Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Earthquake Jolts Russia’s Kamchatka: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ରୁଷିଆ, ୨ ମାସରେ ୨ୟ ଭୟଙ୍କର,…

ନୂଆଦିଲ୍ଲୀ: ରୁଷିଆରେ ଆଜି ପୁଣି ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରୁଷର କାମଚଟକାରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳଷ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ମାପ କରାଯାଇଛି। ରୁଷର ପୂର୍ବରେ ଥିବା ସମାନ ଅଞ୍ଚଳ କାମଚଟକା ଗତ ଜୁଲାଇ ମାସରେ ଭୂମିକମ୍ପରେ ଥରିଉଠିଥିଲା । ଯାହା…

ଆଉ ୬ମାସ ବଢ଼ିଲା ପିଏମ୍ କିଷାନ ଅବଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ସମୟ ସୀମାକୁ ଛଅ ମାସ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା…

୨ ବର୍ଷର ହିଂସା ପରେ ମୋଦିଙ୍କ ପ୍ରଥମ ମଣିପୁର ଗସ୍ତ, ଜାଣନ୍ତୁ କଣ ରହିଛି ଖାସ୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତ କରିବେ। ସେ ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ବିସ୍ଥାପିତ ଲୋକଙ୍କ ସହିତ ଆଲୋଚନା କରିବେ। ରାଜ୍ୟରେ ହୋଇଥିବା ଜାତିଗତ ହିଂସାର ୨ ବର୍ଷ ପରେ ଏହା ମୋଦିଙ୍କର ପ୍ରଥମ ମଣିପୁର ଗସ୍ତ ହେବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ…

ମାର୍ଚ୍ଚ ୨୦୨୬ରେ ନେପାଳରେ ହେବ ନିର୍ବାଚନ, ଦେଶ ପାଇବ ନୂଆ ସରକାର

କାଠମାଣ୍ଡୁ: ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ କ୍ଷମତା ଗ୍ରହଣ କରିବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ନେପାଳରେ ୨୧ ମାର୍ଚ୍ଚ ୨୦୨୬ରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ନେପାଳ ଏକ…

Truck Runs Over Ganesh Visarjan Devotees:ଗଣେଶ ଭସାଣ ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୨୦…

ନୂଆଦିଲ୍ଲୀ: ଗଣେଶ ମହୋତ୍ସବ ମଧ୍ୟରେ କର୍ଣ୍ଣାଟକର ହସନ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ଆସିଛି। ଶୁକ୍ରବାର ରାତିରେ ଏଠାକାର ଏକ ଗାଁରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଉପରେ ଏକ ଅନିୟନ୍ତ୍ରିତ ଟ୍ରକ୍ ମାଡ଼ିଗଲା । ଶୋଭାଯାତ୍ରାରେ ସାମିଲ ଥିବା ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଲୋକ ଆହତ…

SBI କ୍ଲର୍କ ପାଇଁ ବାହାରିଲା ଅନେକ ପଦବୀ, ଆବେଦନର ଶେଷ ତାରିଖ ….

ନୂଆଦିଲ୍ଲୀ; ସରକାରୀ ଚାକିରି ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଏକ ବଡ଼ ସୁଯୋଗ ଆଣିଛି। SBI ଜୁନିୟର ଆସୋସିଏଟ୍ (କ୍ଲର୍କ) ପଦବୀ ପାଇଁ ୬,୫୮୯ଟି ପଦବୀ ପୂରଣ କରିବାକୁ ଯାଉଛି, ଯାହା ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରିବାର ଏକ…

Interim pm Sushila Karki: ଶପଥ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି; ଜାଣନ୍ତୁ ଭାରତ ସହ…

କାଠମାଣ୍ଡୁ : ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ କେପି ଶର୍ମା ଓଲିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କିଙ୍କ ଶପଥ ଗ୍ରହଣ କରିଛନ୍ତି । ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ…

Operation Sindoor: ଭାରତ ପାଇଁ ‘ଅପରେସନ ସିନ୍ଦୂର’ ଏକ ରିଆଲିଟି ଚେକ୍ ଥିଲା: ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ପୁଣେରେ ଆୟୋଜିତ ଦକ୍ଷିଣ କମାଣ୍ଡ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସେମିନାରରେ ଉଦବୋଧନ ଦେଇ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଅପରେସନ ସିନ୍ଦୂରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଅପରେସନ ସିନ୍ଦୂର ବିଷୟରେ କହିବା ସମୟରେ ସେ କହିଥିଲେ ଯେ ଏହି ଅପରେସନ ଆମ…

ସବୁ ରାଜ୍ୟକୁ ଆଲର୍ଟ କଲେ ସରକାର, ଆସୁଛି ଆଉ ଏକ ମହାମାରୀ !

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ କେବଳ ଘରବାଡ଼ି ଏବଂ ଫସଲର କ୍ଷତି କରିନାହିଁ, ବରଂ ଏହା ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି – ଯାହା ହେଉଛି ମଶାଜନିତ ରୋଗଗୁଡ଼ିକର ବ୍ୟାପକ…

ଶୌଚାଳୟ ପାଲଟିଛି ଆକର୍ଷଣର କେନ୍ଦ୍ର

ବେଜିଂ: ଆପଣ କେବେ ବି ଚିନ୍ତା କରିଛନ୍ତି କି ଗୋଟିଏ ଶୌଚାଳୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିବ । ଏହା ସତ୍ୟ । ଚୀନରେ ଏ ଭଳି ଏକ ଶୌଚାଳୟ ଅଛି ଯାହା ଭିତରକୁ ଗଲେ ତୁମେ ଏକ ଭିନ୍ନ ଦୁନିଆକୁ ଆସିଲା ପରି ଅନୁଭବ କରିବ । ହୁନହୁଆଙ୍କ ନାଇଟ ମାର୍କେଟରେ ସର୍ବସାଧାରଣଙ୍କ ପାଇଁ ଏହି ଶୌଚାଳୟ…