Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିଏ ଅଧିକ ପାଠପଢୁଆ ନୀତୀଶ ନା ଲାଲୁ ? ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: କିଏ ଅଧିକ ପାଠୁଆ ନୀତୀଶ ନା ଲାଲୁ । ବିହାର ରାଜନୀତିର କଥା ଆସିଲେ ଏହି ଦୁଇ ନେତାଙ୍କ ନାଁ ସବୁବେଳେ ଥାଏ ଆଗରେ । ଏମିତିକି କୁହାଯାଏ ଯେ ଏହି ନେତାଙ୍କ ବିନା ବିହାର ରାଜନୀତି ଅସମ୍ଭବ। ବର୍ତ୍ତମାନ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ, ଅନ୍ୟପକ୍ଷରେ ଲାଲୁ ଯାଦବ ମଧ୍ୟ ବିହାରର…

ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ: ଅପରେସନ ସିନ୍ଦୂର ହିରୋଙ୍କୁ କରାଗଲା ସମ୍ମାନିତ

ନୂଆଦିଲ୍ଲୀ: ଗାଜିଆବାଦର ହିଣ୍ଡନ୍ ଏୟାରଫୋର୍ସ ଷ୍ଟେସନରେ ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ ଗର୍ବ ଏବଂ ସାହସର ସହିତ ପାଳନ କରିଛି । ଚଳିତ ବର୍ଷ, ପ୍ରଥମ ଥର ପାଇଁ, ୩ଟି ସେବା ଶାଖା: ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଏକ ମିଳିତ ଦଳ ସହିତ ପରେଡ୍ ଆରମ୍ଭ ହୋଇଥିଲା, ଯାହା…

Chemistry Nobel Prize 2025: ମରୁଭୂମି ବାୟୁରୁ ଜଳ ସଂଗ୍ରହ କରିବାର ଆବିଷ୍କାର ପାଇଁ ତିନି ବୈଜ୍ଞାନିକଙ୍କୁ ମିଳିବ…

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ କେମିଷ୍ଟ୍ରି ପାଇଁ ସୁସୁମୁ କିଟାଗାୱା (ଜାପାନ), ରିଚାର୍ଡ ରବସନ୍ (ଅଷ୍ଟ୍ରେଲିଆ) ଏବଂ ଓମାର ଏମ୍. ୟାଘି (ଆମେରିକା)ଙ୍କୁ ନୋବେଲ ପ୍ରଦାନ କରାଯିବ ।ମେଟାଲ ଅର୍ଗାନିକ ଫ୍ରେମୱାର୍କ(MOFS) ସୃଷ୍ଟି…

ଶ୍ରୀଲଙ୍କାରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି ଦୁଇ ଓଡିଆ ଯୁବକ

କଲମ୍ବୋ/ଭୁବନେଶ୍ବର: ଭାରତ ବାହାରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି ଦୁଇ ଓଡିଆ ଯୁବକ । ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶା ବୁଲିଆସିବା ନିମନ୍ତେ ସପ୍ତାହ ବ୍ୟାପୀ କ୍ୟାମ୍ପେନ ଚଳାଇଛନ୍ତି ଦୁଇ ଓଡିଆ ଯୁବକ କୁମାରେଶ ନାୟକ ଓ ନିହାର ରଞ୍ଜନ ନନ୍ଦ ।…

RKM ପାୱାର ପ୍ଲାଣ୍ଟରେ ଦୁର୍ଘଟଣା: ଲିଫ୍ଟ ଖସି ୪ଶ୍ରମିକଙ୍କ ମୃତ୍ୟୁ

ରାୟପୁର:ମଙ୍ଗଳବାର ରାତିରେ ଛତିଶଗଡ଼ର ସକ୍ତି ଜିଲ୍ଲାର RKM ପାୱାର ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଲିଫ୍ଟ ଚେନ୍ ଛିଡିଯିବାରୁ ଏହା ୪୦ମିଟର ଉଚ୍ଚତାରୁ ଖସି ପଡ଼ିଲା। ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ସକ୍ତି…

