Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘାଟିରେ ଭ୍ୟାନ ଖସିପଡ଼ିବାରୁ କେରଳର ଶିକ୍ଷକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ

ତାମିଲନାଡୁ: ଶୁକ୍ରବାର ଦିନ ତାମିଲନାଡୁର ଭାଲପାରାଇ-ପୋଲାଚି ଘାଟି ରାସ୍ତାରେ ଏକ ଭ୍ୟାନ ନିୟନ୍ତ୍ରଣ ହରାଇ ଖସି ଯିବାରୁ କେରଳର ୯ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଗାଡ଼ିରେ ୨୦ ଜଣ ଯାତ୍ରୀ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। କେରଳରେ ପଞ୍ଜିକୃତ ପର୍ଯ୍ୟଟନ…

Jharkhand Encounter:ଏନକାଉଣ୍ଟରରେ ୧୫ ଲକ୍ଷ ପୁରସ୍କାର ବହନ କରିଥିବା ଶହଦେବ ସମେତ ଚାରି ନକ୍ସଲ ନିହତ

ରାଞ୍ଚି: ଝାଡ଼ଖଣ୍ଡର ଚତ୍ରାରେ ପୋଲିସ ନକ୍ସଲବାଦୀଙ୍କ ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି । ଚତ୍ରା ଏବଂ ହଜାରୀବାଗ ସୀମାରେ ଏକ ଏନକାଉଣ୍ଟରରେ ଚାରି ଜଣ କୁଖ୍ୟାତ ନକ୍ସଲବାଦୀ ନିହତ ହୋଇଛନ୍ତି। ନିହତ ଚାରି ଜଣଙ୍କ ମଧ୍ୟରେ ୧୫ ଲକ୍ଷ ଟଙ୍କା ପୁରସ୍କାର ବହନ କରୁଥିବା ଶହଦେବ ମହତୋ ଏବଂ ନତାଶା…

Women’s Reservation Bill: ବିଲ୍ ପାସ୍ ନହେବା ପରେ ବିରୋଧୀଙ୍କୁ ଅମିତଙ୍କ ଚେତାବନୀ;କହିଲେ-ପ୍ରତ୍ୟେକ ନିର୍ବାଚନରେ…

ନୂଆଦିଲ୍ଲୀ:ଫେଲ୍ ମାରିଲା ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍‌ । ଲୋକସଭାରେ ଫେଲ୍ ମାରିଛି ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ସଂଶୋଧନ ବିଲ୍। ଏହାପରେ ଅମିତ ଶାହ କହିଛନ୍ତି, "ଆଜି ଲୋକସଭା ଏକ ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ଦେଖିଲା। ନାରୀ ଶକ୍ତି ବନ୍ଦନା ଆଇନ ପାଇଁ ଆବଶ୍ୟକ ସମ୍ବିଧାନ…

ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଫେଲ ମାରିଛି। ବିଲ୍ ପାସ୍ ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ୨୦୨୯ ଲୋକସଭା ନିର୍ବାଚନରୁ କାର୍ଯ୍ୟକାରୀ ହେବାକୁ ଥିବା…

ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ନିର୍ଦ୍ଦେଶ

ପ୍ରୟାଗରାଜ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ମାମଲାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ…

କୁପୋଷଣ ଡାଇବେଟିସ ଆଶଙ୍କା ବଢ଼ାଇଥାଏ.. ଟାଇପ୍ 5 ଡାଇବେଟିସ କ’ଣ?

