Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Modi-Trump: ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି ମୋଦି!, ଏଥର UNGAରେ ଦେବେନି ଯୋଗ, ଭାରତକୁ ପ୍ରତିନିଧିତ୍ୱ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସେପ୍ଟେମ୍ବର ୨୭…

ଭୁଲ ମାଗିବ ଭାରତ; ଶୁଳ୍କ ବିବାଦ ମଧ୍ୟରେ ବାଣିଜ୍ୟ ସଚିବଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବ ଏବଂ ଭୁଲ ମାଗିବ। ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଦାବି କରିଛନ୍ତି। ସେ ଭାରତକୁ ବ୍ରିକ୍ସ ଗୋଷ୍ଠୀରେ ଋଷ ଏବଂ ଚୀନ୍ ମଧ୍ୟରେ 'ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ' ଭାବରେ ମଧ୍ୟ…

କ୍ରମାଗତ ୧୧ ଦିନ ଧରି ବନ୍ଦ ବୈଷ୍ଣୋ ଦେବୀ ଯାତ୍ରା, ଜାଣନ୍ତୁ…

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରର ଯାତ୍ରା ଲଗାତାର ୧୧ତମ ଦିନ ପାଇଁ ସ୍ଥଗିତ ରହିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୬ ତାରିଖରେ ଭୂସ୍ଖଳନ ପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ ଜଣ ଆହତ…

ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା; ବୟସ୍କ ହେବାରେ ଲାଗିଛି ଭାରତର ଜନସଂଖ୍ୟା, ଏହି ବୟସ ଶ୍ରେଣୀରେ..

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧାବସ୍ଥା ଆଡ଼କୁ ମୁହାଁଇଛି । ସ୍ପେସାଲ ରେଜିଷ୍ଟ୍ରେସନ ସିଷ୍ଟମ (SRS)ର ୨୦୨୩ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । SRS ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ପ୍ରଜନନ ହାର ହ୍ରାସ ପାଉଛି । ରିପୋର୍ଟ ଅନୁଯାୟୀ,…

ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ। ସେଥିପାଇଁ ଜୋର୍‌ଦାର ଲାଗି ପଡ଼ିଛନ୍ତି ଶାସକ ଓ ବିରୋଧୀ । ସିପି ରାଧାକ୍ରିଷ୍ଣନ୍‌ଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ଏନ୍‌ଡିଏ । ସେପଟେ କ୍ରସ୍‌ ଭୋଟିଂ ଉପରେ ନିର୍ଭର କରୁଛି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ବି.…

୫୦୦ରୁ ଅଧିକ ଥର ହୋଇଥିଲେ ରିଜେକ୍ଟ, ଏବେ ଘରେ ବସି ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୨୩ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଏକ ଛୋଟ ସହରରୁ ଆସିଥିବା ୨୩ ବର୍ଷୀୟ ଯୁବକ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସାହ ବଳରେ କ୍ୟାରିଅରରେ ଏକ ଅସାଧାରଣ ମାଇଲଷ୍ଟୋନ୍ ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରିବା ପରେ ତାଙ୍କୁ ମାତ୍ର ୩.୬ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ ଏକ…

Tejas MK2: ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ସହିତ ଏକ ବଡ଼ ଚୁକ୍ତି, ୨୦୨୭ରେ ପ୍ରଥମ ଉଡ଼ାଣ କରିବ ତେଜସ୍ ଏମକେ-୨

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଜାରି ଉତ୍ତେଜନା ମଧ୍ୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗୀତା ଆଗକୁ ବଢ଼ୁଛି । HALର ସରକାରୀ ସୂତ୍ର ଅନୁସାରେ, ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ଏକ ପ୍ରତିନିଧିମଣ୍ଡଳୀ ଏହି ମାସରେ ଆମେରିକା…

Amazon Great India: ଘୋଷଣା ହେଲା ତାରିଖ, ଫ୍ଲିପକାର୍ଟରେ ବମ୍ପର ଅଫର

ନୂଆଦିଲ୍ଲୀ: ବର୍ଷର ସବୁଠାରୁ ବଡ଼ ବିକ୍ରୟ ଶୀଘ୍ର ଆମାଜନ୍ ଓ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ଇ-କମର୍ସ ଦିଗ୍ଗଜମାନେ ସେମାନଙ୍କର ଦୀର୍ଘ ପ୍ରତୀକ୍ଷିତ ଉତ୍ସବ ଋତୁ ବିକ୍ରୟର ତାରିଖ ଘୋଷଣା କରିଛନ୍ତି ଏବଂ କିଛି ଆଗାମୀ ଅଫର୍‌ର ମଧ୍ୟ ଖୁଲାସା କରିଛନ୍ତି। ଏହି ବର୍ଷ, କ୍ରେତାମାନେ…

ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ: ସିଡ଼ିଏସ ଅନିଲ ଚୌହାନ

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ। ୫ ସେପ୍ଟେମ୍ବର ଅର୍ଥାତ୍ ଶୁକ୍ରବାର ଦିନ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ) ଜେନେରାଲ ଅନିଲ ଚୌହାନ ଗୋରଖପୁରରେ ଏକ ସମାବେଶକୁ ସମ୍ବୋଧିତ କରି ଏଭଳୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ସହିତ ଭାରତର ସୀମା ବିବାଦ…

ସ୍ବପ୍ନର ଘର ତିଆରି କରିବା ଏବେ ହେବ ସହଜ, ଏତେ କ୍ଷତି ସହିବେ ସରକାର !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜିଏସ୍‌ଟି ସଂସ୍କାର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି, କିନ୍ତୁ ଏହାର ଅର୍ଥନୈତିକ ପ୍ରଭାବ କେବଳ ଘର କ୍ରେତା ଏବଂ ବିଲ୍ଡରଙ୍କ ଉପରେ ସୀମିତ ନୁହେଁ। ବରଂ ଏହି ପରିବର୍ତ୍ତନ ସରକାରୀ ରାଜସ୍ୱ…