Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Encounter In Chhattisgarh: ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ

ରାୟପୁର: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ୧୦ ମାଓବାଦୀ ନିପାତ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ। ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ। ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ ସୂଚନା। ମହାସମୁନ୍ଦ ଜିଲ୍ଲା…

Busts Pakistan-Linked Terror Module: ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ; ୫ ଆତଙ୍କୀ ଗିରଫ, IED ତିଆରି ସାମଗ୍ରୀ…

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଦିଲ୍ଲୀ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଦେଶର ବିଭିନ୍ନ ରାଜ୍ୟରୁ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କଠାରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ମଧ୍ୟ…

Physiotherapists Not Doctors: ଫିଜିଓଥେରାପିଷ୍ଟ ଡାକ୍ତର ନୁହଁନ୍ତି, ବ୍ୟବହାର କରିପାରିବେ ନାହିଁ…

ନୂଆଦିଲ୍ଲୀ: ଫିଜିଓଥେରାପିଷ୍ଟ ନୁହନ୍ତି ଡାକ୍ତର । ସେମାନେ Dr. ପ୍ରିଫିକ୍ସ ବ୍ୟବହାର କରିପାରିବେ ନାହିଁ । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଫିଜିଓଥେରାପିଷ୍ଟଙ୍କ ପାଇଁ "ଡାକ୍ଟର" ପ୍ରିଫିକ୍ସ ବ୍ୟବହାରକୁ ହଟାଇବା ପାଇଁ ନୂତନ ଫିଜିଓଥେରାପି ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ କହିଛି,…

Trump-Netanyahu: ଆମେରିକାକୁ ପ୍ରଶଂସା, ନେତାନ୍ୟାହୁଙ୍କୁ ନିନ୍ଦା?

ନୂଆଦିଲ୍ଲୀ: ଇସ୍ରାଏଲ ମଙ୍ଗଳବାର କତାର ରାଜଧାନୀ ଦୋହା ଉପରେ ବଡ ବିମାନ ଆକ୍ରମଣ କରିଛି। ଦୋହାରେ ଇସ୍ରାଏଲର ଆକ୍ରମଣ ପାଇଁ ନେତାନ୍ୟାହୁଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୋହାରେ ସାମରିକ ଆକ୍ରମଣକୁ ଯଥାର୍ଥ କହିଛନ୍ତି।…

Nepal Gen Z divided: ନେପାଳ ଜେନ୍-ଜେଡରେ ଫାଟ! ଅନ୍ତରୀଣ ସରକାର ରେସରେ କୁଲମାନ ଘିସିଂଙ୍କ ଏଣ୍ଟ୍ରି….ଭାରତ ସହିତ…

କାଠମାଣ୍ଡୁ: ନେପାଳରେ ଏବେ ସ୍ଥିତି ସୁଧୁରିଥିବା ବେଳେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାରଙ୍କ ନାମ ବାହାରକୁ ଆସୁଛି। ଜେନ ଜେଡ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ପରେ, ନେପାଳର ପ୍ରଧାନମନ୍ତ୍ରୀ ପଦ ପାଇଁ…

ନେପାଳ ଜେଲରୁ ଫେରାର କଏଦୀ, ଭାରତ ସୀମାରେ ଆଲର୍ଟ

ନୂଆଦିଲ୍ଲୀ: ନେପାଳରେ ବର୍ତ୍ତମାନ୍ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ହିଂସା କାଣ୍ଡ ଘଟିବାରେ ଲାଗିଛି। ତେବେ ଏହାର ସୁଯୋଗ ନେଇ ନେପାଳର କପିଳବାସ୍ତୁ ଜେଲ ଏବଂ ସିଦ୍ଧାର୍ଥନଗର ଜିଲ୍ଲା ସଂଲଗ୍ନ ମହାରାଜଗଞ୍ଜ ଜିଲ୍ଲାର ନବଲପରାସୀ ଜେଲରୁ କଏଦୀମାନେ ପଳାୟନ କରିଛନ୍ତି। ଏହି…

ସେପ୍ଟେମ୍ୱରରେ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ

ନୂଆଦିଲ୍ଲୀ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାଦ୍ରପଦ ପୂର୍ଣ୍ଣିମା ଅର୍ଥାତ୍ ୭ ସେପ୍ଟେମ୍ବରରେ ହୋଇଥିଲା।ବର୍ତ୍ତମାନ ଏହାର ଠିକ୍ ୧୨ ଦିନ ପରେ ବର୍ଷର ଶେଷ ସୂର୍ଯ୍ୟପରାଗ ମଧ୍ୟ ହେବାକୁ ଯାଉଛି। ଯାହାକି ସର୍ବ ପିତୃ ଅମାବାସ୍ୟା ଭାବରେ ପାଳନ କରାଯିବ। ତେବେ ବର୍ଷର ଏହି ଶେଷ ସୂର୍ଯ୍ୟପରାଗ କେଉଁ…

Doha Strike: ଆମେରିକାର ଉଦାହରଣ ଦେଇ କତାର ଉପରେ ଆକ୍ରମଣକୁ ଯଥାର୍ଥ ଦର୍ଶାଇଲେ ନେତାନ୍ୟାହୁ, କହିଲେ, ‘ଲଜ୍ଜିତ ହେବା…

ନୂଆଦିଲ୍ଲୀ: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କତାର ଉପରେ ତାଙ୍କର ଆକ୍ରମଣକୁ ଯଥାର୍ଥ କହିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ହମାସ କତାରରେ ଆଶ୍ରୟ ପାଏ, ତେବେ ଇସ୍ରାଏଲ ପାଖରେ ଆକ୍ରମଣ କରିବାର ଏକମାତ୍ର ଉପାୟ ରହିବ। ଆକ୍ରମଣ ପାଇଁ ଇସ୍ରାଏଲକୁ ସମାଲୋଚନା…

World’s Richest Person: ଏଲନ ମସ୍କଙ୍କୁ ପଛରେ ପକାଇଲେ ଲାରି ଏଲିସନ, ବନିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆମେରିକୀୟ ସଫ୍ଟୱେର୍ କମ୍ପାନୀ ଓରାକଲ୍ ର ସହ-ପ୍ରତିଷ୍ଠାତା ଲାରି ଏଲିସନ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲାର ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଲାରି ପ୍ରଥମ ଥର ପାଇଁ ବିଶ୍ୱର ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହିଛନ୍ତି । ବ୍ଲୁମବର୍ଗର ଏକ ରିପୋର୍ଟ…