Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯେଉଁ ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ, ସେଇଠି କେଉଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହୋଇଛି ଫାଶୀ

ନୂଆଦିଲ୍ଲୀ: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଗତ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚା ଓ ଗୁଜବ ଉପରେ ଏବେ ରାୱଲପିଣ୍ଡିର ଆଦିଆଲା ଜେଲ ପ୍ରଶାସନ ସ୍ପଷ୍ଟ ବୟାନ ଜାରି କରିଛନ୍ତି। ଜେଲ ଅଧିକାରୀମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ କୌଣସି ସ୍ଥାନକୁ…

ଆଗ୍ନେୟଗିରି ଲାଭା କେତେ ମୂଲ୍ୟବାନ? ଜାଣନ୍ତୁ ଏହା କେଉଁ ଜିନିଷରେ ହୁଏ ବ୍ୟବହୃତ..

ନୂଆଦିଲ୍ଲୀ: ଆଗ୍ନେୟଗିରି ହେଉଛି ପୃଥିବୀ ପୃଷ୍ଠରେ ଥିବା ଫାଟ ଯାହା ଗରମ ଲାଭା, ଗ୍ୟାସ ଏବଂ ପାଉଁଶକୁ ବାହାର କରେ। ଏହା ତରଳ ପଥର ବା ମାଗ୍ମାକୁ ପୃଥିବୀରୁ ଖସିଯିବାର ଏକ ଉପାୟ ପ୍ରଦାନ କରେ। ଆମେ ପ୍ରାୟତଃ ଜ୍ୱାଳାମୁଖୀ ବା ଆଗ୍ନେୟଗିରିକୁ ଏକ ବିନାଶକାରୀ ରୂପେ ଦେଖିଛୁ। କିନ୍ତୁ ଏହି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଡିଟୱା’, ଆଲର୍ଟ ଜାରି…

ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ ସେନ୍ୟାର ଦୁର୍ବଳ ହେବା ପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳ ନିକଟରେ ଥିବା ଡିପ୍ରେସନ ବର୍ତ୍ତମାନ୍ ଗଭୀର ଡିପ୍ରେସନରେ ପରିଣତ ହୋଇଛି। ଯାହାକି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିଝଡ଼ ରେ ପରିଣତ ହେବା ନେଇ ଆଶଙ୍କା କରାଯାଉଛି। ତେଣୁ…

Pakistani spy arrested in Nuh: ISIକୁ ଗୁପ୍ତ ସୂଚନା ଦେବା ଅଭିଯୋଗରେ ଓକିଲ ଗିରଫ

ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗରେ ପୋଲିସ ଜଣେ ଓକିଲଙ୍କୁ ଗିରଫ କରିଛି। ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ନୁହରେ ରିଜୱାନ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ଏବଂ ନୁହ ପୋଲିସର ଏକ ଦଳ ତାୱାଡୁ…

ସହମତିରେ ସମ୍ପର୍କ ଭାଙ୍ଗିଲେ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଳାତ୍କାର ଆଇନର ଅପବ୍ୟବହାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକଙ୍କ ମଧ୍ୟରେ ସହମତି କ୍ରମେ ହୋଇଥିବା ସମ୍ପର୍କ ଭାଙ୍ଗିଗଲେ, ଏହାକୁ ଅପରାଧ ଭାବରେ ବିବେଚନା କରାଯାଇ ପାରିବ ନାହିଁ ଏବଂ ପୁରୁଷ…

Imran Khan: ଇମ୍ରାନ ଖାନଙ୍କୁ ହତ୍ୟା କରାଯାଇଛି କି?, କଳ୍ପନାଜଳ୍ପନା ଭିତରେ ଜେଲର କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ: କାରାଗାରରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ସମ୍ପର୍କରେ କଳ୍ପନାଜଳ୍ପନା ଆଲୋଡ଼ନ ସୃଷ୍ଟି କରିଛି। ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ ପାକିସ୍ତାନର ଶହବାଜ ସରିଫ ସରକାର ଏବେ ଆଗକୁ ବଢ଼ି ପ୍ରତିକ୍ରିୟା ଦେବାକୁ ବାଧ୍ୟ ହୋଇଛନ୍ତି। ଜେଲ…

ଆଇଇଡି ବିସ୍ଫୋରଣରେ ମହିଳା କନଷ୍ଟେବଳ ଆହତ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ ଷ୍ଟେସନ ଅଧୀନରେ ଥିବା ଗୋଗୁଣ୍ଡା ଅଞ୍ଚଳର ଜଙ୍ଗଲ ପାହାଡ଼ରେ ଏରିଆ ଡୋମିନେସନ୍ ଡ୍ୟୁଟିରେ ଥିବା ସମୟରେ ଆଇଇଡି ବିସ୍ଫୋରଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଏହି ଘଟଣାରେ କନଷ୍ଟେବଳଙ୍କ ଗୋଡରେ ଆଘାତ ଲାଗିଛି। ରିପୋର୍ଟ…

Siddaramaiah or Shivakumar?: ମୁଖ୍ୟମନ୍ତ୍ରୀ ଚୌକିରେ ବସିବ କିଏ?

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖିଆ ପଦ ପାଇଁ ଚାଲିଛି ଟଣାଓଟରା...ତୀବ୍ର ହେଉଛି ସିଦ୍ଧରମୈୟା- ଶିବକୁମାର ଲଢେଇ...ଏବେ ଦିଲ୍ଲୀରେ ହେବ ଫଇସଲା...କର୍ଣ୍ଣାଟକ ଚୌକିରେ ବସିବ କିଏ?... କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଲଢ଼େଇ ଶୀର୍ଷରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ…

ପାକିସ୍ତାନ ଆତଙ୍କୀକୁ ଖୋଜୁଛି ଆମେରିକା, ଭାରତ ପାଇଁ ବି ବିପଦ…

ନୂଆଦିଲ୍ଲୀ: ପାକିସ୍ତାନରେ ବସିଛି ୧୦ ଲକ୍ଷ ଡଲାରର ଆତଙ୍କୀ...ଜହ୍ଲାଦ ଆତଙ୍କବାଦୀକୁ ଲୁଚାଇ ରଖିଛି ପାକିସ୍ତାନ...ଖୋଜୁଛି ଆମେରିକା... ପାକିସ୍ତାନରେ ରହୁଥିବା ସବୁଠାରୁ ବିପଦଜନକ ଆତଙ୍କବାଦୀ ଓସାମା ମହମୁଦ ଉପରେ ଆମେରିକା ୧୦ ଲକ୍ଷ ଡଲାରର ପୁରସ୍କାର ରଖିଛି। ଓସାମା ହେଉଛନ୍ତି ଅଲ-କାଏଦାର…

India slams Pak: ରାମ ମନ୍ଦିର ଧର୍ମ ଧ୍ଵଜା ନେଇ ବିଷ ଓଗାଳିଲା ପାକିସ୍ତାନ: କଡ଼ା ଜବାବ ଦେଲା ଭାରତ…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନ କରାଯାଇଥିଲା, ଯାହା ପାକିସ୍ତାନକୁ ଭଲ ଲାଗିନଥିଲା। ପାକିସ୍ତାନ ଭାରତକୁ ଇସଲାମୋଫୋବିୟା ବୋଲି ଅଭିଯୋଗ କରିଥିଲା ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା। ଭାରତ ସରକାର ପାକିସ୍ତାନର ଏହି ବିବୃତ୍ତି…