Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Diversion Tactic: ଯେବେ ସୀମା ପାର୍ କରନ୍ତି ନେତା…

ନୂଆଦିଲ୍ଲୀ: ବିହାରର ଦରଭଙ୍ଗାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ସମୟରେ ବୟାନକୁ ନେଇ ବଡ଼ ବିବାଦ ସାମନାକୁ ଆସିଛି । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆପତ୍ତିଜନକ ବା ଅପଶବ୍ଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ…

GDP growth: ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ; ଜିଡିପିରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ। GDPରେ ଅଭିବୃଦ୍ଧି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮% ପଞ୍ଜିକୃତ କରିଛି। ଏନେଇ ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ। ଗତବର୍ଷ ପ୍ରଥମ ତ୍ରୈମାସିକରେ GDP ଗ୍ରୋଥ୍ ରେଟ୍ ୬.୫% ଥିଲା।…

Mahua Moitra Controversial Statement: ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଗଲେ ମହୁଆ ମୋଇତ୍ରା, କହିଦେଲେ…

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା। ଗୃହମନ୍ତ୍ରୀଙ୍କୁ ନେଇ ଦେଲେ ଆପତ୍ତିଜନକ ବୟାନ। ମହୁଆ ମୋଇତ୍ରା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଏହି ବୟାନ ଦେଇଥିଲେ। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ…

SIR in Bihar:ବିଦେଶୀ ସନ୍ଦେହରେ ୩ ଲକ୍ଷ ଭୋଟରଙ୍କୁ ECIର ନୋଟିସ ; କୁହାଗଲା ‘ନାଗରିକତା ପ୍ରମାଣ…

ପାଟନା:ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ମଧ୍ୟରେ, ପ୍ରାୟ ତିନି ଲକ୍ଷ ଭୋଟରଙ୍କୁ ନୋଟିସ ପଠାଯାଇଛି ଯାହାଙ୍କ ନାଗରିକତା "ସନ୍ଦିଗ୍ଧ" ବୋଲି ସନ୍ଦେହ କରାଯାଉଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୩୦ ତାରିଖରେ…

MOTN Poll: ମୋଦିଙ୍କ କାମରେ ଦେଶ ଖୁସି ନା ଅସନ୍ତୁଷ୍ଟ? ୬ ମାସ ମଧ୍ୟରେ କମ୍ ହୋଇଗଲା ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଦେଶର ପସନ୍ଦ ଭାବରେ ଉଭା ହୋଇଛନ୍ତି। ଅଗଷ୍ଟ ୨୦୨୫ରେ କରାଯାଇଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଫେବୃଆରୀ ୨୦୨୫ରେ କରାଯାଇଥିବା ସର୍ଭେରେ ୬୨…

Japan snubs US: ଜାପାନରେ ମୋଦି, ରାତାରାତି ବଢିଗଲା ଟ୍ରମ୍ପଙ୍କ ବିପି!

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଲଗାତାର ଏପରି ନିଷ୍ପତ୍ତି ନେଉଛନ୍ତି, ଯାହା କେବଳ ଶତ୍ରୁମାନଙ୍କୁ ନୁହେଁ ବରଂ ବନ୍ଧୁ ଦେଶମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଯାହାର ପ୍ରଭାବରେ ଏବେ ଅଧା ଦେଶ ପ୍ରଭାବିତ ହୋଇଛି । ବିଶେଷକରି ଭାରତ ବିରୁଦ୍ଧରେ ୫୦…

Severe Winter This Year: ବର୍ଷାର ତାଣ୍ଡବ ଦେଖିଲା….ଏବେ ହାଡ଼ଭଙ୍ଗା ଶୀତରେ ଥରିବ ଭାରତ…..

ନୂଆଦିଲ୍ଲୀ: ଏବର୍ଷ ଭଲ ରକମର ବର୍ଷା ହୋଇଛି । ଏତେ ପରିମାଣର ହୋଇଛି ଯେ ଅନେକଙ୍କ ଆଶା, ସ୍ବପ୍ନ, ପରିବାର ସବୁ କିଛି ଭସାଇ ନେଇଛି । ଏବେ ପର୍ଯ୍ୟନ୍ତ ବି ବର୍ଷାର ବିତ୍ପାତ ଦେଶ କିଛି ଅଞ୍ଚଳରେ ତାର କରାଳ ରୂପ ଦେଖାଉଛି । ଏବର୍ଷ ବଙ୍ଗୋପସାଗର ଏବଂ ଆରବ ସାଗରରେ ନୂଆ ପ୍ରଣାଳୀର ନିରନ୍ତର…

Cloudburst: ରୁଦ୍ରପ୍ରୟାଗର ବାସୁକେଦାରରେ ବାଦଲଫଟା ବର୍ଷା; ପ୍ରବଳ କ୍ଷୟକ୍ଷତ ସହ ୮ ନିଖୋଜ

ଡେରାଡୁନ:ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରକୃତି ତାଣ୍ଡବ ରଚିଛି। ରୁଦ୍ରପ୍ରୟାଗ ଏବଂ ଚମୋଲିରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତିର ଖବର ଆସିଛି। ଏହି ଘଟଣା ରୁଦ୍ରପ୍ରୟାଗର ତହସିଲ ବାସୁକେଦାର ଅଞ୍ଚଳ ଅନ୍ତର୍ଗତ ବଡେଥ୍ ଡୁଙ୍ଗର ତୋକ ଏବଂ ଚମୋଲିର ଦେୱାଲ ଅଞ୍ଚଳରେ ଘଟିଛି। କିଛି ପରିବାର…

International Monetary Fund: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣଙ୍କୁ ବଡ଼ ଦାୟିତ୍ୱ, ଅନ୍ତର୍ଜାତୀୟ ମୁଦ୍ରା…

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର୍ ଉର୍ଜିତ ପଟେଲଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଉର୍ଜିତ। ଆଗାମୀ ୩ ବର୍ଷ ପାଇଁ କ୍ୟାବିନେଟ୍ ନିଯୁକ୍ତି କମିଟି ଦେଲା ଅନୁମୋଦନ। ପିଟିଆଇ ଖବର ଅନୁଯାୟୀ, ପଟେଲ ୪…

PM Modi in Tokyo: ‘ଜାପାନ ଟେକ୍ ପାୱାର ହାଉସ୍, ଇଣ୍ଡିଆ ଟ୍ୟାଲେଣ୍ଟ ପାୱାର ହାଉସ୍’, ମୋଦିଙ୍କ ନୂଆ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବେ ୨ ଦିନିଆ ଜାପାନ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଭାରତ-ଜାପାନ ମିଳିତ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିଛନ୍ତି । ତାଙ୍କ ଭାଷଣରେ, ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ପ୍ରତିଭା ସହିତ ଚିତ୍ର ପରିବର୍ତ୍ତନ କରିବା ବିଷୟରେ…