Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Three Meals A Day: ସାବଧାନ! ଦିନକୁ ୩ ଥର ଖାଉଛନ୍ତି କି?

() ରହିଯାଆନ୍ତୁ...ସକାଳ, ସନ୍ଧ୍ୟା, ରାତି…. ଦିନକୁ ୩ ଥର ଖାଉଛନ୍ତି କି? ଜାଣନ୍ତୁ କ’ଣ କହିଲେ FSSAI ସିଇଓ… ସକାଳେ ଜଳଖିଆ, ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ଏବଂ ରାତିରେ ରାତ୍ରି ଭୋଜନ, ସାଧାରଣତଃ ଦିନକୁ ତିନିଥର ଖାଇବା ଆମ ଜୀବନର ଏକ ସାଧାରଣ ଅଭ୍ୟାସ। ଅନ୍ୟ ସମୟରେ ଖାଦ୍ୟ ଗ୍ରହଣ କରୁ…

ମେଟ୍ରୋରେ ଯାତ୍ରା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, SRCCର ଶତବାର୍ଷିକୀ ଉତ୍ସବରେ…

ନୂଆଦିଲ୍ଲୀ: ପବିତ୍ର ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା, ଏହି ସ୍ୱତନ୍ତ୍ର…

Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିଲା ୭୨ ଘଣ୍ଟିଆ ବ୍ରେକ୍! ପୁଟିନଙ୍କ ବଡ଼ ଘୋଷଣା…

ମସ୍କୋ: ଦୀର୍ଘ ସାଢ଼େ ୪ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର। ଆମେରିକାର ଦୁଇ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନର ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଭ୍‌ ଉପରେ ଆକ୍ରମଣ ୭୨ ଘଣ୍ଟା ପାଇଁ ବନ୍ଦ…

ଏଣିକି ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ ନିଷେଧ, ସାମ୍ବାଦିକ ଓ YouTubers ଙ୍କୁ ମଧ୍ୟ ବାରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପଣ ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ସାମ୍ବାଦିକ, YouTuber, ଏପରିକି ସାଧାରଣ ନାଗରିକ ହୁଅନ୍ତୁ ନା କାହିଁକି ଏବେଠାରୁ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର…

Africa in Map: ବଦଳିବ ବିଶ୍ବ ମାନଚିତ୍ର? ନକ୍ସାରେ ଆଉ ଛୋଟ ଦେଖାଯିବନି ଆଫ୍ରିକା…ମିଳିଲା UN ମଞ୍ଜୁରୀ

ନ୍ୟୁୟର୍କ: ଦଶନ୍ଧି ଦଶନ୍ଧି ଧରି ଆମେ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛୁ, ସେଥିରେ ଆଫ୍ରିକାର ଆକାର ବାସ୍ତବତା ଠାରୁ ଅନେକ ଛୋଟ ଦେଖାଯାଏ। ଏବେ ଏହି ଚିତ୍ର ବଦଳାଇବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଜାତିସଂଘ ମହାସଭା ବିଶ୍ୱର ଏକ ନୂଆ ମାନଚିତ୍ର ପ୍ରୋଜେକ୍ସନ୍‌କୁ ପ୍ରୋତ୍ସାହନ ଦେବା…

ଚୀନ୍ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଖୁଲାସା: ସି ଜିନପିଙ୍ଗଙ୍କୁ ଆସିଛି ଦୁଇଟି ହାର୍ଟ ଆଟାକ୍!

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ତିବ୍ବତର ନିର୍ବାସିତ ସରକାରଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଲୋବସାଙ୍ଗ ସାଙ୍ଗେ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କ ଦାବି ଅନୁଯାୟୀ, କାମର…

Belgian PM’s Tariff Dig: ଟ୍ରମ୍ପଙ୍କ ନାଁ ନନେଇ କଲେ ତାତ୍ସଲ୍ୟ…ଭାରତ ମାଟିରେ ବେଲଜିୟମ PMଙ୍କ ଟାରିଫ…

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ମୁମ୍ବାଇରେ ଏମିତି ଏକ ଟିପ୍ପଣୀ ଦେଇଛନ୍ତି, ଯାହାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଦଳୁଥିବା ଟାରିଫ ନୀତି ଉପରେ ପରୋକ୍ଷ କଟାକ୍ଷ ଭାବେ ଦେଖାଯାଉଛି । ରୋଚକ କଥା ହେଉଛି, ଡି ୱେଭର ଟ୍ରମ୍ପଙ୍କ…

IAF issues NOTAM:ଭାରତୀୟ ବାୟୁସେନା ଦ୍ୱାରା NOTAM ଜାରି;ପାକିସ୍ତାନରେ ହଇଚଇ ସୃଷ୍ଟି…ଜରୁରୀକାଳୀନ ବୈଠକ…

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ଏକ ବଡ ସ୍ତରର ସାମରିକ ଅଭ୍ୟାସ ଆୟୋଜନ କରିବାକୁ ଯାଉଛି। ସୂଚନାନୁଯାୟୀ, ବାୟୁସେନା ସେପ୍ଟେମ୍ବର ୨୧ ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ୧୭ ଦିନିଆ ଅଭ୍ୟାସ କରିବ। ଏହି ଅଭ୍ୟାସ ଜୈସଲମେର-ବାଡମେର-ଫଲୋଦି-ଯୋଧପୁର ସେକ୍ଟରରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ, ନାଲ୍-ବିକାନେର…

କିଏ ପ୍ରେସରେ ଇରାନ ଯୁଦ୍ଧର ଗୁପ୍ତ ତଥ୍ୟ ଲିକ୍ କରୁଛି? 

ୱାଶିଂଟନ୍‌: ଇରାନ୍‌ ସହ ଚାଲିଥିବା ସାମରିକ ସଂଘର୍ଷ ଏବଂ ଗୁପ୍ତ ଯୁଦ୍ଧ କୌଶଳ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆମେରିକା ପ୍ରଶାସନରେ ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରତିରକ୍ଷା ବିଭାଗ 'ପେଣ୍ଟାଗନ୍‌'ରୁ ଅତି ଗୋପନୀୟ ତଥ୍ୟ ଲିକ୍‌ ହେବା ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନକୁ ପୁଣି ଧମକାଇଲା ଆମେରିକା, ପରମାଣୁ ବମ୍ପର ଉପରେ ଆକ୍ରମଣ କରିବା ନେଇ ଟ୍ରମ୍ପଙ୍କ ଚେତାବନୀ

ୱାଶିଂଟନ: ପୁଣି ତେଜିଲା ଆମେରିକା-ଇରାନ ଯୁଦ୍ଧ। ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ। ଇରାନର ପରମାଣୁ ବମ୍ପର ଉପରେ ଆକ୍ରମଣ କରିବା ନେଇ ଟ୍ରମ୍ପ ଦେଲେ ଚେତାବନୀ। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟଙ୍କ ମୁତୟନ ୨୦୨୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ୱାଲ୍…