Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟଙ୍କାକୁ ଡଲାର ସହ ତୁଳନା କରଯାଏ, ଅନ୍ୟ କୌଣସି ମୁଦ୍ରା ସହ କାହିଁକି ନୁହେଁ?

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ବଜାରରେ ସମ୍ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଛି। ଦୁଇ ମାସ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଏହାର ସବୁଠାରୁ ଶକ୍ତିଶାଳୀ ସ୍ତରରେ ପହଞ୍ଚିଛି। ପ୍ରାରମ୍ଭିକ ବାଣିଜ୍ୟ ଅଧିବେଶନରେ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ…

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ମିଥୁନ ଚକ୍ରବର୍ତ୍ତୀ, କହି ଦେଲେ ଏମିତି କଥା…

କୋଲକାତା: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ। ସେ ପ୍ରଶ୍ନ କରିଥିଲେ ଯେ ତାଙ୍କ ଉପରେ ଅତ୍ୟାଚାର…

ବିଶ୍ୱ ରାଜନୀତିରେ ମୋଦୀଙ୍କ ଜଲୱା: ପ୍ରମୁଖ ବିଶ୍ୱ ନେତାଙ୍କ ସହ ସାକ୍ଷାତ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଆସିଛି । ବିଶେଷକରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ତଥା…

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଫାୟାର୍ ଆଲାର୍ମ ଓ ସ୍ପ୍ରିଙ୍କଲର ଖରାପ ଥିବାରୁ ଖାଲି କରିବାକୁ ଆଦେଶ

କୋଲକାତା: ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍ ସ୍ଥିତ ତାଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନି ନିରାପତ୍ତା ଆଇନର ଗୁରୁତର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ଆସିଛି । ପଶ୍ଚିମବଙ୍ଗ…

ଏୟାର ଇଣ୍ଡିଆର ‘ଜିରୋ ଟଲରାନ୍ସ’ ନୀତି: ଯାତ୍ରୀଙ୍କ ସୁରକ୍ଷା ସହ କୌଣସି ସାଲିସ୍ ନାହିଁ, ଚାକିରି ହରାଇଲେ…

ନୂଆଦିଲ୍ଲୀ: ନିଶାଶକ୍ତ ଅବସ୍ଥାରେ ବିମାନ ଉଡ଼ାଇ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇଥିବା ଜଣେ ପାଇଲଟଙ୍କ ବିରୋଧରେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏକ ବିମାନର ମୁଖ୍ୟ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ଫେଲ୍ ହେବା ପରେ…

ଜନ୍ତରମନ୍ତରରେ ଦାଦାଗିରି: ବିବାଦୀୟ ଇନଫ୍ଲୁଏନ୍ସରଙ୍କୁ ମାଡ଼ିବସିଲା ଦିଲ୍ଲୀ ପୋଲିସ, ଲାଗିପାରେ ହତ୍ୟା ଉଦ୍ୟମ ଦଫା

ନୂଆଦିଲ୍ଲୀ: ନିଜକୁ 'କଟ୍ଟର ହିନ୍ଦୁ' ବୋଲାଉଥିବା ବିବାଦୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭାରଦ୍ୱାଜଙ୍କୁ ଶେଷରେ ଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଉଠାଇ ନେଇଛି । ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରଠାରେ ପରୀକ୍ଷା ଦୁର୍ନୀତି ବିରୋଧରେ ହୋଇଥିବା ଏକ…

Snatched Gold Chain: ମନ୍ତ୍ରୀଙ୍କୁ ପିନ୍ଧାଉଥିଲେ ମାଳ…କିଏ ନେଇଗଲା ୭ ଲକ୍ଷର ସୁନା ଚେନ୍?

ମୁଜାଫରପୁର: ମନ୍ତ୍ରୀଙ୍କୁ ମାଳ ପିନ୍ଧାଇବେ କ’ଣ ନିଜ ବେକରୁ ଗାଏବ୍ ସୁନା ଚେନ୍! ଚୋରର ହାତଚାଲାଖି, ନେଇଗଲା ନେତାଙ୍କ ୭ ଲକ୍ଷର ଚେନ୍! ବିହାରର ମୁଜାଫରପୁର ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାରଙ୍କୁ ସ୍ୱାଗତ କରିବା ବେଳେ ଜଣେ JDU ନେତାଙ୍କ ଦାମୀ ଚେନ୍ ଚୋରି ହେବା ଘଟଣା…

Poor Food Quality: ଏମିତି ଜାଗାରେ ତିଆରି ହେଉଥିଲା ଖାଇବା? ଦେଖିଲେ ବାନ୍ତି ମାଡିବ… ବେଙ୍ଗାଲୁରୁରେ ରେଡ୍ ପରେ…

ବେଙ୍ଗାଲୁରୁ: ବାହାରୁ ପୂରା ଚକାଚକ୍, ହେଲେ ରୋଷେଇ ଘର ଦେଖିଲେ ମାଡିବ ବାନ୍ତି…ବେଙ୍ଗାଲୁରୁରେ ଏକ କ୍ଲବ୍‌ର କିଚେନ୍‌ରୁ ଖାଦ୍ୟ ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ଅବହେଳା। ଖାଦ୍ୟ ବିଭାଗର ଚଢ଼ାଉ ବେଳେ ଯେଉଁ ପରିସ୍ଥିତି ଦେଖାଗଲା, ତାହା ଖାଦ୍ୟର ଗୁଣବତ୍ତା ନେଇ ବଡ଼ ପ୍ରଶ୍ନ…

Janmashtami: ମଥୁରା-ବୃନ୍ଦାବନରେ ଧୁମଧାମରେ ପାଳନ ଜନ୍ମାଷ୍ଟମୀ…୫୦୦ ଡ୍ରୋନ୍‌ରେ ଆକାଶରେ ଦେଖାଯିବ ଶ୍ରୀକୃଷ୍ଣଙ୍କ…

ଲକ୍ଷ୍ନୌ: ଆଜି ଦେଶବ୍ୟାପୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ମଥୁରା-ବୃନ୍ଦାବନରେ ଉତ୍ସବର ମାହୋଲ ବେଶ୍ ଭକ୍ତିମୟ ହୋଇଛି। ଜନ୍ମାଷ୍ଟମୀ ପାଇଁ ମଥୁରା ଓ ବୃନ୍ଦାବନକୁ ଭବ୍ୟ ଭାବେ ସଜାଯାଇଛି। ମନ୍ଦିର, ଚୌକ ଏବଂ ପ୍ରମୁଖ ରାସ୍ତାଗୁଡ଼ିକରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ଏହି…

ଶ୍ରୀନଗର ବିମାନବନ୍ଦରରେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ

ଶ୍ରୀନଗର: ମୁମ୍ବାଇରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ପାର୍କିଂ କରୁଥିବା ସମୟରେ ଏକ ଖୁଣ୍ଟକୁ ଧକ୍କା ଦେଇଛି। ଯାହା ପରେ ଯାତ୍ରୀମାନଙ୍କୁ ସିଡ଼ି ଦ୍ୱାରା ବାହାର କରାଯାଇଥିଲା। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାଁନ୍ତି। ଇଣ୍ଡିଗୋ ବିମାନ ସକାଳ ୬:୫୦ ରେ ନଭି…