Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bihar Election 2025: ୭୫ ଲକ୍ଷ ମହିଳାଙ୍କୁ ବଡ଼ ଉପହାର, ପ୍ରତ୍ୟେକ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ପଠାଇଲେ…

ପାଟନା: ପ୍ରଧାନମନ୍ତ୍ରୀ ମୋଦି ଆଜି ବିହାରର ମହିଳାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମହିଳା ନିଯୁକ୍ତି ଯୋଜନା ଅଧୀନରେ, ପ୍ରଧାନମନ୍ତ୍ରୀ ମୋଦି ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକଙ୍କ ପାଇଁ ୧୦,୦୦୦ ଟଙ୍କାର ପ୍ରଥମ କିସ୍ତି ସ୍ଥାନାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

Tej Pratap’s New Party In Bihar Politics: ସାମ୍ନାକୁ ଆସିଲା ତେଜ ପ୍ରତାପଙ୍କ ଦଳର ନିର୍ବାଚନ ଚିହ୍ନ,…

ପାଟନା: ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ନେତା ଏବଂ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଏକ ନୂତନ ଦଳ ଗଠନ କରି ବିହାର ବିଧାନସଭା ନିର୍ବାଚନ ପାଇଁ ମଇଦାନରେ ପ୍ରବେଶ କରିଛନ୍ତି। ତେଜ ପ୍ରତାପ ଯାଦବଙ୍କ ନୂତନ ଦଳର ନାମ 'ଜନଶକ୍ତି ଜନତା ଦଳ' ଏବଂ ଏହାର ନିର୍ବାଚନ ଚିହ୍ନ ହେଉଛି…

Jaishankar On H-1B Visa: ଟ୍ରମ୍ପଙ୍କ ନାଁ ନ ନେଇ ତାଙ୍କୁ ଭର୍ତ୍ସନା କଲେ ଜୟଶଙ୍କର, H-1B ଭିସା ମାମଲାରେ ଦେଲେ ବଡ଼…

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନ ନେଇ ତାଙ୍କ ପାଖକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ କହିଛନ୍ତି ଯେ ଏକ…

Jet MiG 21: ବିଦାୟ ମିଗ୍-୨୧, ଆଜିଠୁ ଆକାଶରେ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ

ନୂଆଦିଲ୍ଲୀ: ଆଜିଠୁ ଆକାଶରେ ଆଉ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ। କାରଣ ମିଗ୍-୨୧ ଯୁଦ୍ଧ ବିମାନ ବିଦାୟ ନେଉଛି। ଆଜି ଭାରତୀୟ ସେନାରୁ ଅବସର ନେଉଛି ମିଗ୍-୨୧। ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେଉଛି ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ। ଭାରତର ବାୟୁ ପ୍ରତିରକ୍ଷାର…

Trump Meets Pak PM & Army Chief: ନିକଟତର ହେଉଛନ୍ତି ୱାଶିଂଟନ-ଇସଲମାବାଦ୍: ପାକ୍ ପ୍ରଧାନମନ୍ତ୍ରୀ ଏବଂ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଥିଲେ। ତାଙ୍କ ସହ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ମଧ୍ୟ ଉପସ୍ଥିତ ଥିଲେ। ଆଉ ଏହି ତ୍ରିମିଳନ ୱାଶିଂଟନ ଏବଂ ଦକ୍ଷିଣ ଏସୀୟ ପରମାଣୁ…

Tariff On Drugs: ପୁଣି ଟ୍ରମ୍ପଙ୍କ ଟାରିଫ ମାଡ଼, ଔଷଧୀୟ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ କଲା ଆମେରିକା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଔଷଧୀୟ ସାମଗ୍ରୀ ଠାରୁ ଆରମ୍ଭ କରି ରୋଷେଇ ଘର ସାମଗ୍ରୀ ପର୍ଯ୍ୟନ୍ତ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କର ଏହି ‌ନିଷ୍ପତ୍ତି…

ସିଙ୍ଗର ଜୁବୀନ ଗର୍ଗଙ୍କ ମୃତ୍ୟୁ ଘଟଣା; ମ୍ୟାନେଜର ଘର ଘେରିଲେ ଫ୍ୟାନ୍ସ… 

ନୂଆଦିଲ୍ଲୀ: ଆସାମର ଲୋକପ୍ରିୟ ସିଙ୍ଗର ଜୁବୀନ ଗର୍ଗଙ୍କ ସିଙ୍ଗାପୁରରେ ଆକସ୍ମିକ ମୃତ୍ୟୁ ଘଟଣାରେ ସମଗ୍ର ଉତ୍ତର-ପୂର୍ବ ଭାରତ ଶୋକରେ ଭାଙ୍ଗି ପଡିଛି। ୫୨ ବର୍ଷୀୟ ସିଙ୍ଗରଙ୍କ ସହ ହୋଇଥିବା ଏହି ଦୁର୍ଘଟଣା ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେବା ସହ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ଯାହାକୁ ନେଇ…

Sonam Wangchuk: ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ବାତିଲ, ବିଦେଶୀ ପାଣ୍ଠି ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଲେହ-ଲଦାଖ ହିଂସାର ପ୍ରତିକ୍ରିୟାରେ ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଲେହ ହିଂସା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ର ସରକାର FCRA…

Maoists surrender: ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୦ ନକ୍ସଲ

ରାଞ୍ଚି: ଝାଡ଼ଖଣ୍ଡର ଚାଇବାସାରେ ଦଶ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ଝାଡ଼ଖଣ୍ଡ ପୋଲିସ ଏବଂ ସିଆରପିଏଫ ଦ୍ୱାରା ଆୟୋଜିତ ସିପିଆଇ-ମାଓବାଦୀ ଗଣ ଆତ୍ମସମର୍ପଣ କାର୍ଯ୍ୟକ୍ରମ ସମୟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଛଅ ଜଣ ପୁରୁଷ ଏବଂ ଚାରି ଜଣ ମହିଳା ଅଛନ୍ତି। ଆତ୍ମସମର୍ପଣ…

ଓଡ଼ିଶାକୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପ ଉପହାର ଦେବେ। ଏହି ପଦକ୍ଷେପଗୁଡ଼ିକ ଯାତ୍ରୀ ସୁବିଧା…