Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

TCSରେ ହେଉଥିଲା କି ଧର୍ମାନ୍ତରୀକରଣ?

ନାସିକ: ମହାରାଷ୍ଟ୍ରର ନାସିକରେ ଥିବା TCS BPO କ୍ୟାମ୍ପସରେ ଯୌନ ଉତ୍ପୀଡ଼ନ ଏବଂ ଧର୍ମାନ୍ତରୀକରଣ ଅଭିଯୋଗ ହେବାରେ ଲାଗିଛି। ଏହାରି ମଧ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କମ୍ପାନୀ କତୃପକ୍ଷ ଏକ ବଡ଼ ପଦକ୍ଷେପ ନେଇଛି। କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ…

Severe Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ

କୁର୍ନୁଲ: ଆନ୍ଧ୍ର ପ୍ରଦେଶର କର୍ନୁଲରେ ଏକ ପିକଅପ୍‌ ସହ ଲରି ଗାଡିର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।…

PM Modi On Women Quota Bill: “ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ ଏହି ଗୋଟିଏ ବିଲ୍, ବିରୋଧୀ…

ନୂଆଦିଲ୍ଲୀ: ଆଜି ଦେଶର ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହେଉଛି। ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ଏହି ଅଧିବେଶନରେ, ମୋଦି ସରକାର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି, ଯାହା ଦେଶର ରାଜନୀତିର ସମଗ୍ର ଦୃଶ୍ୟପଟକୁ ପରିବର୍ତ୍ତନ କରିବ। ଏହି…

8th Pay Commission: ବେସିକ୍ ପେ ୧୮ ନୁହେଁ, ମିଳିବ ୬୯ ହଜାର!

ନୂଆଦିଲ୍ଲୀ: ୬୯,୦୦୦ ମୂଳ ଦରମା, ୬% ବାର୍ଷିକ ବୃଦ୍ଧି, ଏବଂ ୫ ପଦୋନ୍ନତି... ୮ମ ବେତନ କମିଶନରେ ପ୍ରମୁଖ ପ୍ରସ୍ତାବ। ମାଲେମାଲ ହେବେ କେନ୍ଦ୍ର ସରକାରୀ ଚାକିରିଆ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିପାରେ। କର୍ମଚାରୀ ସଂଗଠନଗୁଡ଼ିକ ୮ମ ବେତନ କମିଶନ ସମ୍ପର୍କରେ ଏକ ପ୍ରସ୍ତାବ…

ଦୁର୍ବଳ ଭାରତୀୟ ଅର୍ଥନୀତି, IMF ରାଙ୍କିଙ୍ଗରେ ଖସିଲା ଏହି ସ୍ଥାନକୁ..

ନୂଆଦିଲ୍ଲୀ: ୨୦୨୫ ମସିହାରେ ଭାରତ ବିଶ୍ୱର ଷଷ୍ଠ ବୃହତ୍ତମ ଅର୍ଥନୀତି ହେବା ନେଇ ଆକଳନ କରାଯାଇଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି। ଯାହା ପୂର୍ବରୁ ୨୦୨୪ ମସିହାରେ ପଞ୍ଚମ ସ୍ଥାନରେ ଥିଲା। ସେତେବେଳେ ଭାରତର ଅର୍ଥନୀତିର…

କିପରି ପାଇବେ Z ସିକ୍ୟୁରିଟି? ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ..

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷାକୁ ନେଇ ଆଜିକାଲି ରାଜନୈତିକ ମହଲରେ ବହୁତ ଚର୍ଚ୍ଚା ଚାଲିଛି। ପଞ୍ଜାବ ସରକାର ତାଙ୍କ "Z+" ସୁରକ୍ଷା ପ୍ରତ୍ୟାହାର କରିବା ପରେ, ଏବେ ରିପୋର୍ଟ ସାମ୍ନାକୁ ଆସୁଛି ଯେ କେନ୍ଦ୍ର ସରକାର ତାଙ୍କୁ "Z" ବର୍ଗର ସୁରକ୍ଷା…

India’s Exports Hit Record: ମୋଦି ମ୍ୟାଜିକ୍ ଆଗରେ ଫେଲ ଟ୍ରମ୍ପ୍‌ଙ୍କ ଟାରିଫ୍! 

ନୂଆଦିଲ୍ଲୀ: କିଛି କରିପାରିଲେନି ଟ୍ରମ୍ପ ବିଫଳ ହେଲା ସବୁ ଚାଲ ରେକର୍ଡ ସୃଷ୍ଟି କଲା ଭାରତ ଗୋଟିଏ ବର୍ଷରେ ୪୧ ଲକ୍ଷ କୋଟିର ରପ୍ତାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୭, ୨୦୨୫ ରୁ ଭାରତୀୟ ରପ୍ତାନି ଉପରେ ଶୁଳ୍କ ଲାଗୁ କରିଥିଲେ। ପ୍ରାରମ୍ଭରେ, ଏହା ୨୫ ପ୍ରତିଶତ ଥିଲା,…

ଦୁଇ ସ୍ବାମୀ ଜଣେ ସ୍ତ୍ରୀ ବିଶ୍ବାସ ନହେଲେ ବି ସତ

ସିମଲା: ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହା ସତ । ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ନିଆରା ଖବର। ଗୋଟିଏ ପରିବାର, ଜଣେ ପତ୍ନୀ କିନ୍ତୁ ଦୁଇଜଣ ସ୍ୱାମୀ। ଆଉ ବିବାହର ୧୦ ମାସ ପରେ ଏହି ପରିବାରକୁ ଆସିଛନ୍ତି ଜଣେ କୁନି ଅତିଥି। ପିତା…

ଭାରତକୁ ବଡ଼ ଝଟକା; ଆମେରିକା ବନ୍ଦ କଲା ଶସ୍ତା ତେଲର ବାଟ

ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ବଜାରରେ ଏବେ ଏକ ବଡ଼ ହଲଚଲ୍ ଦେଖିବାକୁ ମିଳିଛି। ଆମେରିକାର ଗୋଟିଏ ନିଷ୍ପତ୍ତି ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ହୋର୍ମୁଜ୍ ସଙ୍କଟ ମଧ୍ୟରେ ଆମେରିକା ଏବେ ରୁଷ ଏବଂ ଇରାନରୁ ମିଳୁଥିବା ଶସ୍ତା ତେଲ ଉପରେ କଟକଣାକୁ କଡ଼ାକଡ଼ି କରିଛି। ଯାହାର ସିଧାସଳଖ…

Women’s quota amendment bills tabled: ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍, ମୁହାଁମୁହିଁ ସରକାର…

ନୂଆଦିଲ୍ଲୀ: ମୋଦି ସରକାର ଆଜି ଦେଶର ଅଧା ଜନସଂଖ୍ୟାକୁ ସବୁଠାରୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ସରକାର ଆଜି ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିଛନ୍ତି: ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍…