Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦୧ ଘଣ୍ଟା ଧରି ବିନା ବିଶ୍ରାମରେ ଉଡ଼ିଲା ବାଜ ପକ୍ଷୀ ‘ଆଲାଙ୍ଗ’, ୫,୭୦୦ କିଲୋମିଟର ଅତିକ୍ରମ କରି…

ନୂଆଦିଲ୍ଲୀ: ପ୍ରକୃତି ଜଗତରେ ଏକ ଅଦ୍ଭୁତ କୀର୍ତ୍ତିମାନ ସ୍ଥାପନ କରିଛି 'ଆଲାଙ୍ଗ'  ନାମକ ଏକ ଅମୁର ଫାଲକନ୍ (ବାଜ ପକ୍ଷୀ) । ମଣିପୁରରୁ ଉଡ଼ାଣ ଆରମ୍ଭ କରିଥିବା ଏହି ପକ୍ଷୀଟି ଲଗାତାର ୧୦୧ ଘଣ୍ଟା ଧରି ବିନା କୌଣସି ବିଶ୍ରାମରେ ୫,୭୦୦ କିଲୋମିଟର ଦୂରତା ଅତିକ୍ରମ କରି ଆଫ୍ରିକୀୟ ଦେଶ…

‘ଅପରେସନ୍‌ ସିନ୍ଦୂର’ ବେଳେ ପାକିସ୍ତାନକୁ ଚୀନ୍‌ ଦେଇଥିଲା ସାମରିକ ସହାୟତା: ଆମେରିକୀୟ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକା କଂଗ୍ରେସର ଏକ ପ୍ୟାନେଲ୍‌ ନିଜର ସଦ୍ୟତମ ବାର୍ଷିକ ରିପୋର୍ଟରେ କହିଛି ଯେ, ଗତବର୍ଷ ‘ଅପରେସନ୍‌ ସିନ୍ଦୂର’ ସମୟରେ ପାକିସ୍ତାନକୁ ଚୀନ୍‌ ଯୋଗାଇଥିବା ସାମରିକ ସହାୟତା ଭାରତର ବଢ଼ୁଥିବା ଶକ୍ତିକୁ ରୋକିବା ପାଇଁ ବେଜିଂର ବ୍ୟାପକ ରଣନୀତିର ଏକ ଅଂଶ ଥିଲା । ଭାରତର ରଣନୈତିକ…

ତିରୁପତି ମନ୍ଦିରରେ ଯୋଡି ହେବ ନୂଆ ଇତିହାସ, ୧୨୧ କେଜି ସୁନା ଅଳଙ୍କାର ଦାନ କରିବେ ଭକ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଳା ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଜଣେ ଭକ୍ତ ପ୍ରାୟ ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଦାନ କରିବାକୁ ଯାଉଛନ୍ତି। ଏହି ଅଳଙ୍କାରଗୁଡ଼ିକର ମୂଲ୍ୟ ପ୍ରାୟ ୧୬୦ କୋଟି ଟଙ୍କା ଆକଳନ କରାଯାଇଛି। ଆସନ୍ତା ନଭେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ…

ଏଆଇ ଜରିଆରେ ୧୬୭ ବର୍ଷ ପୁରୁଣା ଗାଣିତିକ ରହସ୍ୟ ସମାଧାନର ଦାବି

ନୂଆଦିଲ୍ଲୀ: ଗଣିତ ଜଗତରେ ୧୬୭ ବର୍ଷ ଧରି ଅସମାହିତ ରହିଥିବା ସବୁଠାରୁ ଚର୍ଚ୍ଚିତ ପ୍ରଶ୍ନକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ସମାଧାନ କରାଯାଇଥିବା ନେଇ ବଡ଼ ଦାବି ସାମ୍ନାକୁ ଆସିଛି । ଆମେରିକୀୟ କମ୍ପାନୀ ଆନ୍ଥ୍ରୋପିକର ଗଣିତଜ୍ଞ ଲେଭେଣ୍ଟ ଆଲପୋଗେ ଦାବି କରିଛନ୍ତି ଯେ ସେ କମ୍ପାନୀର…

Bagheera roars at Pokhran:ଶତ୍ରୁର ଟ୍ୟାଙ୍କ୍ ଧ୍ୱଂସ କରିବ ‘ବଘୀରା’! ଆଦାନୀ ଡିଫେନ୍ସ ପକ୍ଷରୁ…

ନୂଆଦିଲ୍ଲୀ:ରାଜସ୍ଥାନର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ 'ଆଦାନୀ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍' (Adani Defence & Aerospace) ନିଜର ସ୍ୱଦେଶୀ 'ବଘୀରା AT1' (Bagheera AT1) ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ (ATGM) ପ୍ରଣାଳୀର ସଫଳ ପ୍ରଦର୍ଶନ କରିଛି। ଅତ୍ୟାଧୁନିକ କ୍ଷମତା…

ପାକିସ୍ତାନରୁ ଆଉ ୪ ଆତଙ୍କବାଦୀଙ୍କ ଜମ୍ମୁ ଏବଂ କାଶ୍ମୀରରେ ଅନୁପ୍ରବେଶ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର: ଜମ୍ମ-କଶ୍ମୀରରେ ୩ ରୁ୪ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ନଭେମ୍ବର ୧୧ ରେ କୁଲଗାମର ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଢୁଆଳରେ ଏହି ଅନୁପ୍ରବେଶ କରାଯାଇଥିବା ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡିଛି । ଏହି ଆତଙ୍କବାଦୀମାନେ…

steals Agniveer data: ‘ଅଗ୍ନିବୀର’ମାନଙ୍କ ତଥ୍ୟ ୫୦୦ ଡଲାରରେ ବିକ୍ରି ହେଉଛି ! ଡାର୍କ ୱେବ୍‌ରେ…

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଜଣେ ୧୪ ବର୍ଷୀୟ ବାଳକକୁ ଗିରଫ କରିଛି। ଏହି କିଶୋର ଜଣକ 'ଅଗ୍ନିବୀର' ଯୋଜନା ସମ୍ବନ୍ଧୀୟ ତଥ୍ୟ (ଡାଟା) 'ଡାର୍କ ୱେବ୍'ରେ ବିକ୍ରି କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହରିୟାଣାର ବଲ୍ଲଭଗଡ଼ର ବାସିନ୍ଦା ଅଟନ୍ତି।…

ଟ୍ରେନ୍‌ରେ ଉଚ୍ଚସ୍ୱରରେ ଫୋନରେ କଥା ହେଲେ କିମ୍ବା ଗୀତ ବଜାଇଲେ ଯିବାକୁ ପଡ଼ିପାରେ ଜେଲ୍‌: ପୂର୍ବତଟ ରେଳପଥର କଡ଼ା…

ଦକ୍ଷିଣ ରେଳପଥ ପରେ ଏବେ ପୂର୍ବ ତଟ ରେଳପଥ ପକ୍ଷରୁ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଟ୍ରେନ୍‌ ଭିତରେ କିମ୍ବା ରେଳ ଷ୍ଟେସନ ପରିସରରେ ମୋବାଇଲ୍ ସ୍ପିକରରେ ଉଚ୍ଚସ୍ୱରରେ ଗୀତ ବଜାଇବା, ଭିଡିଓ ଦେଖିବା, ଜୋର୍‌ରେ ଫୋନ୍‌ରେ କଥା ହେବା ଏବଂ ଉଚ୍ଚ…

FBIର ମୋଷ୍ଟ ୱାଣ୍ଟେଡ୍ ପଳାତକ ତାଲିକାରେ ଗୋଲ୍ଡି ବ୍ରାର…

ନୂଆଦିଲ୍ଲୀ: ଲରେନ୍ସ ଗ୍ୟାଙ୍ଗର ମେମ୍ବର ଗୋଲ୍ଡି ବ୍ରାରଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକାର ଏଫବିଆଇ ତାଙ୍କୁ ମୋଷ୍ଟ ୱାଣ୍ଟେଡ୍ ପଳାତକ ତାଲିକାରେ ସାମିଲ କରିଛି। ଏଫବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛି, ଯୁକ୍ତରାଷ୍ଟ୍ର ଏବଂ କାନାଡାରେ ଲରେନ୍ସ ବିଷ୍ନୋଇ…

ମୁମ୍ବାଇର ଏକ ପାର୍କରେ ଯୁବକ-ଯୁବତୀଙ୍କୁ ମାଡ: ଠେଲାପେଲା, ମୁଥ, କାଠ ଫାଳିଆରେ ମାଡ ଭିଡିଓ ଭାଇରାଲ, ମାମଲା ରୁଜୁ କଲା…

ମୁମ୍ବାଇ: ପାର୍କରେ ଯୁବ ଦମ୍ପତ୍ତିଙ୍କୁ ନିର୍ଦ୍ଧୁମ ମାଡ । ପ୍ରେମୀ ଯୁଗଳଙ୍କୁ କାଠଫାଳିଆରେ ପିଟିଲେ କିଛି ଛାତ୍ର । ଉଭୟଙ୍କୁ ଘେରିପକାଇ କିଏ ଦେଉଛି ମୁଥ, କିଏ ପୁଣି ଠେଲି ଦେଉଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର କୁର୍ଲା ଅଂଚଳରେ ଥିବା ଏକ ସର୍ବସାଧାରଣ ପାର୍କରେ । ଦିନ…