ନୂଆଦିଲ୍ଲୀ: ଡାଇବେଟିସ ବା ମଧୁମେହ କେବଳ ଖରାପ ଖାଦ୍ୟ କିମ୍ବା ଜେନେଟିକ୍ କାରଣ ଯୋଗୁଁ ହୁଏ ନାହିଁ; ଏହା କୁପୋଷଣ ଦ୍ୱାରା ମଧ୍ୟ ହୋଇପାରେ । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, କୁପୋଷଣ ଡାଇବେଟିସର ଏକ ପ୍ରମୁଖ କାରଣ ହୋଇପାରେ । ଏହି ଅବସ୍ଥାକୁ ଟାଇପ୍ 5 ଡାଇବେଟିସ କୁହାଯାଏ । ଟାଇପ୍ 5…

ଆୟର୍ଲାଣ୍ଡ ସମୂଦ୍ରକୂଳରେ ମିଳିଲା ରହସ୍ୟମୟ ଶାର୍କ

ନୂଆଦିଲ୍ଲୀ: ସମୂଦ୍ରର ଗଭୀରତାରେ ଅନେକ ରହସ୍ୟ ଦବି ହୋଇ ରହିଛି । ଏହାକୁ ଉଜାଗର କରିବା ପାଇଁ ବୈଜ୍ଞାନିକମାନେ ସର୍ବଦା ଚେଷ୍ଟା ଚଳାଇଛନ୍ତି । ଏବେ ଆୟର୍ଲାଣ୍ଡର ସମୂଦ୍ର କୂଳରେ ଏକ ରହସ୍ୟମୟ ଜୀବର ଶବ ମିଳିଛି । ଶହ ଶହ ବର୍ଷ ବଂଚୁଥିବା ଦୁର୍ଲଭ ପ୍ରଜାତିର ଶାର୍କ ସମୂଦ୍ର କୂଳରେ ମିଳିଛି ।…

ଇରାନର ବଡ଼ ଘୋଷଣା; ଖୋଲିଲା ହର୍ମୁଜ୍ ପ୍ରଣାଳୀ…

ତେହେରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଘୋଷଣା କରିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ସମ୍ପୂର୍ଣ୍ଣ ଖୋଲାଯାଇଛି। ତଥାପି ଏହି ପ୍ରଣାଳୀ କେବଳ ଇସ୍ରାଏଲ-ଲେବାନନ୍ ଯୁଦ୍ଧବିରତିର ଅବଶିଷ୍ଟ ଅବଧି ପର୍ଯ୍ୟନ୍ତ ଖୋଲା ଅଛି, ଯାହା ଗୁରୁବାର ଠାରୁ ଆଗାମୀ ୧୦…

Rahul Gandhi On Women’s quota bill: ମହିଳା ସଂରକ୍ଷଣ ନେଇ ରାହୁଲଙ୍କ ଅଭିଭାଷଣ, ଲୋକସଭାରେ ପ୍ରବଳ ହଙ୍ଗାମା…

ନୂଆଦିଲ୍ଲୀ: ଲୋକସଭାରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହିଳା ସଂରକ୍ଷଣ ନେଇ ଅଭିଭାଷଣ ରଖିଛନ୍ତି। ଯାହାକୁ ନେଇ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମହିଳା ସଂରକ୍ଷଣ ବିଲ୍ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, "ପ୍ରଥମେ, ଏହା ମହିଳା ବିଲ୍ ନୁହେଁ।…

Mysterious death Of Terrorist in Pak: ଭୟରେ ଥରୁଛି ପାକିସ୍ତାନ, ସଫା ହେଉଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଗୋଟେ ପରେ ଗୋଟେ ସଫା ହେଉଛନ୍ତି ଆତଙ୍କବାଦୀ ଅଣ୍ଟି ଛୁରୀ ଏବେ ତଣ୍ଟି କାଟୁଛି ଦିନେ ଆତଙ୍କବାଦୀଙ୍କୁ ନିଜର ଅସ୍ତ୍ର କରିଥିଲା ଏବେ ନିଜେ ଆତଙ୍କରେ ଥରୁଛି ପାକିସ୍ତାନ ପାକିସ୍ତାନ ସବୁବେଳେ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସିଛି। ତଥାପି, ଏହା ଏବେ ନିଜେ ଆତଙ୍କବାଦର…