Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାନ ଉପରେ ଆକ୍ରମଣ କରିବ କି ଆମେରିକା? ‘ପେଣ୍ଟାଗନ୍ ପିଜା ଇଣ୍ଡେକ୍ସ’ ଦେଉଛି ବଡ଼ ସଂକେତ

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ଘନଘଟା । ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଜେନେଭାରେ ହେବାକୁ ଥିବା ପରମାଣୁ ଚୁକ୍ତି ଆଲୋଚନା ବିଫଳ ହେବା ପରେ ଏବେ ସାରା ବିଶ୍ୱରେ ‘ପେଣ୍ଟାଗନ୍ ପିଜା ଇଣ୍ଡେକ୍ସ’କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି,…

ହିରୋ ସାଜିଲା କୁକୁର ଟାଇସନ, ଗୁଳି ବାଜିବା ସତ୍ତ୍ବେ ଧରାଇଦେଲା ୩ କୁଖ୍ୟାତ ଆତଙ୍କୀ

ଶ୍ରୀନଗର: ରବିବାର ଦିନ ଜମ୍ମୁ ଓ କାଶ୍ମୀରର କିସ୍ତୱାଡରେ ଭାରତୀୟ ସୁରକ୍ଷା ବାହିନୀ ୩ ଜଣ ଆତଙ୍କବାଦୀଙ୍କୁ ସଫା କରିଛନ୍ତି । ସମସ୍ତ ୩ ଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ସଦସ୍ୟ ଥିଲେ ବୋଲି ଜଣାପଡିଛି । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ କାର୍ଯ୍ୟ କରି ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ ଆରମ୍ଭ…

ଚେତାବନୀ ଦେଉଛି, ସତର୍କ ରୁହ; ‘ଆଦାନୀ-ଅମ୍ବାନୀ’ ନାମକୁ ନେଇ ରାଗିଲେ ସିଜେଆଇ

ନୂଆଦିଲ୍ଲୀ: ସୋମବାର ଦିନ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଆଇନଜୀବୀ ମାଥ୍ୟୁସ୍ ନେଦୁମ୍ପାରା ଙ୍କର ଏକ ଅନାବଶ୍ୟକ ମନ୍ତବ୍ୟ ପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏଥି ସହ ଚେତାବନୀ ଦେଇ କହିଛନ୍ତି ଯେ ଯଦି ତାଙ୍କର ଏପରି ବ୍ୟବହାର ଜାରି ରହେ ତାହେଲେ ତାଙ୍କ ବିରୁଦ୍ଧରେ…

‘ବେରୋଜଗାର ପତ୍ନୀ ବେକାର ନୁହଁନ୍ତି, ତାଙ୍କ କଠିନ ପରିଶ୍ରମକୁ ଅଣଦେଖା କରିବା ଭୁଲ’: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଜଣେ ଗୃହିଣୀଙ୍କୁ "ବେକାର" ବୋଲି କୁହାଯାଇପାରିବ ନାହିଁ ଏବଂ ଭରଣପୋଷଣ ପ୍ରଦାନ କରିବା ସମୟରେ ତାଙ୍କ ଘରୋଇ କାମକୁ ବିଚାରକୁ ନିଆଯିବା ଉଚିତ । ସ୍ୱାମୀ ଏବଂ ସ୍ତ୍ରୀଙ୍କ ସହିତ ଜଡିତ ଏକ ମାମଲାର ଶୁଣାଣି କରି…

ସମୁଦ୍ରକୁ ଓହ୍ଲାଇବ ବୁଡ଼ାଜାହାଜର ‘ଅଞ୍ଜଦୀପ’, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ସାମରିକ ଶକ୍ତି ନିରନ୍ତର ବୃଦ୍ଧି ପାଉଛି । ସ୍ଥଳଭାଗରୁ ଆକାଶ ଏବଂ ସମୁଦ୍ର ପର୍ଯ୍ୟନ୍ତ, ଦେଶର ଶକ୍ତି ବିସ୍ତାର ହେଉଛି । ଏହି ସମୟରେ, ଭାରତୀୟ ନୌସେନା ଚଳିତ ଫେବୃଆରୀ ୨୭ ତାରିଖରେ ଚେନ୍ନାଇ ବନ୍ଦରରେ ଏହାର ନୂତନ ଯୁଦ୍ଧଜାହାଜ, INS ଅଞ୍ଜଦୀପକୁ ନିୟୋଜିତ କରିବାକୁ ଯାଉଛି…

