Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Trump Tariffs: ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା, ଜାଣନ୍ତୁ କାହା ଉପରେ ପଡିବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା। ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ। ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍। ଆମେରିକୀୟ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ବିରଳ ପୃଥିବୀ ଉପାଦାନର ରପ୍ତାନି ଉପରେ ଚୀନ୍ ର ପ୍ରତିବନ୍ଧକ…

ଦୀପିକା ପାଦୁକୋନ ହେଲେ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଦ ଲିଭ୍ ଲଭ୍ ଲାଫ୍ (LLL) ଫାଉଣ୍ଡେସନ୍ ମାନସିକ ସଚେତନତା ପ୍ରସାର ପାଇଁ କାମ କରେ । ଦୀପିକା ନିଜେ ଡିପ୍ରେସନ୍ ଅନୁଭବ କରିବା ପରେ ମଧ୍ୟ ବ୍ୟକ୍ତିଗତ ଭାବରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ବର୍ତ୍ତମାନ, ତାଙ୍କୁ…

3୫ ବର୍ଷ ଚାକିରି ପରେ EPFରୁ କେତେ ଟଙ୍କା ମିଳିବ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଆଜିର ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ କର୍ମଚାରୀମାନଙ୍କର ଭବିଷ୍ୟତ ସୁରକ୍ଷା ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଏବଂ କର୍ମଚାରୀ ପେନସନ ଯୋଜନା (ଇପିଏସ୍‌) ଏକ ମଜବୁତ ଆଧାର ସାବ୍ୟସ୍ତ ହେଉଛି। କିନ୍ତୁ ଅନେକ କର୍ମଚାରୀ ଏହି ଯୋଜନାର ସୁବିଧା ସମ୍ପର୍କରେ ଅଜ୍ଞ…

ଆଉ ସୋସିଆଲ ମିଡିଆ ଚଲାଇପାରିବେନି ଛୋଟ ପିଲା ! ଜାଣିନିଅନ୍ତୁ କେଉଁଠି କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ପିଲା ଓ ଯୁବକମାନଙ୍କ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ ଓ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଏବେ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ପିଲାମାନଙ୍କ ଚିନ୍ତାଧାରା, ଭାବନା ଓ ବ୍ୟବହାର ଉପରେ…

ପାକିସ୍ତାନ ପାଇଁ ବଢ଼ିଲା ବିପଦ ! ଏକାଠି ହେବେ ଭାରତ-ଆଫଗାନିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ବଢ଼ିଲା ବିପଦ । ପୁଣି ଆରମ୍ଭ ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ । ପୁଣି ଥରେ କାବୁଲରେ ନୂଆଦିଲ୍ଲୀ ଖୋଲିବ ଦୂତାବାସ । ଭାରତ ଓ ଆଫଗାନିସ୍ତାନର ଚକ୍ରବ୍ୟୂହରେ ଏଣିକି ଫସିବ ପାକିସ୍ତାନ...ସେଥିପାଇଁ ନୂଆଦିଲ୍ଲୀରେ ଭାରତ ଓ ତାଲିବାନ ମଧ୍ୟରେ ସଫଳ ହୋଇଛି…

Nobel Peace Prize: ମିଳିଲାନି ନୋବେଲ୍, ରାଗରେ କିଛି ଏମିତି କରିପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଭାଙ୍ଗିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ। ମିଳିଲାନି ନୋବୋଲ୍ ଶାନ୍ତି ପୁରସ୍କାର । ଏଥିପାଇଁ ବିଶ୍ବରେ ହେଉଥିବା ଯୁଦ୍ଧରେ ବିରାମ ଦେବା ପାଇଁ ଯଥୋଚିତ ପ୍ରୟାସ କରିଥିଲେ ଟ୍ରମ୍ପ । ଏଯାବତ ୮ ଯୁଦ୍ଧ ଶେଷ କଲେଣି ବୋଲି ଦାବି ମଧ୍ୟ କରିଆସୁଛନ୍ତି । ହେଲେ…

Bihar Assembly Elections 2025: ବିହାରରେ ଚିରାଗ କିଙ୍ଗମେକର!

ପଟନା: ଗତ କିଛି ବର୍ଷ ଧରି ମେଣ୍ଟ, ଜାତି ସମୀକରଣ ଏବଂ ରାଜନୈତିକ ଚାଲବାଜି ଯୋଗୁଁ ବିହାର ରାଜନୀତି ଖବରରେ ରହିଛି। ଏପରି ଅନେକ ଉଦାହରଣ ରହିଛି ଯେଉଁଠାରେ ଛୋଟ ଦଳଗୁଡ଼ିକ ନିର୍ବାଚନ ପରେ କ୍ଷମତାର ଚାବି ଧରି କିଙ୍ଗମେକର ଭୂମିକା ଗ୍ରହଣ କରିଛନ୍ତି। ୨୦୦୫ ବିଧାନସଭା ନିର୍ବାଚନ ପରେ ରାମବିଳାସ…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଙ୍ଗିଲା ଟ୍ରମ୍ପଙ୍କ ସ୍ବପ୍ନ…

ଓସ୍ଲୋ: ନରୱେର ରାଜଧାନୀ ଓସ୍ଲୋରେ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଯାହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପୁରସ୍କାର ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି। ମାରିଆ କୋରିନା ମାଚାଡୋ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର…

J-K: ପାଞ୍ଚ ଦିନ ଧରି ନିଖୋଜ ଥିବା ଯବାନଙ୍କର ମିଳିଲା ମୃତଦେହ, ଏବେ ବି ଜଣେ ନିଖୋଜ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିକଟରେ ଦୁଇ ଯବାନ ନିଖୋଜ ହେବା ଘଟାଣାରେ ଏବେ ବି ଚାଲିଛି ସର୍ଚ୍ଚ ଅପରେସନ୍। ମିଳିଥିବା ସୂଚନା ଅନୁଯାୟୀ ଆଜି ଅନନ୍ତନାଗ ଜିଲ୍ଲାର କୋକେରନାଗର ଘନ ଜଙ୍ଗଲରେ ଜଣେ ଯବାନଙ୍କ ମୃତଦେହ ମିଳିଛି। ଅନ୍ୟ ଯବାନଙ୍କର ଏବେ ବି ଖୋଜା ଚାଲିଛି।…

UK India Defence Deal: ବ୍ରିଟେନ ସହିତ ୪ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି, ଭାରତକୁ ମିଳିବ LMM…

ନୂଆଦିଲ୍ଲୀ: ଭାରତ ଏବଂ ୟୁକେ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ହୋଇଛି। ଭାରତୀୟ ସେନାକୁ ୟୁକେ ନିର୍ମିତ ହାଲୁକା ମଲ୍ଟିରୋଲ୍ ମିସାଇଲ୍ (LMMs) ଯୋଗାଇବା ପାଇଁ ବ୍ରିଟେନ୍ ୪୬୮ ନିୟୁତ ଆମେରିକୀୟ ଡଲାର (₹୪୧୫୫ କୋଟି) ମୂଲ୍ୟର ଏକ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…