ…

ବସରେ ଶକ୍ତିଶାଳୀ ବିସ୍ଫୋରଣ; ୧୩ ମୃତ, ୩୮ରୁ ଅଧିକ ଆହତ

ବୋଗୋଟା: କଲମ୍ବିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବସରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩୮ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେନା ମୁଖ୍ୟ ସ୍ପଷ୍ଟ ଭାବରେ ଏହି ଆକ୍ରମଣକୁ ‘ଆତଙ୍କବାଦୀ ଆକ୍ରମଣ’ ବୋଲି କହିଛନ୍ତି । କଲମ୍ବିଆନ୍…

India Next-Gen Warfare: ଏବେ ଶତ୍ରୁଙ୍କୁ ନିସ୍ତାର ନାହିଁ! DRDOର ନୂଆ ଧମାକା…

ନୂଆଦିଲ୍ଲୀ: ଶତ୍ରୁଙ୍କୁ ସାବଧାନ! ଭାରତୀୟ ସେନାଙ୍କୁ ମିଳିଲା ସୁପରପାୱାର DRDO ର ମାଷ୍ଟରପ୍ଲାନ୍ ନୂଆ ଆର୍ମଡ୍ ଭେଇକିଲ...ଶତ୍ରୁଙ୍କୁ ନାକରେ ପାଣି ପିଆଇବ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଶନିବାର ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ପାଇଁ ଉନ୍ନତ ଆର୍ମର୍ଡ…

Manipur unrest: ପୁଣି ଅଶାନ୍ତ ମଣିପୁର: ୩ ମୃତ, ମୁହାଁମୁହିଁ ପୋଲିସ୍-ପ୍ରଦର୍ଶନକାରୀ

ଇମ୍ଫାଲ: ପୁଣି ଅଶାନ୍ତ ମଣିପୁର। ରାସ୍ତାରେ ପ୍ରଦର୍ଶନକାରୀ। ଶାନ୍ତି ଏବଂ ପୁନର୍ବାସ ଦାବି କରି COCOMI ନେତୃତ୍ୱରେ ହଜାର ହଜାର ଲୋକ ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।…