Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

LICର ଚମତ୍କାର ସ୍କିମ! ଏତିକି ଦିନରେ ୨ ଲକ୍ଷ ଟଙ୍କା ରିଟର୍ଣ୍ଣ

ଭୁବନେଶ୍ୱର: ଆଜିର ମହଙ୍ଗା ଯୁଗରେ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦ୍ରୁତ ଗତିରେ ବଢ଼ୁଛି। ଉଚ୍ଚ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଅଭିଭାବକମାନେ ଭବିଷ୍ୟତ ସୁରକ୍ଷା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି। ଏହି ପରିପ୍ରେକ୍ଷୀରେ ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ଅଫ୍…

Aizawl Connected To Railway: ପ୍ରଥମ ଥର ପାଇଁ ଭାରତୀୟ ରେଳ ମାନଚିତ୍ର ସହିତ ଯୋଡ଼ିହେବ ମିଜୋରାମ, ଆସନ୍ତା ୧୩ରେ…

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲ ପ୍ରଥମ ଥର ପାଇଁ ଭାରତୀୟ ରେଳ ମାନଚିତ୍ର ସହିତ ଯୋଡ଼ି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଆସନ୍ତା ମାସରେ ବୈରାବି ସାଇରଙ୍ଗ ରେଳ ଲାଇନର ଉଦଘାଟନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ…

Intermittent Fasting: ଉପବାସ ବିଷୟରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ! ହୃଦରୋଗରୁ ମୃତ୍ୟୁର ଆଶଙ୍କା କେବେ…

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦିଓ ଇଣ୍ଟରମିଣ୍ଟେଟ ଫାଷ୍ଟିଂ (IF) ଓଜନ ହ୍ରାସ କରିବାରେ ସାହାଯ୍ୟ କରିପାରେ, ଏହାର ବିପଦ ମଧ୍ୟ ରହିଛି । 'ଡାଇବେଟିସ୍ ଆଣ୍ଡ୍ ମେଟାବୋଲିକ୍ ସିଣ୍ଡ୍ରୋମ୍: କ୍ଲିନିକାଲ୍ ରିସର୍ଚ୍ଚ ଆଣ୍ଡ୍ ରିଭ୍ୟୁଜ୍'ରେ ପ୍ରକାଶିତ ଏହି ଅଧ୍ୟୟନରେ…

ଏସବିଆଇ ପରେ ଅନିଲ ଓ ରିଲାଏନ୍ସକୁ ଫ୍ରଡ ଘୋଷଣା କଲା ବିଓଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଦେବାଳିଆ ରିଲାଏନ୍ସ କମ୍ୟୁନିକେସନ୍ସର ଋଣ ଆକାଉଣ୍ଟକୁ ଫ୍ରଡ ବୋଲି ଘୋଷଣା କରିଛି। ଏହି ମାମଲାରେ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଅନିଲ ଅମ୍ବାନୀଙ୍କ ନାମ ମଧ୍ୟ ରଖିଛି। ଷ୍ଟକ୍ ମାର୍କେଟକୁ ଦିଆଯାଇଥିବା…

IBCA: ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ’ କ’ଣ?, ନେପାଳ ବଢାଇଲା…

ନୂଆଦିଲ୍ଲୀ: ନେପାଳ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ'ରେ ମଧ୍ୟ ଯୋଗ ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସାତଟି ପ୍ରମୁଖ ପ୍ରଜାତି ବଡ଼ ବିଲେଇ ସଂରକ୍ଷଣ ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ଭାବରେ ଆରମ୍ଭ…

Champai Soren: ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ, ପୁଅ ବାବୁଲାଲ ବି ହେପାଜତରେ, RIMS-2 ଜମିରେ ହଳ କରିବାକୁ ଯାଉ ଯାଉ…

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ରାଞ୍ଚି ବାସଭବନରେ ଗୃହବନ୍ଦି କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସଦର ଡିଏସପି ଦ୍ୱାରା ନିଆଯାଇଛି । ରାଞ୍ଚିର କାଙ୍କେରେ ପ୍ରସ୍ତାବିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (RIMS-2) ପାଇଁ ରାଜ୍ୟ…

Spend Money In Air: ପବନରେ ୧୯ ହଜାର ଟଙ୍କା ଉଡାଇ ଦେଲେ ପର୍ଯ୍ୟଟକ….ଲୋକେ କାବା…ଭାଇରାଲ ହେଉଛି ଭିଡିଓ

ସିମଲା: ହିମାଚଳ ପ୍ରଦେଶର ସିମଲାରେ ଜଣେ ବ୍ୟକ୍ତି ହଜାର ହଜାର ଟଙ୍କା ପବନରେ ଉଡ଼ାଇ ଦେଇଛନ୍ତି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ନୋଟ୍ ଉଡାଇବାର ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସିମଲାର ରିଜ୍ ଗ୍ରାଉଣ୍ଡର। ପୋଲିସଠାରୁ ମିଳିଥିବା ସୂଚନା…

Russia-Ukraine War: ପାରିଲେନି ଟ୍ରମ୍ପ, ଏବେ ଭାରତ ଫେରାଇ ଆଣିବ ଶାନ୍ତି!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚେଷ୍ଟା ପରେ ବି ରୁଷ- ୟୁକ୍ରେନ ମଧ୍ୟରେ ଶାନ୍ତି ଫେରିପାରିଲା ନାହିଁ । ଏପର୍ଯ୍ୟନ୍ତ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ସମ୍ପର୍କରେ କୌଣସି ଆଲୋଚନା ହୋଇପାରି ନାହିଁ। ଆଲାସ୍କାରେ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ପୁଟିନିଙ୍କ…

Mla Kc Virendra Arrested: ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ଗିରଫ କଲା ଇଡି; ୧୨ କୋଟି ନଗଦ, ୬ କୋଟି ଅଳଙ୍କାର…

ବେଙ୍ଗାଲୁରୁ: ଅଗଷ୍ଟ ୨୨ ଏବଂ ୨୩ ତାରିଖରେ ଦେଶବ୍ୟାପୀ ହୋଇଥିବା ଏକ ବଡ଼ ଅଭିଯାନରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଆଇନ ବେଟିଂ ଏବଂ ଅନଲାଇନ୍ ଗେମିଂ ରାକେଟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ, ଇଡି କର୍ଣ୍ଣାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ସିକିମରୁ ଗିରଫ…

Air Defence Weapon: ଶତ୍ରୁଙ୍କୁ ଶକ୍ତି ଦେଖାଉଛି ଭାରତ, ଓଡିଶା ଉପକୂଳରେ IADWSର ପ୍ରଥମ ପରୀକ୍ଷଣ ସଫଳ, ଧ୍ବଂସ…

ଭୁବନେଶ୍ବର: ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି। DRDO, ଗତକାଲି ଅର୍ଥାତ୍ ୨୩ ଅଗଷ୍ଟ, ଦିନ ପ୍ରାୟ ୧୨:୩୦ ସମୟରେ ଓଡ଼ିଶା ଉପକୂଳରେ ସମନ୍ୱିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ (IADWS) ର ପ୍ରଥମ ପରୀକ୍ଷଣ…