ଦୁର୍ଘଟଣା ପରେ ୩୦ ତେଜସ ବିମାନ ବାତିଲ…

ନୂଆଦିଲ୍ଲୀ: ଏକ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ଷ୍ଟକ୍ ସୋମବାର ଦିନ ହ୍ରାସ ପାଇଛି। ଏପରିକି ସେୟାର ପ୍ରାୟ ୪ ପ୍ରତିଶତ ହ୍ରାସ ପାଇଛି। ଏହି ମାସର ଆରମ୍ଭରେ ତାଲିମ ସମୟରେ ଏକ ଭାରତୀୟ ବାୟୁସେନା ତେଜସ୍ ହାଲୁକା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ…

TCS “Smart Mirror” In AI Summit: ଆଉ ସପିଙ୍ଗ ମଲ୍ ମାନଙ୍କରେ ରହିବନି ଟ୍ରାଏଲ ରୁମ୍!, ଡ୍ରେସ୍…

ନୂଆଦିଲ୍ଲୀ: ଦୂର ହେବ ସପିଙ୍ଗ ମଲରେ ଟ୍ରାଏଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ସମସ୍ୟା। ଭଳିକି ଭଳି ଡ୍ରେସ୍ ପିନ୍ଧି ଆଉ ତାକୁ ଚେକ୍ କରିବାରେ ଯିବନି ଅଧିକ ସମୟ। ତେବେ ଗ୍ରାହକଙ୍କୁ ଏହି ସମସ୍ୟାର ମୁକ୍ତି ଦେବ ଟାଟାର ଏହି ନୂଆ ପ୍ରଯୁକ୍ତି ବିଦ୍ୟା ଭର୍ଚୁଆଲ ଟ୍ରାଏଲ ରୁମ । ଏଣିକି ସ୍ମାର୍ଟ…

ତୁରନ୍ତ ଇରାନ ଛାଡ଼; ଯୁଦ୍ଧ ଆଶଙ୍କା ମଧ୍ୟରେ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଆକ୍ରମଣର ଆଶଙ୍କା ମଧ୍ୟରେ ଭାରତ ସରକାର ଇରାନରେ ରହୁଥିବା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ସରକାର ନାଗରିକମାନଙ୍କୁ ବାଣିଜ୍ୟିକ ବିମାନ ସମେତ ପରିବହନର ଉପଲବ୍ଧ ଉପାୟ ବ୍ୟବହାର କରି ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ ଦେଇଛନ୍ତି।…

ସେନା ସ୍କୁଲକୁ ବୋମା ଧମକ, ସୁରକ୍ଷା କଡାକଡି 

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ସ୍କୁଲକୁ ସୋମବାର ଦିନ ବୋମା ଧମକ ମିଳିଛି। ଇମେଲଗୁଡ଼ିକରେ ଦାବି କରାଯାଇଥିଲା ଯେ ସ୍କୁଲ ପରିସରରେ ବୋମା ରହିଛି। ସୂଚନା ପାଇବା ପରେ ଉଭୟ ସ୍କୁଲକୁ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବୃଦ୍ଧି କରାଯାଇଥିଲା। ବୋମା ଧମକ ନେଇ ସ୍କୁଲ…

PM Modi Special Letter To West Bengal People: ହୃଦୟ ଦୁଃଖିତ ଲେଖି ପଶ୍ଚିମବଙ୍ଗର ଲୋକଙ୍କୁ ଏକ ସ୍ୱତନ୍ତ୍ର ଚିଠି…

ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତା ଏବଂ କର୍ମୀମାନେ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖିଛନ୍ତି। ବଙ୍ଗଳା ଏବଂ…