Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଦିଙ୍କ ଅଭେଦ୍ୟ ଗଡ଼ରେ କେମିତି ଫୁଟିଲା ପଦ୍ମ? ଅମିତ ଶାହ ଏବଂ ସେହି ୫ ଜଣ ମାଷ୍ଟରମାଇଣ୍ଡ, ଯିଏ ରଚିଲେ ବେଙ୍ଗଲର ନୂଆ…

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆସିଛି ଏକ ବଡ଼ ଧରଣର ଭୂକମ୍ପ। ଦୀର୍ଘ ୧୫ ବର୍ଷ ଧରି ରାଜ୍ୟରେ ଏକଛତ୍ରବାଦ ଶାସନ କରିଆସୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଅଭେଦ୍ୟ ଦୁର୍ଗ ଶେଷରେ ଧରାଶାୟୀ ହୋଇଛି। ଆଉ ଏହି ଧ୍ୱଂସସ୍ତୂପ ଉପରେ ଉଡ଼ିଛି ବିଜେପିର ଗେରୁଆ ବାନା।…

୪ ୟୁରୋପୀୟ ଦେଶକୁ ପ୍ରଧାନମନ୍ତ୍ରୀ କରିବେ ଗସ୍ତ; ଭାରତର ବିଶ୍ୱ ସମ୍ପର୍କ ନୂତନ ଶିଖରରେ ପହଞ୍ଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମେ ମାସରେ ମଧ୍ୟ ୟୁରୋପର ଚାରି ଦେଶକୁ ଗସ୍ତରେ ଯିବେ । ପ୍ରସ୍ତାବିତ ଯାତ୍ରା ତାଲିକା ଅନୁଯାୟୀ, ସେ ମେ ୧୫-୧୭ ପର୍ଯ୍ୟନ୍ତ ନେଦରଲ୍ୟାଣ୍ଡ, ମେ ୧୭ରେ ସ୍ୱିଡେନ, ମେ ୧୭-୧୯ ପର୍ଯ୍ୟନ୍ତ ନରୱେ ଏବଂ ମେ ୧୯-୨୦ ପର୍ଯ୍ୟନ୍ତ ଇଟାଲୀ ଗସ୍ତ କରିବେ।…

Mamata Banerjee Loses Bhabanipur: ନିଜ ଆସନ ମଧ୍ୟ ବଞ୍ଚାଇ ପାରିଲେନି ଦିଦି;ଭବାନୀପୁରରେ ଜିତିଲେ ଶୁଭେନ୍ଦୁ

କୋଲକାତା:ପଶ୍ଚିମବଙ୍ଗ ରାଜନୀତିରେ ଆଜି ଏକ ଐତିହାସିକ ଅଧ୍ୟାୟ ଲେଖାହୋଇଛି। ପଶ୍ଚିମବଙ୍ଗର ଭବାନୀପୁର ଆସନରେ ସବୁଠାରୁ ବଡ଼ ପରିବର୍ତ୍ତନ ହୋଇଛି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶୋଚନୀୟ ପରାଜୟ ଘଟିଛି । ବିଜେପିର ଶୁଭେନ୍ଦୁ ଅଧିକାରୀ ତାଙ୍କୁ ୧୫ହଜାରରୁ ଅଧିକ ଭୋଟରେ ପରାସ୍ତ…

Kerala Assembly poll 2026:ପିନାରାଇ ବିଜୟନ ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: କେରଳମ୍ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି , ତଥାପି ବର୍ତ୍ତମାନ ଅନେକ ନିର୍ବାଚନମଣ୍ଡଳୀରେ ଗଣନା ଚାଲିଛି। ତେବେ ଗତ ଦଶ ବର୍ଷ ଧରି କ୍ଷମତାରେ ଥିବା LDFକୁ UDF କ୍ଷମତାଚ୍ୟୁତ କରିଛି । ଏହି ସମୟରେ, ତାଙ୍କ ପରାଜୟକୁ ଗ୍ରହଣ କରି ପିନାରାଇ ବିଜୟନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…