Bihar Election 2025: ପ୍ରଥମ ପର୍ଯ୍ୟାୟରେ ଏହି ୧୨୧ ଆସନରେ ଲଢେଇ, ଜାଣନ୍ତୁ କେଉଁ ଦଳର ରହିଛି ଦବଦବା…

ପାଟନା: ବିହାର ବିଧାନସଭା ନିର୍ବାଚନ ନଭେମ୍ବର ୬ ଏବଂ ୧୧ ତାରିଖରେ ଅନୁଷ୍ଠିତ ହେବ, ନଭେମ୍ବର ୧୪ ରେ ଗଣନା ହେବ। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୭୪ ନିୟୁତରୁ ଅଧିକ ଭୋଟର ଭୋଟ୍ ଦେବାକୁ ଯୋଗ୍ୟ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେବ, ନାମାଙ୍କନ…

Shilpa Shetty 60 crore Fraud Case: ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟକା; ୬୦ କୋଟି ଜମା ନକରି…

ମୁମ୍ବାଇ: ଠକେଇ ମାମଲରେ ଶିଲ୍ପା ସେଟ୍ଟୀଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ବମ୍ବେ ହାଇକୋର୍ଟ ଆଜି ଶିଳ୍ପା ସେଟ୍ଟୀ ଏବଂ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାର ଶୁଣାଣି କରିଛନ୍ତି। ବମ୍ବେ ହାଇକୋର୍ଟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ…

ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ହିଁ ଅପରେସନ ସିନ୍ଦୂରର ବିଜୟ ହୋଇଥିଲା: ବାୟୁସେନା ମୁଖ୍ୟ

ଗାଜିଆବାଦ: ବୁଧବାର ଗାଜିଆବାଦର ହିଣ୍ଡନ୍ ବାୟୁସେନା ଘାଟିରେ ୯୩ତମ ଭାରତୀୟ ବାୟୁସେନା ଦିବସ ସମାରୋହ ଆୟୋଜିତ ହୋଇଛି । ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଅପରେସନ ସିନ୍ଧୁରର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ସେ ବ୍ୟାଖ୍ୟା କରିଥିଲେ ଯେ, ଅପରେସନ ଯୋଜନା,…

ଆତ୍ମସମର୍ପଣ କଲା ମାଓ ନେତା ରୁବେନ୍;ମୁଣ୍ଡରେ ଥିଲା ୮ଲକ୍ଷ ପୁରସ୍କାର

ହାଇଦ୍ରାବାଦ: ସିପିଆଇର ଜଣେ ବରିଷ୍ଠ ମାଓ ନେତା ମନ୍ଦା ରୁବେନ ମଙ୍ଗଳବାର ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ରୁବେନଙ୍କ ମୁଣ୍ଡରେ ₹୮ ଲକ୍ଷ ପୁରସ୍କାର ରହିଥିଲା । ସେ ଦକ୍ଷିଣ ବସ୍ତରର ବରିଷ୍ଠ ଡିଭିଜନ କମିଟି ସଚିବ ଥିଲେ ଏବଂ…

Pakistan Against Afghan Terror: ଆତଙ୍କରେ ଆତଙ୍କବାଦୀ ଜନକ!

ନୂଆଦିଲ୍ଲୀ: ବିଶ୍ବ ଆଗରେ ଆତଙ୍କବାଦର କାରଖାନା...ହେଲେ ଏବେ ପ୍ରହସନ କରୁଛି ପାକିସ୍ତାନ...ଆଫଗାନିସ୍ତାନରେ ବଢୁଥିବା ଆତଙ୍କବାଦକୁ ଭୟ କରୁଛି...ମୂଳପୋଛ କରିବା ପାଇଁ ଦେଇଛି ଆହ୍ବାନ... ଯେଉଁ ଦେଶ ବର୍ଷ ବର୍ଷ ଧରି ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଲୁଚାଇ…