Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Pandit Chhannulal Mishra: ଆରପାରିରେ ଶାସ୍ତ୍ରୀୟ ଗାୟକ ପଦ୍ମବିଭୂଷଣ ପଣ୍ଡିତ ଛନ୍ନୁଲାଲ ମିଶ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୪ ପ୍ରସ୍ତାବକ ଥିବା ପ୍ରଖ୍ୟାତ ଭାରତୀୟ ଶାସ୍ତ୍ରୀୟ ଗାୟକପଣ୍ଡିତ ଛନ୍ନୁଲାଲ ମିଶ୍ରାଙ୍କର ଗୁରୁବାର ଭୋର ୪:୧୫ ମିନିଟରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି। ଝିଅ ନମ୍ରତା ମିଶ୍ର ସୂଚନା ଦେଇଛନ୍ତି ଯେ ତାଙ୍କ ବାପା ମିର୍ଜାପୁରରେ ଘରେ ଥିଲେ।…

DKS as Karnataka CM: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବ କି?, ପୁଣି କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଲା…

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର ହୋଇଛି। କୁନିଗାଲର କଂଗ୍ରେସ ବିଧାୟକ ଏଚ୍.ଡି. ରଙ୍ଗନାଥ ବୁଧବାର କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚାକୁ ପୁଣି ଥରେ ଉଜ୍ଜୀବିତ କରିଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କର ରାଜନୈତିକ ଗୁରୁ…

Asim Munir Trump Meet: ନିଜ ଦେଶରେ ହିଁ ବେଇଜ୍ଜତ୍ ହେଲେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର, ନିଜ ସାଂସଦ କହିଲେ,…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତ ଦ୍ୱାରା ପରାଜିତ ହେବା ପରେ, ପାକିସ୍ତାନ ଏବେ ଆମେରିକା ପ୍ରଶଂସାରେ ଶତମୁଖ । ରାଷ୍ଟ୍ରପତି ଟ୍ରମ୍ପ ବି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ମୁନିରଙ୍କ ପ୍ରଶଂସା ଗାନ କରୁଛନ୍ତି। ଟ୍ରମ୍ପ ପ୍ରଶଂସା ଗାନ କରୁଥିବା ବେଳେ,…

NCCକୁ ମିଳିଲା ନୂଆ ନେତୃତ୍ୱ.. ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବତ୍ସ ହେଲେ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବତ୍ସ ନ୍ୟାସନାଲ୍ କ୍ୟାଡେଟ୍ କୋର୍ପ୍ସ (National Cadet Corps-NCC)ର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସାମରିକ ସେବା ସମୟରେ ସେ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ସ୍ବାମୀଙ୍କୁ ନିଃସର୍ତ୍ତ ମୁକ୍ତି ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ

ଲଦାଖ: ଲଦାଖର ପରିବେଶ କର୍ମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଗିରଫଦାରି ପରେ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ସ୍ୱାମୀଙ୍କ ନିଃସର୍ତ୍ତ ମୁକ୍ତି ଦାବି କରିଛନ୍ତି। ଗୀତାଞ୍ଜଳି ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଗାମୀ ଦୁଇ ସପ୍ତାହ ପାଇଁ ବିଜୟଙ୍କ ସମସ୍ତ ରାଲି ବନ୍ଦ

ଚେନ୍ନାଇ: ଆଗାମୀ ଦୁଇ ସପ୍ତାହ ପାଇଁ ବିଜୟଙ୍କ ସମସ୍ତ ରାଲିଗୁଡ଼ିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିବା ନେଇ ବୁଧବାର ଦିନ ଟିଭିକେ ଘୋଷଣା କରିଛି। ଗତ ସେପ୍ଟେମ୍ବର ୨୭ରେ କରୁରରେ ଟିଭିକେ ମୁଖ୍ୟ ବିଜୟଙ୍କ ନେତୃତ୍ୱରେ ହୋଇଥିବା ଏକ ରାଲିରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା…

ଡିସେମ୍ବର ୫-୬ରେ ଭାରତ ଗସ୍ତରେ ଆସିବେ ପୁଟିନ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ୫-୬ରେ ଭାରତ ଗସ୍ତରେ ଆସିବେ ବୋଲି ରିପୋର୍ଟରୁ ଜଣାପଡିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା ସହ ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ହେବା ନେଇ ଆଲୋଚନା ଚାଲିଛି। ଜାତୀୟ ସୁରକ୍ଷା…

ଓଡ଼ିଶାରେ ଖୋଲିବ ୬ଟି କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ…

ବିସିସିଆଇକୁ କ୍ଷମା ମାଗିବା ଖାରଜ କଲେ ନକଭି, କହିଲେ, ‘ଯଦି ଟ୍ରଫି ଚାହଁ ମୋ ପାଖରୁ ନିଅ…’

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ସଭାପତି ମୋହସିନ୍ ନକଭି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) କୁ କ୍ଷମା ମାଗିଥିବା ରିପୋର୍ଟକୁ ଖାରଜ କରିବା ସହିତ ଏସିଆ କପ୍ ୨୦୨୫ ଫାଇନାଲ୍ ଟ୍ରଫିକୁ ନେଇ ବିବାଦ ତୀବ୍ର ହୋଇଛି। ନକଭି…

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୩%କୁ ବୃଦ୍ଧି କଲେ ସରକାର…

ନୂଆଦିଲ୍ଲୀ: ଦୀପାବଳି ଉତ୍ସବର ଠିକ୍ ପୂର୍ବରୁ, କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା (DA) ରେ ୩ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛି। ଏହି ବୃଦ୍ଧି ସହିତ, ମୋଟ DA ହାର ବର୍ତ୍ତମାନ ୫୫…