Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କମ୍ପାନୀ ପ୍ରତି ରହିବନି ଆଉ ‘ଲୟାଲଟି’: କାହିଁକି ବିଶ୍ୱାସଯୋଗ୍ୟ କର୍ମଚାରୀ ହୋଇପାରିବେନି Gen Z? ମୁମ୍ବାଇ ଯୁବକଙ୍କ…

ମୁମ୍ବାଇ: କର୍ପୋରେଟ୍ ଜଗତରେ ଏବେ ଏକ ବଡ଼ ପରିବର୍ତ୍ତନ ଆସୁଛି । ପୂର୍ବରୁ ଜଣେ କର୍ମଚାରୀ ଗୋଟିଏ କମ୍ପାନୀରେ ଦଶନ୍ଧି ଦଶନ୍ଧି ଧରି କାମ କରି ନିଜର ନିଷ୍ଠା ପ୍ରମାଣ କରୁଥିଲେ, କିନ୍ତୁ ଆଜିକାଲିର ନୂଆ ପିଢ଼ି ବା 'Gen Z' (୧୯୯୦ ଦଶକର ଶେଷ ଭାଗରୁ ୨୦୧୦ ମଧ୍ୟରେ ଜନ୍ମିତ) କର୍ମଚାରୀଙ୍କ…

୧୦ ଟଙ୍କାର ଝାଲମୁଢ଼ିରେ ଭୋଟ୍‌? ଭୋଟ୍ ପୂର୍ବରୁ ବେଙ୍ଗଲ ରାଜନୀତିରେ ନୂଆ ଚର୍ଚ୍ଚା

ନୂଆଦିଲ୍ଲୀ/କୋଲକାତା: ଗୁରୁବାର ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ। ୧୫୨ଟି ବିଧାନସଭା ଆସନରେ ହେବ ମତଦାନ। ପ୍ରଚାର ଥମିଯାଇଛି, ଏବେ ଅପେକ୍ଷା ଗୁରୁବାର ମତଦାନକୁ। ଏହା ପୂର୍ବରୁ କିନ୍ତୁ ଚର୍ଚ୍ଚାର ଖୋରାକ ଯୋଗାଇଛି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ଝାଲମୁଢି। ରାଜନୀତିରେ କେବଳ…

ମମତା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି: ସୁପ୍ରିମକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା। ଇଡି ରେଡ୍ ବେଳେ ବାଧା ସୃଷ୍ଟି କରିବା ମାମଲାରେ କଡ଼ା ସମାଲୋଚନା କଲେ ସର୍ବୋଚ୍ଚ ନ୍ୟାୟାଳୟ। ରେଡ୍ ବେଳେ ମମତାଙ୍କ ହସ୍ତକ୍ଷେପକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ବୁଧବାର ଦିନ ସୁପ୍ରିମକୋର୍ଟ…

Malegaon blast case: ମାଲେଗାଓଁ ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ:ବମ୍ବେ ହାଇକୋର୍ଟ ଆଜି ୨୦୦୬ ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । କୋର୍ଟ ମାମଲାର ଚାରି ଅଭିଯୁକ୍ତ - ରାଜେନ୍ଦ୍ର ଚୌଧୁରୀ, ଧନ ସିଂହ, ମନୋହର ରାମ ସିଂହ ନରୱାରିଆ ଏବଂ ଲୋକେଶ ଶର୍ମାଙ୍କ ବିରୋଧରେ ଚାର୍ଜଫ୍ରେମ୍…

ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ମାତୃତ୍ବ ଛୁଟିକୁ ମନା…

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ମ୍ୟାଟରନିଟି ଲିଭ୍ ବା ମାତୃତ୍ୱ ଛୁଟି ଉପରେ ଏକ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସଂସଦ ଦ୍ୱାରା ପ୍ରଣୀତ ମାତୃତ୍ୱ ଲାଭ ଆଇନ ଏକ ଆଇନ । ଏହି ନିୟମଗୁଡ଼ିକ ଯେକୌଣସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା କିମ୍ବା ଆର୍ଥିକ…

TCS ମାମଲାରେ ନୂଆ ଖୁଲାସା: ପୀଡିତା ମ୍ୟାନେଜମେଣ୍ଟ ନିକଟରେ ଅଭିଯୋଗ କରିଥିଲେ, ହେଲେ…

ନାସିକ: ଏକ କର୍ପୋରେଟ୍ କାର୍ଯ୍ୟାଳୟ, ଯେଉଁଠାରେ ସୁରକ୍ଷିତ ଏବଂ ବୃତ୍ତିଗତ ପରିବେଶ ଆଶା କରାଯାଏ, ଯଦି ଭୟ, ଚାପ ଏବଂ ନୀରବତାର ବାତାବରଣ ରହିଥାଏ, ତେବେ ପ୍ରଶ୍ନ କେବଳ ଗୋଟିଏ ଘଟଣା ବିଷୟରେ ନୁହେଁ, ବରଂ ସମଗ୍ର ବ୍ୟବସ୍ଥା ବିଷୟରେ ହୋଇଯାଏ । ନାସିକର TCS ଶାଖାରୁ ସାମ୍ନାକୁ ଆସିଥିବା ମାମଲାର…

IRS ଅଧିକାରୀଙ୍କ ଝିଅଙ୍କୁ ବଳାତ୍କାର ପରେ ହତ୍ୟା! ମୋବାଇଲ ଚାର୍ଜର ତାରରେ ତଣ୍ଟି ଚିପିଦେଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଜଣେ ଝିଅକୁ ତାଙ୍କ ନିଜ ଘରେ ପଶି ହତ୍ୟା କରାଯାଇଥିବା ମାମଲା ଚହଳ ସୃଷ୍ଚି କରିଛି। ରିପୋର୍ଟ ଅନୁଯାୟୀ, ମୋବାଇଲ୍ ଫୋନ୍ ଚାର୍ଜର ସାହାଯ୍ୟରେ ଝିଅଟିକୁ ଗଳାଚାପି ହତ୍ୟା କରାଯାଇଥିଲା।…

Virat Kohli EX-Girlfriend: କାହିଁକି ପୁଣି ଚର୍ଚ୍ଚାରେ ବିରାଟଙ୍କ ପୂର୍ବତନ ପ୍ରେମିକା?

ନୂଆଦିଲ୍ଲୀ: ଖୁସିରେ ଜୀବନ ବିତାଉଛନ୍ତି ବିରାଟ-ଅନୁଷ୍କା ଇଣ୍ଟରନେଟରେ ପୂର୍ବତନ ପ୍ରେମିକାଙ୍କ ଚର୍ଚ୍ଚା ବଲିଉଡ ଏବଂ କ୍ରିକେଟର ଏକ ଅନନ୍ୟ ସଙ୍ଗମ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ପୁରା ବିଶ୍ଵର ଏବେ ସେମାନେ ପାୱାର କପଲ୍। ତାଙ୍କର ଗୋଟିଏ ଝଲକ ପୁରା ଇଣ୍ଟରନେଟରେ ହଇଚଇ ସୃଷ୍ଟି…

ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ର ସହିତ ଖୋଲିଲା ବାବା କେଦାରଙ୍କ ମନ୍ଦିର ଦ୍ବାର, ଟ୍ବିଟ୍ କରି…

ଡେରାଡୁନ: ଦୀର୍ଘ ୬ ମାସ ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି ଶ୍ରୀ କେଦାରନାଥ ଧାମର ଦ୍ୱାର ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ର ସହିତ ଖୋଲାଯାଇଛି । ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ । ମନ୍ଦିରକୁ ୫୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି…