Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଂଲାଦେଶ ସେନାରେ ବଡ଼ ପରିବର୍ତ୍ତନ, ଭାରତରେ ରହୁଥିବା ଅଧିକାରୀଙ୍କୁ ନିଆଗଲା ଫେରାଇ

ନୂଆଦିଲ୍ଲୀ: ବାଂଲାଦେଶରେ ବର୍ତ୍ତମାନ କ୍ଷମତା ପରିବର୍ତ୍ତନ ଘଟିଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବହୁମତ ହାସଲ କରିବା ପରେ ତାରିକ୍ ରହମାନ ଫେବୃଆରୀ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାରିକ୍ ରହମାନଙ୍କ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ସହିତ, ସାମରିକ…

ମେକ୍ସିକୋରେ ଉତ୍ତେଜନା ଓ ହିଂସା, ଭାରତୀୟ ଦୂତାବାସ ପକ୍ଷରୁ ଆଡ୍‌ଭାଇଜାରି ଜାରି

ନୂଆଦିଲ୍ଲୀ: ମେକ୍ସିକୋରେ ଆରମ୍ଭ ହୋଇଛି ଉତ୍ତେଜନା, ପୋଡ଼ାଜଳା ଓ ହିଂସା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡ୍‌ଭାଇଜାରି। ମେକ୍ସିକୋରେ ଥିବା ସବୁ ଭାରତୀୟଙ୍କୁ କଡ଼ା ପରାମର୍ଶ ଦିଆଯାଇଛି। ନିଜ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରାଯାଇଛି। ଅପରାଧିକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?

ନୂଆଦିଲ୍ଲୀ: ୮ ବର୍ଷ ପରେ ଇସ୍ରାଏଲ୍ ଯିବେ ପିଏମ୍ ମୋଦି। ଇସ୍ରାଏଲ ସଂସଦକୁ ମୋଦି ସମ୍ଭୋଧିତ କରିବା ରହିଛି କାର୍ଯ୍ୟକ୍ରମ। ସ୍ବାକ୍ଷର ହେବ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି। ମୋଦିଙ୍କୁ ଟେଲିଫୋନ୍ କରି ଆଲୋଚନା କଲେ ନେତନ୍ୟାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୫-୨୬ ରେ…

ନେପାଳରେ ବସ୍‌ ଦୁର୍ଘଟଣା: ୧୮ ମୃତ

ନୂଆଦିଲ୍ଲୀ: ନେପାଳରେ ସୋମବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଧାଡିଙ୍ଗର ତ୍ରିଶୂଳୀ ନଦୀରେ ଖସି ପଡ଼ିବା ଫଳରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ବେନିଘାଟ ରୋରାଙ୍ଗ ଗ୍ରାମୀଣ ପୌରପାଳିକାର ୩ନମ୍ବର ୱାର୍ଡର ଚାରାଉଣ୍ଡି ନିକଟରେ…

ଜେଏନ୍‌ୟୁରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ABVP ଏବଂ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ଅପରାହ୍‌ଣ ୧ଟା ୩୦ରେ ପଥର ଫିଙ୍ଗାଳି JNUର ABVP ମିଡିଆ ସଂଯୋଜକ ବିଜୟ ଜୟସୱାଲ ଗୁରୁତର ଆହତ ହୋଇଥିଲେ। ବିଳମ୍ବିତ ରାତିର ଏହି ସଂଘର୍ଷରେ ଅନ୍ୟ ଅନେକ ଛାତ୍ର ମଧ୍ୟ ଆହତ…

ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ଦେହାନ୍ତ

କୋଲକାତା: ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବରିଷ୍ଠ ନେତା ମୁକୁଲ ରାୟଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ରାତି ପ୍ରାୟ ୧ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ…

ଚନ୍ଦ୍ରଗ୍ରହଣ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ଜିନିଷ…

ନୂଆଦିଲ୍ଲୀ: ୨୦୨୬ର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ ମଙ୍ଗଳବାର ଦିନ ହେବାକୁ ଯାଉଅଛି। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେଉଥିବାରୁ ଏହାର ଧାର୍ମିକ ପ୍ରଭାବ ଏବଂ ସୂତକ ସମୟ ବୈଧ ହେବ। ବାସ୍ତୁ ଶାସ୍ତ୍ର ଅନୁସାରେ, ଗ୍ରହଣ ସମୟରେ ନକାରାତ୍ମକ ଶକ୍ତିର ସଞ୍ଚାଳନ ବୃଦ୍ଧି ପାଇଥାଏ।ତେଣୁ ଯଦି ଘରେ…

Operation Trashi‑I: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଅପରେସନ୍ ତ୍ରାଶି-୧ ଅନ୍ତର୍ଗତ ଚାଲିଥିବା ଅପରେସନ୍ ରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ସହିତ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ହ୍ୱାଇଟ୍ ନାଇଟ୍ କର୍ପସ…

ନ୍ୟୁୟର୍କକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଶୀତକାଳୀନ ଝଡ଼ ଏବଂ ପ୍ରବଳ ତୁଷାରପାତ ପୂର୍ବାନୁମାନ କରି ରବିବାର ଦିନ ଏୟାର ଇଣ୍ଡିଆ ଆମେରିକାର ନ୍ୟୁୟର୍କ ଏବଂ ନେୟର୍କକୁ ସମସ୍ତ ଉଡ଼ାଣ ବାତିଲ କରିଛି। "୨୨ ଏବଂ ୨୩ ଫେବୃଆରୀରେ ଆମେରିକାର ପୂର୍ବ ତଟ ସହିତ ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ତୁଷାରପାତ…

Policemen found shot dead: ASI ଓ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା ; ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଏଙ୍ଗଲରୁ ତଦନ୍ତ

ନୂଆଦିଲ୍ଲୀ:ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ ଆଦିୟା ପୋଲିସ ପୋଷ୍ଟରେ ନିୟୋଜିତ ଦୁଇ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା । ମୃତକମାନେ ହେଲେ ASI ଗୁରନାମ ସିଂହ ଏବଂ ହୋମଗାର୍ଡ ଅଶୋକ କୁମାର। ରବିବାର ସକାଳେ ପୋଷ୍ଟ ଭିତରେ ଅଲଗା…