ବିଶ୍ବାସ ନହେଲେ ବିି ସତ; ଯାଆଁଳା ଶିଶୁଙ୍କ ଜଣେ ମାଆ କିନ୍ତୁ ଦୁଇ ବାପା

ନୂଆଦିଲ୍ଲୀ: ଯାଆଁଳା ସନ୍ତାନ ଜନ୍ମ ହେଲେ ବି ସେମାନଙ୍କ ବାପା ଜଣେ ହୋଇଥାନ୍ତି। କିନ୍ତୁ ବିଜ୍ଞାନ ଜଗତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। କୋଲମ୍ବିଆର ଜଣେ ମହିଳା ଦୁଇଟି ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି ସତ, କିନ୍ତୁ ସେମାନଙ୍କ ବାପା ଜଣେ…

PM Narendra Modi Address:ନୂଆ ଲୁକରେ ନଜର ଆସିଲେ ପିଏମ୍ ମୋଦୀ;କହିଲେ-ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ପର୍ଯ୍ୟନ୍ତ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିପୁଳ ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନୂଆ ଲୁକ୍ ରେ ଦେଖାଯାଇଥିଲେ । ମୋଦୀ ବଙ୍ଗଳା ଧୋତି-କୁର୍ତ୍ତା ପିନ୍ଧିଥିଲେ ।…

ଥାଲାପତି ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ: ଥାଲାପତି ବିଜୟ ତାମିଲନାଡୁରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଗତ ଛଅ ଦଶନ୍ଧି ଧରି ରାଜ୍ୟରେ ଶାସନ କରୁଥିବା DMK ଏବଂ AIADMK ଦଳର ରାଜୁତିକୁ ଶେଷ କରିଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କେହି କଳ୍ପନା କରିନଥିଲେ ଯେ ବିଜୟ ତାଙ୍କର ଦୁଇ ବର୍ଷ ପୁରୁଣା ଦଳ, ତାମିଲଗା…

ଏଆଇର ଗୋଲାମ ହୋଇ ଯାଉଛି କି ମନୁଷ୍ୟର ମସ୍ତିଷ୍କ

ନୂଆଦିଲ୍ଲୀ: ଏଆଇର କବଳରେ ମନୁଷ୍ୟ ପଡି ଯାଇଛି । ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ବ୍ୟକ୍ତ କରିଛନ୍ତିି । ମନୁଷ୍ୟର ମସ୍ତିଷ୍କ ଏଆଇର ଗୋଲାମ ହୋଇଯିବ ବୋଲି ସେମାନେ କହିଛନ୍ତି । ଟାଇମ ମ୍ୟାଗାଜିନର ଏ ନେଇ ଏକ ଗବେଷକ ଭିତିକ ଲେଖା ପ୍ରକାଶ ପାଇଛି । ଏଆଇ ଆମଠାରୁ ପାଦେ ଆଗେଇ ସାରଛି ।…

West Bengal Assam BJP Victory:ବଙ୍ଗଳା ନିର୍ବାଚନ ସବୁଦିନ ପାଇଁ ମନେ ରହିବ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ…

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପି ବଡ଼ ବିଜୟ ହାସଲ କରିଛି। ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। ସେ ଆସାମ ଏବଂ ପଶ୍ଚିମବଙ୍ଗରେ ବିଜୟ ପାଇଁ ସମସ୍ତ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି…

Tamil Nadu Election Result: ହାରିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ … କୋଲାଥୁର ଆସନରେ ପୁରୁଣା ସହଯୋଗୀଙ୍କ…

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍‌କେ ମୁଖ୍ୟ ଏମକେ ଷ୍ଟାଲିନ କୋଲାଥୁର ଆସନରୁ ପରାଜିତ ହୋଇଛନ୍ତି । ଷ୍ଟାଲିନ ତାଙ୍କର କୋଲାଥୁର ଆସନରୁ ୮ ହଜାର ଭୋଟରେ ନିର୍ବାଚନ ହାରିଲେ । କୋଲାଥୁର ଆସନକୁ ଷ୍ଟାଲିନଙ୍କ ଗଡ଼ କୁହାଯାଏ,କାରଣ ସେ କ୍ରମାଗତ ତିନି ଥର (୨୦୧୧, ୨୦୧୬, ୨୦୨୧)…