Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘No More Mr Nice Guy’: ଟ୍ରମ୍ପଙ୍କ ୱାର ହିରୋ ଅବତାର, ହାତରେ ବନ୍ଧୁକ ସହ ଧମକ…

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ପରମାଣୁ କାର୍ଯ୍ୟକ୍ରମର କୂଟନୈତିକ ସମାଧାନ ଶୀଘ୍ର ନ ମିଳେ ତେବେ ଆମେରିକା ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ରାଷ୍ଟ୍ରପତି…

Sleeper bus: ଅଗ୍ନି ନିର୍ବାପନ ବ୍ୟବସ୍ଥା ଏବଂ ଜରୁରୀକାଳୀନ ପ୍ରସ୍ଥାନ ପଥ ଯାଞ୍ଚ ବିନା ପଞ୍ଜୀକରଣ କରାଯିବ ନାହିଁ :…

ନୂଆଦିଲ୍ଲୀ:କେନ୍ଦ୍ର ସରକାର ସଡ଼କ ଦୁର୍ଘଟଣା ବିଶେଷକରି ସ୍ଲିପର୍ ବସ୍ ସହିତ ଜଡିତ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ 'ବସ୍ ୱାର୍ଲ୍ଡ ଇଣ୍ଡିଆ କନକ୍ଲେଭ 2026'ରେ କହିଛନ୍ତି ଯେ ଯାତ୍ରୀ ସୁରକ୍ଷା…

UAE ଓପେକ୍ ଛାଡ଼ିଲା, ପାକିସ୍ତାନକୁ ଝଟକା ଲାଗିଲା

ନୂଆଦିଲ୍ଲୀ: ଦୀର୍ଘ ୬୦ ବର୍ଷ ପରେ ତେଲ ରପ୍ତାନିକାରୀ ଦେଶମାନଙ୍କ ସଂଗଠନ 'ଓପେକ୍' (OPEC) ରୁ ନିଜକୁ ଅଲଗା କରିଛି ସଂଯୁକ୍ତ ଆରବ ଏମିରେଟ୍ ବା UAE। ଏହି ଗୋଟିଏ ନିଷ୍ପତ୍ତି ଏବେ ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛି। ବିଶେଷ କରି ପାକିସ୍ତାନକୁ ଏହା ଏକ ଶକ୍ତ ଝଟକା ଦେଇଥିବା ବେଳେ ଭାରତ…

BJP leader’s big claim in Bengal: ବଙ୍ଗଳାରେ EVM ଟାମ୍ପରିଂ ବିବାଦ, ‘ମେ ୫ରୁ ରାଷ୍ଟ୍ରପତି…

କୋଲକାତା: ବୁଧବାର ପଶ୍ଚିମବଙ୍ଗ ନିର୍ବାଚନ ଶେଷ ହେବାକୁ ଯାଉଥିବା ବେଳେ ଏବେ ଏକ ନୂଆ ବିବାଦ ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ପୁଣି ଥରେ ଉଷ୍ମ ହୋଇଛି ପଶ୍ଚିମବଙ୍ଗରାଜନୀତି। ନିର୍ବାଚନ ମଧ୍ୟରେ, ବିଜେପି ପ୍ରାର୍ଥୀ ଅସୀମ କୁମାର ସରକାର ଏକ ବୟାନ ଦେଇଛନ୍ତି ଯାହା ରାଜନୈତିକ ଝଡ଼କୁ ତୀବ୍ର…

Repolling Where EVM Taped: ଯେଉଁଠି ଯେଉଁଠି EVMରେ ଟେପ୍, ସେଠି ହେବ ପୁଣି ଭୋଟିଂ…ବଡ଼ ନିଷ୍ପତ୍ତି ଶୁଣାଇଲେ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି। ଏହି ସମୟରେ, ଭାରତୀୟ ଜନତା ପାର୍ଟି, ବିଜେପି ଅଭିଯୋଗ କରିଛି ଯେ ଫାଲତା ବିଧାନସଭା…

Ethanol blended fuels: ପେଟ୍ରୋଲର ଦିନ ଶେଷ !

ନୂଆଦିଲ୍ଲୀ:ବଢୁଥିବା ପେଟ୍ରୋଲ ଦରରୁ ଏବେ ସାଧାରଣ ଜନତାଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। ପେଟ୍ରୋଲର ଦିନ ଏବେ ଶେଷ ହେବାକୁ ଯାଉଛି ! କାରଣ ଭାରତୀୟ ସଡ଼କରେ ଏବେ ଦୌଡ଼ିବ ୧୦୦ ପ୍ରତିଶତ ଇଥାନଲ୍‌ରେ ଚାଲୁଥିବା ଗାଡ଼ି। ମାତ୍ର ୬୦ ରୁ ୭୦ ଟଙ୍କାରେ ମିଳିବ ଇନ୍ଧନ। କେନ୍ଦ୍ର ସରକାର ଏଥିପାଇଁ ଏକ…

Exit Poll Results 2026: କିଏ ଗଢ଼ିବ ସରକାର? ଆଜି ବଙ୍ଗଳା ସମେତ ୫ ରାଜ୍ୟ ପାଇଁ ଏକଜିଟ୍ ପୋଲ…ଜାଣନ୍ତୁ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ... କିଏ ଗଢ଼ିବ ଏଠି ସରକାର? ଏକଜିଟ୍ ପୋଲ ଦେଖାଇବ ସମ୍ଭାବ୍ୟ ସରକାର। ଏହାରି ଭିତରେ ଏବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ। ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଶେଷ ହେବା…

Woman Divorced Husband After Weight loss: ପତଳା ହୋଇଗଲେ ବୋଲି ସ୍ୱାମୀଙ୍କୁ ଦେଲେ ଛାଡ଼ପତ୍ର!

ନୂଆଦିଲ୍ଲୀ: ପତଳା ହେବା ପରେ ବଢ଼ିଗଲା ଆତ୍ମବିଶ୍ଵାସ ସିଧା ସ୍ୱାମୀଙ୍କ ଆଗରେ ରଖିଲେ ଛାଡପତ୍ର କହିଲେ, 'I deserve better...' କିନ୍ତୁ ଏହା ପଛର କାହାଣୀ ଶୁଣିଲେ ଆପଣ ବି ହୋଇଯିବେ ଭାବୁକ, କହିବେ, ଏହା ଆବଶ୍ୟକ ଥିଲା...ତେବେ ଗୋଟେ ନାରୀ ସବୁ ବେଳେ ଅନ୍ୟଙ୍କ ପାଇଁ ବଞ୍ଚେ।…

Tape On BJP Button:ବିଜେପି ବଟନରେ ଟେପ୍?ତୃଣମୂଳ ଗଡ଼ରେ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ କରିଛି ବିଜେପି

କୋଲକତା: ପଶ୍ଚିମବଙ୍ଗର ୧୪୨ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୧୧ଟା ସୁଦ୍ଧା ୩୯.୯୭% ମତଦାନ ହୋଇଛି। ଅନେକ ବିଧାନସଭା ନିର୍ବାଚନମଣ୍ଡଳୀରେ ହିଂସାତ୍ମକ ଘଟଣା ଘଟିଛି।ଡାଇମଣ୍ଡ ହାର୍ବରର ଫାଲଟାରେ EVMରେ ଥିବା BJP ବଟନ୍‌କୁ ଟ୍ୟାପ୍ କରି ଅବରୋଧ କରାଯାଇଛି ବୋଲି…

ଦିଦିଙ୍କୁ ଘାରିଛି ଭୋଟ ଚୋରି ଭୟ, ରାତି ସାରା ନଶୋଇ ବୁଲି ବୁଲି ଜଗୁଛନ୍ତି ବୁଥ୍ !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଭବାନୀପୁରରୁ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀଙ୍କୁ ଘାରିଛି ବିଜେପି ଭୟ। ରାତି ସାରା ନଶୋଇ ବୁଲି ବୁଲି ଜଗୁଛନ୍ତି ବୁଥ୍। ଏହା ସହ ବିଜେପି ନାଁରେ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପର୍ଯ୍ୟବେକ୍ଷକମାନଙ୍କୁ କହୁଛନ୍ତି ବିଜେପି ଏଜେଣ୍ଟ। ସୂଚନା…